ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର ସ୍କେଟରମାନଙ୍କ ବ୍ରୋଞ୍ଜ…

ବ୍ରହ୍ମପୁର : ଅପ୍ରେଲ ମାସ 21 ତାରିଖଠାରୁ 30 ତାରିଖ ଦୀର୍ଘ 10 ଦିନ ଧରି ପଞ୍ଜାବର ମୋହାଲିଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର 4 ଜଣ ସ୍କେଟର ଭାଗନେଇଥିଲେ । ଏଥିରେ ରୋଲର ଡରବୀରେ ତିନି ଜଣ

ପାହାଡିଆ ଓ ଘାଟି ଅଞ୍ଚଳ ତାଗାବେଡା ଗ୍ରାମକୁ ରାସ୍ତା ନିର୍ମାଣ

ମାଲକାନଗିରି ଖଇରପୁଟ (୫/୦୫),ତା-୦୫/୦୫/୨୦୨୨ ରିଖ, ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପ°ଚାୟତ ର ପାହାଡିଆ ଘାଟି ଅ°ଚଳ ତାଗାବେଡା ଗାଁ । ଭାରତ ସ୍ୱାଧିନ ହେବାର ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ରାସ୍ତାଟିଏ ନଥିଲା, ଥିଲା ଏକ ପାଦଚଲା ଅ°କାବ°କା ପାହାଡିଆ ରାସ୍ତା । ବର୍ତ୍ତମାନ

ଆଇନ୍‍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଭୁବନେଶ୍ୱର : ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍‍ର ଶାସନ ଚାଲେ । ସେ ନେତା, ମନ୍ତ୍ରୀ, ବିଧାୟକ କିମ୍ବା ଅଫିସର ଯିଏ ହୁଅନ୍ତୁ ନା କାହିଁକି, ଆଇନ୍‍କୁ ହାତକୁ ନେଲେ ତାଙ୍କ ବିରୋଧରେ ଦୃଢ ଆଇନ୍‍ଗତ

ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର

ବାଲୁଗାଁ: କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଜି ଚିଲିକାରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ

ବାତ୍ୟା ହେବ କି ନାହିଁ, କାଲି ଜଣାପଡିବ, ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ : SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି । ତାଙ୍କ କହିବା ମୁତାବକ, ଘୂର୍ଣ୍ଣିବଳୟ ଆସନ୍ତାକାଲି ଅବପାତର ରୂପ ନେଇପାରେ । ଏହାପରେ ଏହି ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ । ତେବେ ଯଦି ବି ବାତ୍ୟା ଆସେ, ଏହାକୁ ସାମ୍ନା କରିବାକୁ

ମହିମା ଅଲେଖ ଧର୍ମର ଉପାସକଙ୍କ ପରଲୋକ

ଚିକିଟି : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ଆମୁଣ୍ଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ମହିମା ଅଲେଖ ଧର୍ମର ବିଶିଷ୍ଠ ଉପାସକ ମାଗୁଣି ମହାନ୍ତିଙ୍କ ପରଲୋକ ହୋଇଯାଇଛି । ବ୍ରହ୍ମପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ ପରେ ତାଙ୍କ ମୃତ ଦେହକୁ ଆମୁଣ୍ଡି ଗ୍ରାମକୁ ଅଣାଯାଇଥିଲା।ମହିମା

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାତ୍ରପୁର : ଜରଡ଼ା ଥାନା ବାଦପୁର ପଞ୍ଚାୟତ ଦେସାରି ଗ୍ରାମର ସିମାଞ୍ଚଳ ନାଇକ (କାଳୁ) ୨୮ କେରଳ ର ଏକ କମ୍ପାନୀ ରେ କାମ କରିବାକୁ ୧୫ ଦିନ ତଳେ ଯାଇଥିବା ବେଳେ ବୁଧବାର ଭୋର୍ ସକାଳୁ ଏକ ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମମାଟି ଦେଶାରି ଗ୍ରାମକୁ ଆଣିବା

ସମ୍ଭାବ୍ୟ ବାତ୍ୟା ନେଇ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ପ୍ରତି ଜିଲ୍ଲାର ହେଡ କ୍ୱାର୍ଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକ

ପାପଡ଼ାହାଣ୍ଡି BDO ଓ ତାରା ବାହିନୀପତିଙ୍କ ମଧ୍ୟରେ ଯୁକ୍ତିତର୍କ

ନବରଙ୍ଗପୁର: ବିଧାୟକ -ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ । ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି

ବାତ୍ୟା “ଆସୀନ” ନେଇ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,୫/୫ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବାତ୍ୟା ସମୟରେ କେଉଁ ବିଭାଗ କିଭଳି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ ସେସମ୍ପର୍କରେ ବ୍ଲକ ସଭା ଗୃହରେ ଆଲୋଚନା କରାଯାଇଛି । ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଚାରଲସ ନାୟକ, ବିଇଓ ରସାନନ୍ଦ