Sign in
Sign in
Recover your password.
A password will be e-mailed to you.
ଭଲ ପାଇ ଭୁଲ୍ କଲି, ଭୁଲ ନିଷ୍ପତ୍ତିର ଭୋଗୁଛି ଫଳ: ଅନୁଭବ
ଭୁବନେଶ୍ୱର: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ । ଭିଡିଓ କରିଛନ୍ତି ଯାହାକୁ ନେଇ!-->…
ରାଜ୍ୟର ୧୫ ଟି ଜିଲାରେ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ କିଛି ଦିନର ଆଶ୍ବସ୍ତୀ ପରେ ପୁଣି ତାତି ବଢିଛି। ଫଳରେ କାଳବୈଶାଖୀ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ୧୫ ଟି ଜିଲାରେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜିଲ୍ଲା!-->…
କାର୍ଯ୍ୟକ୍ଷମ ହେବ ୧.୩୫ ଲକ୍ଷ ଏଲ୍ଆଇ ପ୍ରକଳ୍ପ
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ପାଖାପାଖି ୧ ଲକ୍ଷ ୩୫ ହଜାର ଉଠା ଜଳସେଚନ ପ୍ରକଳ୍ପ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେଆହୁରି ଅଧିକ ୧୩.୩୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ସେଥିମଧ୍ୟରୁ ୩୨ ହଜାର ୭୮୦ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ!-->…
ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା :ଅଟୋକୁ ପିଟିଲା ଟ୍ରକ୍, ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଆହତ…
ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି!-->!-->!-->…
ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୨୦୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ!-->…
ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀଗାଁ କୃଷି ବିଭାଗ କାର୍ଯ୍ୟାଳୟ…
ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ
ଦାରିଙ୍ଗବାଡ଼ି :, କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ସ୍ଥିତ କୃଷି ବିଭାଗର ୩ଟି ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିଭାଗୀୟ ଉଚ୍ଚ ଅଧିକାରୀ ଗଣ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଏହି ଘର ଗୁଡିକୁ ଦେଖିଲେ ଠିକ!-->!-->!-->…
ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ଅଭିଯୋଗ
ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ l ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ l ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ କୋର୍ଟର!-->…
ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ୩ ବୋମା ମାଡ଼
ଭୁବନେଶ୍ବର: ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ଅଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି। ତେବେ ଏଥିରେ କାହାର କିଛି କ୍ଷତି!-->…
ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
ଭୁବନେଶ୍ଵର: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ । ଭୁବନେଶ୍ଵର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା । ଅଭିଯୋଗ ପରେ ବିଏମ୍ସି ମେୟର ସୁଲୋଚନା ଦାସ ସ୍ପଟ୍ ଯାଞ୍ଚ୍ କରିବା ସହିତ ଯେପରି ସୁଚାର ରୂପରେ ରାସନ ସାମଗ୍ରୀ ବଣ୍ଟା ଯାଇ ପାରିବ ନିର୍ଦେଶ ଦେଇଛନ୍ତି।
!-->!-->!-->…
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ଗିରଫ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ସରକାରଙ୍କୁ କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନର ଜାମିନ ଆବେଦନର ଶୁଣାଣି କରି ଏହି!-->…