Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ରାଜପଥ ସମ୍ପ୍ରସାରଣ ନିମନ୍ତେ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଜି କେତେଗୁଡ଼ିଏ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଓଡ଼ିଶା ଦେଇ!-->!-->!-->…
ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ
ବାଣପୁର: ଥାନାରେ ମାଡ଼ ମାରିବା ମାମଲାରେ ଜାମିନ ଆବେଦନ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ବାଣପୁର ଜେ ଏମଏଫସି କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ବିଚାରପତି। ଏହାପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରିମାଣ୍ଡରେ ନେବା!-->…
ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍
ଭୁବନେଶ୍ୱର: ରାଜ୍ୟରେ ଜଳେଶ୍ୱର ପରେ ପରେ ଏବେ ବ୍ରାଉନସୁଗାର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଧଳାଜହର କାରବାର କରାଯାଉଥିଲେ ବି ଡ୍ରଗ୍ସ ପେଡଲର ମାନଙ୍କୁ ଧରିବା ପାଇଁ ଅସମର୍ଥ ହୋଇ ପଡିଛି ରାଜ୍ୟ ପୋଲିସ୍ । ସମାନ ଭାବରେ ଆଜି ପୁଣି ଭୁବନେଶ୍ୱରରୁ!-->…
ବସ୍-ଟ୍ୟାଙ୍କର୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର
ନୟାଗଡ଼: ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍!-->…
ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ ୦୨/ ୦୪: ପଟୁଆଡିହି ହାଇସ୍କୁଲ ଦଶମ ଛାତ୍ରୀ ମୃତ୍ୟୁ ମାମଲା । ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ । ଛାତ୍ରୀ ମୃତ୍ୟୁକୁ ଭୟଭୀତ ଥିଲେ ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ହେଉଛନ୍ତି!-->…
ଶିମିଳିପାଳରେ ନିଆଁ ; ବନ୍ୟଜନ୍ତୁ ଗାଁ ମୁହାଁ
ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ସହିତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଫଳରେ ଗାଁ ମୁହାଁ ଏବେ ବନ୍ୟଜନ୍ତୁ । ମୟୂରଭଞ୍ଜ ଜିଲ୍ଲାର ଜୀଵନ ରେଖା କୁହା ଯାଉଥିବା ଶିମିଳିପାଳ ଅଭୟାରଣ୍ୟ । ଆଜି ବିପଦରେ ଶିମିଳିପାଳ ଅଭୟାରଣ୍ୟ। ବର୍ତ୍ତମାନ କାଠମାଫିଆ ଏବଂ ବନ୍ୟଜନ୍ତୁ!-->…
ରାଜ୍ୟରେ ୩ ତାରିଖରୁ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର,!-->…
ସମିତି ସଭ୍ୟଙ୍କୁ ଅଟକ ରଖିବା ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ
ଛତ୍ରପୁର: ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ!-->…
କୂଅରୁ ଯୁବତୀଙ୍କ ମୃତଦେହ ଠାବ ଘଟଣା, ହତ୍ୟାକାରୀ ଗିରଫ
ଭଞ୍ଜନଗର ୦୨।୦୪ : ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ହତ୍ୟାକାରୀ ଯୁବକକୁ ଗିରଫ କଲା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ।
ଖବର ଅନୁଯାୟୀ, ଶୁକ୍ରବାର ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିଗୁମା ଗାଁର ଏକ କୂଅରୁ!-->!-->!-->…
ଆଜି ରାଜ୍ୟରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର:ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨ ଜଣ!-->…