କ୍ଲାସରେ ପୁଷ୍ପା ନାଚ ଘଟଣା: ଅବହେଳା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଆଜିକାଲି ସମସ୍ତଙ୍କୁ ଘରିଛି 'ପୁଷ୍ପା'ର ଫିଭର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମଟି ଯେବେଠାରୁ ରିଲିଜ୍ ହୋଇଛି, ସେବେଠାରୁ ଏହାର ଡ୍ୟାନ୍ସ, ଗୀତ ଓ ଡାଏଲଗ୍ ସମସ୍ତଙ୍କୁ କିମିଆ କରିଛି । କିନ୍ତୁ ଏହି ପୁଷ୍ପା ନାଚ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ

ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ

ରାୟଗଡ଼ା : ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର କପାପଦର ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ସ୍ଥାନୀୟ

ବ୍ରହ୍ମପୁର ପୋଲିସ ଅଧିକ୍ଷକ ଡ. ସାର୍ବଣା ବିବେକ ଙ୍କ ଦାୟିତ୍ୱ ଗ୍ରହଣ…

ବ୍ରହ୍ମପୁର : ବିଦାୟୀ ବ୍ରହ୍ମପୁର ପୋଲିସ ଅଧିକ୍ଷକ ପିନାକ ମିଶ୍ର ଆଜି ନୂତନ ଏସ୍ ପି ସର୍ବଣା ବିବେକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପିନାକ ମିଶ୍ର କଟକ ଡିସିପି ଭାବେ ବଦଳି ହେବା ପରେ ଜଣେ ଯୁବ ସୁଲଭ ବହୁମୁଖୀ ପ୍ରତିଭା ଡ ସର୍ବଣା ବିବେକ ଙ୍କୁ ପୋଲିସ ଅଧିକ୍ଷକ ଭାବେ ପାଇବା

ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ପିଟିପିଟି ହତ୍ୟା, ୬ ଗିରଫ

ଅହମ୍ମଦାବାଦ: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗି ରହିଛି। ମସଜିଦ ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଦାବି ହେଉଛି। ଏହାରି ଭିତରେ ଗୁଜରାଟ ମେହସଣାରୁ ଏକ ହୃଦୟକ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ଅତି ଦୟନୀୟ ଭାବେ ପିଟି

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କଲେ ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କୋଲକାତାରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିଏମସିକୁ ନିଶାନା କରିଛନ୍ତି ଶାହ। ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶାହ। କୋଲକାତାର

ନୂତନ ଶନିଦେବଙ୍କ ମନ୍ଦିର ବିଗ୍ରହର ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରୋମ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର ମହକୁମା ସ୍ଥିତ ଡି, ଏନ, କେ, ରେ ଧବୋଳେଶ୍ୱର ମନ୍ଦିରର ଅପାରପାର୍ଶରେ ନୂତନ ଶନିଦେବଙ୍କ ମନ୍ଦିରର ବିଗ୍ରହମାନଙ୍କ ଧାନ୍ୟାଧୀବାସ, ପୂଜା ପାଠ, ବେଦ ପାଠ, ଗୁରୁ ପୂଜା କରି ପ୍ରାଣ ପ୍ରତିଷ୍ଟା କରିବା ପାଇଁ ଆଜି ସକାଳରୁ ପୂଜା

ପ୍ରକାଶ ମାଝୀଙ୍କୁ ଶିଘ୍ର ଗିରଫ କରିବାକୁ ଦାବି

ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ହେଉଥିବା ଦୁର୍ନୀତି , ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝୀଙ୍କ ନାମରେ ଆସିଥିଵା ଯୌନ କେଳେଙ୍କେରି ଓ ଅହେତୁକ ଵିଦ୍ୱତ କାଟ୍ ର ପ୍ରତିଵାଦ ରେ ବିଜେପି ଉମରକୋଟ ତରଫରୁ ଏକ ଵିରାଟ ଶୋଭାଯାତ୍ରାରେ ସହର ପରିକ୍ରମା

କୁଟୁରା ମାଂସ ସହ ତିନି ଅଭିଯୁକ୍ତ ଗିରଫ

ରାଉରକେଲା/ବଣାଇ,(୦୫/୦୫) : ବଣାଇ ବନଖଣ୍ଡ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ ବଳିତା କୁଦର ଗ୍ରାମର ନାଳ ପାଖରେ କୁଟୁରା ମାଂସ କାଟୁଥିବା ସମୟରେ ତିନି ଅଭିଯୁକ୍ତ କୁ ଗିରଫ କରାଯାଇଛି ସେମାନେ ହେଲେ ମହାନ୍ତ ମୁଣ୍ଡା, ଲିଙ୍ଗରାଜ ପେଣ୍ଠେଇ, ସୋମନାଥ ପ୍ରଧାନ।ସୂଚନା ଅନୁସାରେ ବର୍ତ୍ତମାନ

ଠୁରୁବୁରାଇରେ ଡାଇରିଆ ଘଟଣାରେ ନିସର୍ତ୍ତର ପ୍ରଭାବ : ଖାସପା ଗ୍ରାମରେ ସ୍ବାସ୍ଥ୍ୟଵିଭାଗ ଟିମ

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଇଥିବା ନେଇ ନିସର୍ତ ରେ ଖଵର ପ୍ରକାଶନ ପାଇଥିଲା ।ଖବର ପ୍ରକାଶନ ପରେ ଗୁରୁବାର ସଂନ୍ଧ୍ୟାରେସ୍ବାସ୍ଥ୍ୟ ବିଭାଗର ଏକ ଟିମ ଶେରଗଡ ବ୍ଳକ ଠୁରୁବୁରାଈ

ମିଡ଼ିୟୁବାନ୍ଦା ପ୍ରପାତ ପାହାଡରେ ଠାବ ହେଲା ହନୁମାନଙ୍କ ଆକାରର ପଥର, ଦେଖିବାକୁ ଅଞ୍ଚଳ ବାସୀଙ୍କ ଭିଡ଼

ଦାରିଙ୍ଗବାଡ଼ି,୫/୫ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ବେସ ପରିଚିତ। ଏହି ବ୍ଲକ ଅନ୍ତର୍ଗତ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଛି। ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି