Sign in
Sign in
Recover your password.
A password will be e-mailed to you.
ଚାଲାଣ ବେଳେ ଭୁବନେଶ୍ବରରେ ଧରାପଡ଼ିଲା ୫ କୁଇଣ୍ଟାଲ ଗଂଜେଇ ସହ ଟ୍ରକ୍
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଏହା ଭୁବନେଶ୍ବରରେ ଧରାପଡ଼ିଛି। ଏନ୍ସିବି ଭୁବନେଶ୍ବର ଜୋନ୍ ୫ କୁଇଣ୍ଟାଲ ୬ କିଲୋ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲୱାନ ସିଂହ (୩୧), ଜସପ୍ରୀତ ସିଂହ (୩୫) ଓ ଜସନୁର!-->…
ରାସ୍ତା ମଝିରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଲେ ବ୍ଲକ ଉପାଧ୍ୟକ୍ଷ
ବଲାଙ୍ଗୀର: ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତାର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁଁ କିଏ ? ମୋତେ ଜାଣିନ, ଚିରିକି ଫାଡ଼ି ଦେବି । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ତ!-->…
ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ : ବିଷ୍ଣୁପଦ ସେଠୀ
ଭୁବନେଶ୍ଵର: ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା ଫର୍ମ ଫିଲପ୍ ପାଇଁ କୌଣସି ଫି ନଥିଲା। ସେଥିଲାଗି ବହୁ ସଂଖ୍ୟାରେ ପିଲା ଫର୍ମ ଭରିଥିଲେ। ତେବେ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦ୍ଦିନର ସବୁଠାରୁ ପୁରୁଣା!-->…
ରାସ୍ତାକଡ଼ରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ
ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର । ବାଙ୍କବାହାଲ ରାସ୍ତା କଡ଼ରୁ ମିଳିଲା ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ସୁରେଶ୍ । ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକରେ!-->!-->!-->…
ଚିଲିକା ଡଙ୍ଗା ବୁଡ଼ି ଘଟଣା: ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ
ଚିଲିକା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ । ଖାରିବନ୍ଧ ନିକଟରୁ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଟିମ୍ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ!-->…
ଖୁବ୍ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ଇ-ବସ୍
ଭୁବନେଶ୍ୱର : ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା 'ମୋ ବସ' ସେବାର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହି ସେବା ବର୍ତ୍ତମାନ କ୍ୟାପିଟାଲ ରିଜିଓନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଯୋଗାଇ ଦିଆଯାଉଛି।ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ!-->…
ଜଣକର ବ୍ୟକ୍ତିଗତ ମତ ଗୁରୁତ୍ୱପୂର୍ଣ୍ଣ ନୁହଁ : ନୀତିଶ କୁମାର
ପାଟନା: ବିହାରର ନୀତିଶ ସରକାରଙ୍କ ଶାସନ ନୀତିକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସମାଲୋଚନା କରିବାର ଦିନକ ପରେ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ନୀତୀଶ କହିଛନ୍ତି ଯେ, ଆମେ ବିହାରରେ ଭଲ କାମ କରିଛୁକି!-->…
ଏମାର ମଠରୁ ମଙ୍ଗଳଗିରି ପ୍ରଭା ଗାଏବ
ପୁରୀ: ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା। ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣା ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା ଦେଖିବାକୁ ମିଳିନଥିଲା। ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ଏହି!-->…
ବେଦାନ୍ତର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ
ନୂଆଦିଲ୍ଲୀ: ଓଡ଼ିଶାର କଳାହାଣ୍ତି ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ଲିଃ ବେଆଇନ ଭାବେ ତା’ର ପ୍ଲାଣ୍ଟକୁ ସଂପ୍ରସାରଣ କରିଛି। ଏପରି କରି ପରିବେଶ ସୁରକ୍ଷା ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ!-->…