Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ; ୯୦ଟି ପ୍ଲଟ୍, ୪ଟି କୋଠା ଓ ୩ଟି ଫ୍ଲାଟ୍ ଠାବ
ଭୁବନେଶ୍ଵର: କୋଟିପତି ପ୍ରାଣୀଧନ ନିରୀକ୍ଷକ। କଟକ ଓ ଭୁବନେଶ୍ଵରରେ ଅଛି ୯୦ଟି ପ୍ଲଟ୍। ଭିଜିଲାନ୍ସ ଚଢାଉ ବେଳେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ତେବେ ଜଗନ୍ନାଥଙ୍କ ନାଁରେ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍ ରହିଛି। ବାଙ୍କୀରେ ଆଉଟ୍ ହାଉସ୍,!-->…
ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ଶୁକ୍ରବାର ଏସ୍ପି ଅଫିସ ଆଗରେ ଧାରଣା ଦେବ ବିଜେପି
ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସମସ୍ତ ଏସ୍ପି ଅଫିସ ଆଗରେ ଭାଜପା ଧାରଣା ଦେବ। ଏନେଇ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ଏହାଛଡ଼ା ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ଦଳ!-->…
କୋଭିଡ ନିର୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉଛି: ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ
ଭୁବନେଶ୍ବର: କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ!-->…
୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ଅଫିସ୍ ଘେରାଉ ଚେତାବନୀ ଦେଲେ ବସ୍ତି ବାସିନ୍ଦା…
ବାଲିମେଳା:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ୮ନଂ ୱାର୍ଡ଼ ର ଦୁର୍ଗା ସାହି ବସ୍ତିରୁ କିଛି ବସ୍ତି ବାସିନ୍ଦା ଏନ୍.ଏ.ସି. ଅଧ୍ୟକ୍ଷଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।!-->!-->!-->…
ଚେନ୍ନାଇକୁ ହରାଇଲା ବାଙ୍ଗାଲୋର: ୫,୦୦୦ ବଲ୍ ଖେଳିବାରେ କୋହଲି ପ୍ରଥମ
ପୁଣେ: ଡେଭନ୍ କନୱେ (୫୬)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍ର ବୁଧବାର ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ଠାରୁ ୧୩ ରନ୍ରେ ପରାଜିତ ହୋଇଛି। ଆର୍ସିବି ଏକାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଏଣ୍ଟ!-->…
ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ମିଳିତ ବିବୃତିରେ କହିଲେ ମୋଦୀ ଓ ମାକ୍ରନ
ପ୍ୟାରିସ୍: ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତିରେ ୟୁକ୍ରେନବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ବୁଧବାର ପୁଣିଥରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି।ୟୁକ୍ରେନ୍ରେ!-->…
୧୧ଦିନ ପରେ ଜେଲରୁ ମୁକୁଳିଲେ ରାଣା ଦମ୍ପତି, ମିଳିଛି ସର୍ତ୍ତମୂଳକ ଜାମିନ
ମୁମ୍ବାଇ: ହନୁମାନ ଚାଳିଶା ବିବାଦ ହେତୁ ଗିରଫ ହୋଇଥିବା ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଗତକାଲି ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନ ମିଳିବା ପରେ ଆଜି ଦୁହେଁ ଜେଲରୁ ମୁକୁଳିଛନ୍ତି। ନବନୀତ ଭାୟଖଲା ମହିଳା ଜେଲରୁ!-->…
ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ; ଶୁଣାଣି ଆରମ୍ଭରୁ ସ୍ଥଗିତ; ପରବର୍ତ୍ତୀ ଶୁଣାଣି ମେ ୧୦ରେ
ନୂଆଦିଲ୍ଲୀ: ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଦେଶଦ୍ରୋହ ଉପରେ ଔପନିବେଶିକ ଯୁଗର ଦଣ୍ଡବିଧାନ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ଏକ ବୃହତ ଖଣ୍ଡପୀଠକୁ ପଠାଯିବ କି ନାହିଁ ଏବଂ ଏହାର ପ୍ରତିକ୍ରିୟା ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯାଇଛି!-->…
‘ସୁପାରୀ କିଲର୍ ସଚିନ ବାଜେ’, ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ
ମୁମ୍ବାଇ: ବହୁଚର୍ଚ୍ଚିତ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ଏନଆଇଏ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲା । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା!-->…
ପୁନାୱାଲାଙ୍କ ସୂଚନା, ୧୨ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭୋଭାକ୍ସ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଏହି ମହାମାରୀ ଠାରୁ ବର୍ତ୍ତିବା ପାଇଁ ଟିକାକରଣ ଜୋରସୋରରେ ଚାଲିଛି। ଏହାରି ଭିତରେ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟିକାକୁ ନେଇ ବଡ ସୂଚନା ଦେଇଛନ୍ତି।୧୨ ବର୍ଷରୁ ଉର୍ଦ୍ଧ୍ୱ!-->…