Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କଲା
ଡେରାଡୁନ: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କରିଛି। ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ମତଦାନ ମେ ୩୧ରେ ହେବାକୁ ଥିବାବେଳେ ୩ ଜୁନ୍ ରେ ଭୋଟ୍!-->…
କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ' ୧୯ ତାରିଖ!-->…
କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ବଜ୍ରପାତ!-->…
ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ : ଆହ୍ଲାବାଦ ହାଇକୋର୍ଟ
ବାଙ୍ଗାଲୋର : ମସଜିଦରେ ଲାଉଡସ୍ପିକର ଲଗାଇବା ଲାଗି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ଏକ ମୌଳିକ ଅଧିକାର ନୁହେଁ ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି ।ଇରଫାନ ନାମକ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିବେକ କୁମାର ବିରଳା ଓ ଜଷ୍ଟିସ ବିକାଶଙ୍କୁ!-->…
ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ
ଖୋର୍ଦ୍ଧା: ଚିଲିକାରେ ଗୁରୁବାର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଛି। ବାତ୍ୟା ଆଶଙ୍କା ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।ଏ ନେଇ ବିଭିନ୍ନ ମୋଟର ବୋଟ ଆସୋସିଏଶନକୁ ସ୍ଥାନୀୟ!-->…
ମୋ ସ୍ବାମୀଙ୍କୁ ସେମାନେ ମାରୁଥିଲେ; ମୁଁ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଥିଲି, କେହି ଆସିଲେନି ଦୂରରେ ଠିଆହୋଇ…
ହାଇଦ୍ରାବାଦ୍ : ମଣିଷ ମାନବିକତା ହରାଇ ବସୁଛି? ହାଇଦ୍ରାବାଦରେ ଘଟିଥିବା ଘଟଣା ଏହା ହିଁ ଇଙ୍ଗିତ କରୁଛି। ଏକ ବ୍ୟସ୍ତବହୁଳ ରାସ୍ତାରେ ସମସ୍ତଙ୍କ ଆଖି ସାମ୍ନାରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଉଛି କିନ୍ତୁ କେହି ବି ମୁହଁ ଖୋଲୁ ନାହାନ୍ତି। ବରଂ ଘଟଣାର ଭିଡିଓ ଉତ୍ତୋଳନ କରୁଛନ୍ତି।!-->…
ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା
ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି । ରାଜ୍ୟର ଅପରାଧ!-->…
ବାତ୍ୟା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ, ଖୋଲିଲା ୱାର୍ ରୁମ୍
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେବି ପ୍ରସ୍ତୁତ ରହିବା ସହ ସବୁ!-->…
ବାତ୍ୟା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ବର: ବାତ୍ୟା ପ୍ରଭାବରେ ୧୦ରୁ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ!-->…
ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି
ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳି ଦାଶ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର!-->…