୩ ହଜାର କିଲୋମିଟର ପଦଯାତ୍ରା କରିବେ ପ୍ରଶାନ୍ତ କିଶୋର, ରାଜେନୈତିକ ଦଳ ଗଠନ କରିବେ ନାହିଁ

ପାଟଣା: ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ନିକଟରେ ସେ ନିଜର ଏକ ନୂଆ ରାଜନୈତିକ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଏବେ ସେ ଖାରଜ କରିଛନ୍ତି। ସେ କୌଣସି ନୂଆ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ବିହାର

ରାଜଧାନୀରେ ବିସ୍ଫୋରଣ ଷଡ଼ଯନ୍ତ୍ର ବିଫଳ, ଧରାପଡ଼ିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ। ଧରାପଡିଲେ ୪ ଖଲିସ୍ଥାନୀ ଆତଙ୍କବାଦୀ। ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି।

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗର ସନ୍ଧାନ ମିଳିଲା

ଶ୍ରୀନଗର: ଭାରତୀୟ ସୀମାରୁ ପାକିସ୍ତାନକୁ ଲମ୍ବିଛି ସୁଡଙ୍ଗ। ଜମ୍ମୁ-କଶ୍ମୀର ସୀମା ନିକଟ ସାମ୍ବା ବର୍ଡରରୁ ଏକ ସନ୍ଦିଗ୍ଧ ସୁଡଙ୍ଗର ସନ୍ଧାନ ମିଳିଛି। ବିଏସ୍‌ଏଫ୍‌ ଯବାନମାନେ ଏହି ସୁଡଙ୍ଗର ସନ୍ଧାନ କରିଛନ୍ତି। ଆଜି ଭୋରରୁ ଚାକ ଫାକିରାର ସୀମା ଆଉଟପୋଷ୍ଟ ଅଞ୍ଚଳରେ ଯବାନମାନେ ସନ୍ଦିଗ୍ଧ ଟନେଲ

ଶେରଗଡ଼ ଠୁରୁବୁରାଇରେ ମହାମାରୀ : ୩ ମୃତ ୫୦ ରୁ ଅଧିକ ଗୁରୁତର…

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଲାଣି । ତଥାପି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହାନ୍ତି। ଦୁଷିତ ପାଣି ପିଇବା ହେତୁ ଏହି ଭୋଗ ଦ୍ଯାପୁଥିବା ବିଶେଷଜ୍ଞମାନେ କହିଛନ୍ତି ।

ଆଜି ଠାରୁ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଶତାଧିକ ଲୋକଙ୍କ ଭିଡ଼

ଫୁଲବାଣୀ : ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀଙ୍କ ସମେତ ପଂଚ ଠାକୁରାଣୀଙ୍କ ଯାତ୍ରା ଆଜି ଶୁଭାରମ୍ଭ ହୋଇଛି। ପ୍ରଥମ ଦିନ ଠାକୁରାଣୀ ମାନଙ୍କୁ ରିତିନୀତି ଅନୁସାରେ ପୂଜାକମାନେ ପୂଜା ଅର୍ଚ୍ଚନା କରାଯାଇଥିଲେ ତତ ସହିତ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପରେ ସୁସଜ୍ଜିତ କରାଯାଇଛି।

ବନ୍ଦ ଓ ମିଶ୍ରଣନୀତି ବାତିଲ କରି ଅବିଳମ୍ବେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବିରେ…

ଛତ୍ରପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଅବଲମ୍ୱେ ଖୋଲିବା ଦାବିରେ ଆଜି ଦିଗପହଣ୍ଡି ବ୍ଲକର ନୂଆଁ ଘନସିଂ, ଗୋବରବାଲସା ଏବଂ ବିଜୟ ନଗର ଗତ, ପୁରୁଷୋତ୍ତମପୁର ବ୍ଲକର ଢ଼େପ ଅନ୍ତରିଗାଁ, ଶେରରଗଡ଼ ବ୍ଲକର କମଳାଦେଇପୁର ଆଦି ଗ୍ରାମରେ

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏ

ପରସ୍ପର ସହମତିରେ ରଖିଥିଲେ ସମ୍ପର୍କ କହି ବିଜେପି ବିଧାୟକଙ୍କୁ ଦୁଷ୍କର୍ମ ମାମଲାରେ ଜାମିନ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଜଣେ ମହିଳାଙ୍କ ଦ୍ୱାରା ଦାୟର ହୋଇଥିବା ଦୁଷ୍କର୍ମ ଓ ଧମକ ଦେବା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ବିଜେପି ବିଧାୟକ ଗଣେଶ ନାଇକଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖାଯାଇଥିଲା | ତେଣୁ

ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ବେଲ୍‌

ମୁମ୍ବାଇ: ହନୁମାନ ଚଳିଶା ବିବାଦରେ ଗିରଫ ହୋଇଥିବା ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ମିଳିଲା ଆଶ୍ୱସ୍ତି। ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି। ୧୧ଦିନ ପୂର୍ବରୁ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍‌ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ। ଏନେଇ ଭାରତ ପକ୍ଷରୁ ରୁଷ