ଜିଲ୍ଲା ଓକିଲ ସଂଘ ଫୁଲବାଣୀ ଠାରେ ୭୬ ତମ ସ୍ୱାଧୀନତା ଦିଵସ ପାଳିତ

add-all

ଫୁଲବାଣୀ (୧୫/୦୮) : ଜିଲ୍ଲା ଓକିଲ ସଂଘ ଫୁଲବାଣୀ ଠାରେ ୭୬ ତମ ସ୍ୱାଧୀନତା ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ପୁରୁଣା ବାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ୱାଧୀନତା ଆଣିବାରେ ଯେଉଁ ମହାପୁରୁଷମାନେ ଯେଉଁ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସମ୍ପାଦକ ଆଇନଜୀବୀ ଦୁର୍ଗା ଶଙ୍କର ପଟ୍ଟନାୟକ, ଉପସଭାପତି କମଳ କୁମାର ବେହେରା,ସହ ସମ୍ପାଦକ ସୁଶାନ୍ତ ପଟ୍ଟନାୟକ,ଦେଵବ୍ରତ ପ୍ରଧାନ,ଚନ୍ଦ୍ର ଶେଖର ମିଶ୍ର, ଟୁଟୁ ସେନାପତି, ଭଗବାନ ମହାନ୍ତି, ସତ୍ୟ ନାରାୟଣ ବେହେରା, ଗୋୖରୀ ଶଙ୍କର ବେହେରା, ଅଗସ୍ତି ଯାନୀ, ଅଶୋକ ବିଷୋୟୀ, ସୁଶାନ୍ତ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଜ୍ଞାନୀନ୍ଦ୍ର ପାଢ଼ୀ,ପ୍ରଦୀପ୍ତ ନାୟକ, ସଦାଶିବ ପାତ୍ର, ଅଜୟ ପଟ୍ଟନାୟକ, ପ୍ରତାପ ବାଇ, ଦୀପକ ରଥ,ପ୍ରୀତି ପାତ୍ର ଦିଲୀପ ବାନାର୍ଜୀ ଏବଂ ନମିତା ସାହୁ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବୀଣାପାଣି ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ଓକିଲମାନେ ମଧ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.