Sign in
Sign in
Recover your password.
A password will be e-mailed to you.
ପେଗାସସ ବିବାଦ: ଜୁନ୍ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇସ୍ରାଏଲର ଏନଏସ୍ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦର!-->…
ହାଇଦ୍ରାବାଦ ଏନ୍କାଉଣ୍ଟର ମାମଲାରେ ଆସିଲା ରିପୋର୍ଟ : ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ହତ୍ୟା କରିଛି
ହାଇଦ୍ରାବାଦ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗ୍ୟାଙ୍ଗରେପ୍ ଓ ଏନ୍କାଉଣ୍ଟର ମାମଲାରେ ରିପୋର୍ଟ ଆଜି ସାମ୍ନାକୁ ଆସିଛି। ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ କମିଶନ ତାଙ୍କର ରିପୋର୍ଟ ଆଜି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ ହୋଥିବା ରିପୋର୍ଟରେ କମିଶନ!-->…
ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କହିଲେ ମୋଦି
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୮ ବର୍ଷ ହେଲାଣି ଦେଶର ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି। ୨୦୧୪ ପରେ ସରକାରୀ କଳର କାର୍ଯ୍ୟ ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି ହୋଇ ପାରିଛି। ବର୍ତ୍ତମାନ ଦେଶର ସ୍ୱାଧୀନତାର ୭୫ ବର୍ଷରେ!-->…
ଶେଷରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ
ଅମୃତସର: ଏକ ରୋଡ଼ରେଜ ମାମଲାରେ ବର୍ଷେ ଜେଲଦଣ୍ଡାଦେଶ ପାଇବାର ଦିନକ ପରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ଲୋଡ଼ିଥିଲେ। କିନ୍ତୁ ତାଙ୍କ ଆବେଦନ!-->…
ଗୁଜରାଟ ଓ ହିମାଚଳ ପ୍ରଦେଶରେ କଂଗ୍ରେସ ହାରିବ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିୟମିତ ଭାବେ ରାଜନୈତିକ ଦଳଓ ନେତାମାନଙ୍କର ଭାଗ୍ୟ ଭବିଷ୍ୟତକୁ ନେଇ ଆକଳନ କରି ଆସୁଥିବା ନିର୍ବାଚନ ରଣନୀତି ଆଜି ପୁଣି ଏକ ଚର୍ଚ୍ଚିତ ପୋଷ୍ଟ କରିଛନ୍ତି। ତାଙ୍କ ପୋଷ୍ଟରେ ପ୍ରଶାନ୍ତ କଂଗ୍ରେସକୁ କଟାକ୍ଷ କରିଛନ୍ତି। ନିକଟରେ କଂଗ୍ରେସ ପକ୍ଷରୁ ହୋଇଥିବା ଚିନ୍ତନ ଶିବିର ଏକ ବିଫଳ!-->…
ସିନା ବୋରା ହତ୍ୟାକାଣ୍ଡ : ୬ ବର୍ଷ ପରେ ଜାମିନରେ ମୁକୁଳିଲେ ମା’ ଇନ୍ଦ୍ରାଣୀ ମୁଖାର୍ଜୀ
ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।!-->…
ଜ୍ଞାନବାପୀ ମସ୍ଜିଦ୍ ଉପରେ ନେତାଙ୍କ ମନ୍ତବ୍ୟକୁ ବଜରଙ୍ଗ ଦଳର ବିରୋଧ; ଅଖିଳେଶ, ଅଶୋକ ଓ ଓୱେସୀଙ୍କ କୁଶପୁତ୍ତଳିକା ଦାହ…
ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍ଜିଦ୍ ଉପରେ ମନ୍ତବ୍ୟ ଦେଇଥିବାରୁ ରାଜନେତାଙ୍କ କୁଶପତ୍ତଳିକା ଦାହ କଲେ ବଜରଙ୍ଗ ଦଳ କର୍ମୀ। ନେତାମାନଙ୍କର ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଉତ୍ତର ପ୍ରଦେଶର କାନପୁର ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ଦଳର କର୍ମୀ। ବିକ୍ଷୋଭ ପ୍ରଦର୍ଶନ କରିବା!-->…
ପାକିସ୍ତାନରେ ମିଲିଟାରୀ ଆଉଟପୋଷ୍ଟ କରିବ ଚୀନ
ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ଆଉ ଏକ ବଡ଼ ଷଡଯନ୍ତ୍ର । ପାକିସ୍ତାନରେ କାମ କରୁଥିବା ନିଜ ଲୋକଙ୍କ ପାଇଁ ଏକ ସୈନ୍ୟ ଶିବିର ନିର୍ମାଣ କରିବା ପାଇଁ ଇସଲାମାବାଦ ଉପରେ ଚାପ ପ୍ରୟୋଗ କରୁଛି ବେଜିଂ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଲାହୋରର ଏକ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୩!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିୟମିତ ଜାମିନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ସେ ଆବେଦନ କରିଥିବା ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏବେ ଅନ୍ତରୀଣ ଜାମିନରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ନିୟମିତ ଜାମିନ!-->…
ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ପୁଣି ବିବାଦରେ ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। ଖାଲି ଏତିକି ନୁହେଁ, ଏଥିପାଇଁ ସେ ଜାପାନୀଙ୍କୁ ହତ୍ୟା!-->…