Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ : ଜିଲାପାଳ
ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଅଘଟଣ। ଦୁର୍ବୃତ୍ତ ରୋଷଘର ଚୁଲି ଭାଙ୍ଗି ଦେଇଛନ୍ତି। ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ତାଲା ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି ।ଅନ୍ୟ ସମସ୍ତ ଚୁଲି ଭାଙ୍ଗି!-->…
ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିବା ସହଜ ହୋଇଯିବ। ପୁରୀ, ଭୁବନେଶ୍ୱର ଓ କଟକର!-->…
ବିଜେଡିରେ ମିଶିଲେ ୩ କାଉନସିଲର ଓ ଜଣେ ସ୍ୱାଧୀନ କର୍ପୋରେଟର
ଭୁବନେଶ୍ୱର: ବିଜେଡିରେ ମିଶିଲେ ଜଟଣୀ ପୌର ପରିଷଦର ୩ ଜଣ ନବ ନିର୍ବାଚିତ ସ୍ୱାଧୀନ କାଉନସିଲର । ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ୧୨ ନମ୍ବର ୱାର୍ଡର କାଉନସିଲର ନୀଳିମା ସ୍ୱାଇଁ, ୬ ନମ୍ବର ୱାର୍ଡର କାଉନସିଲର ବିଷ୍ଣୁ ସାହୁ ଓ ୪ ନମ୍ବର ୱାର୍ଡ କାଉନସିଲର ଫେମିନା ବେଗମ ।!-->…
ବନ୍ଧା ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ
ସୁନ୍ଦରଗଡ଼ : ଗିରଫ ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ନିରୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ। ବନମାଳୀ ନାଏକଙ୍କ ପାଖରୁ ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ସହ ବହୁ ଗୁରୁତ୍ୱପୂର୍ଣ୍ଣ!-->…
କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ
କୋରାପୁଟ: କାଜୁ ଜଙ୍ଗଲରେ ନର କଙ୍କାଳ ଠାବ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ନର କଙ୍କାଳକୁ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ!-->…
୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର୍ ମୃତ
ଲମତାପୁଟ : ୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ଡ୍ରାଇଭର୍ ମୃତ। ବାଲି ଆଣିବାକୁ ଯିବା ସମୟରେ କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସିପଡ଼ିଛି।
ଘଟଣା ଅନୁଯାୟୀ, ଲମତାପୁଟ ବ୍ଲକ କମେଲ୍ ଗ୍ରାମର ଯୁବକ କୃଷ୍ଣ ସିଶା ଶନିବାର ସକାଳେ ବାଲି ଆଣିବା!-->!-->!-->…
ସ୍ୱାମୀକୁ ଜେଲ୍ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ
ବ୍ରହ୍ମପୁର: ସ୍ୱାମୀକୁ ଜେଲ୍ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ସଂପୃକ୍ତ ମାମଲାରେ ଗୋସାଇଁନୂଆଗାଁ ଥାନା ଅଞ୍ଚଳର ତୋଫାନ୍ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୁଲିସ । ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍ ହାଜତକୁ!-->…
କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ, ରାସ୍ତାଜାମ
ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସମୟରେ ସହରବାସୀଙ୍କ ଯାତାୟାତ ପାଇଁ ସର୍ଭିସ ରୋଡ ନାହିଁ କି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହର ମଧ୍ୟରେ ଦିନବେଳେ ଖଣିଜ ବୋଝେଇ ଟ୍ରକ ଚଳାଚଳ ନିଷିଦ୍ଧ ଥିବାବେଳେ!-->…
ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର
ବଲାଙ୍ଗିର: ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ।
!-->!-->!-->…
ରାଉରକେଲାରେ କେନ୍ଦ୍ରୀୟ GST ଟିମର ରେଡ୍
ରାଉରକେଲାରେ ଜିଏସ୍ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚାଲିଛି ଚଢଉ । ରାଉରକେଲା, କୁଆଁରମୁଣ୍ଡା, କଲୁଙ୍ଗା ସହ ୫ଟି ସ୍ଥାନରେ ତିନି ଦିନ ହେଲା କେନ୍ଦ୍ରୀୟ!-->…