Sign in
Sign in
Recover your password.
A password will be e-mailed to you.
ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୪୮ଲକ୍ଷ ଟଙ୍କାର ଋଣ ପ୍ରଦାନ
ମାଲକାନଗିରି (୩।୮) : ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ୟାଳୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଟିଙ୍କୁ ଚୟନ କରି ମୋଟ ୪୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ମହିଳାଙ୍କ ବିକାଶ ଏବଂ ସେମାନଙ୍କୁ!-->…
ଇଞ୍ଜିନିୟର ନ୍ୟୁଡ କଲ୍ରେ ଶିକାର ହୋଇ ହରାଇଲେ ୧୪ ହଜାର ଟଙ୍କା
ଭୁବନେଶ୍ୱର : ଅଚିହ୍ନା ଫୋନ ନମ୍ବରରୁ ମେସେଜ କିମ୍ବା ଭିଡିଓ କଲ ଆସୁଛି କି ? ସାବଧାନ ! ଆପଣ ବି ହୋଇପାରନ୍ତି ସାଇବର ଠକାମୀର ଶିକାର । ସାଇବର ଠକ ହ୍ଵାଟସ ଆପ୍ ଡିପିରେ ସୁନ୍ଦରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଫାଶରେ ପକାଉଛନ୍ତି । ପ୍ରଥମେ ଅଚିହ୍ନା ଫୋନ ନମ୍ବରରୁ ମେସେଜ ଓ ବନ୍ଧୁତା । ପରେ!-->…
ସପ୍ତାହ ମଧ୍ୟରେ ଦୁଇଟି ଗ୍ରାମୀଣ ବ୍ୟାଙ୍କରେ ଡକାୟତ ଉଦ୍ୟମ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏବେ ବିଭିନ୍ନ ଗ୍ରାମାଞ୍ଚଳର ବ୍ୟାଙ୍କ୍ ଉପରେ ଡକାୟତ ଙ୍କ ଆଖି ପଡ଼ିବା ପୋଲିସ୍ ତଥା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲୋଟିଛି। ଡକାୟତଙ୍କ ଟାର୍ଗେଟ ରେ ଏଥର ଗ୍ରାମାଞ୍ଚଳର ବ୍ୟାଙ୍କ | ଗତ ଏକ!-->…
ପାଣ୍ଡ୍ରିପାଣି ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
ମାଲକାନଗିରି (୩।୮) : ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ କିଭଳି ଶିକ୍ଷାଦାନ କରାଯାଉଛି ଓ ବିଦ୍ୟାଳୟର ପରିବେଶ ସଫା ସୁତୁରା ରହୁଛିକି ନାହିଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଠିକ୍ ସମୟରେ ସ୍କୁଲ୍ ପହଞ୍ଚି ଶିକ୍ଷାଦାନ କରୁଛନ୍ତିକି ନାହିଁ ସେ!-->…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୩ଟି ପ୍ରତିଯୋଗିତାରେ ୩୦୦ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ l ସୁଦୂର କୁର୍ତ୍ତମଗଡ଼, ବାଟାଗୁଡା, ଓ ବାଲିଗୁଡା ସରକାରୀ!-->…
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ
ନବରଙ୍ଗପୁର(୦୩ /୦୮) : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।!-->…
ଅପ୍ଗ୍ରେଡ୍ ହେବ ୧୦୦ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲଗୁଡ଼ିକରୁ ଡ୍ରପ୍ଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ ହେବ ୧୦୦ଟି ହାଇସ୍କୁଲ। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ ନାହିଁ ସେଠାରେ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍!-->…
ମହିଳାମାନଙ୍କୁ ଋଣ ଦେବାକୁ କହି ଠକୁଥିବା ସ୍ବାମୀ-ସ୍ତ୍ରୀ ଗିରଫ
ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସହଜ ଋଣ ଯୋଗାଇଦେବାକୁ କହି ଗ୍ରାମାଞ୍ଚଳରେ ମହିଳାଙ୍କ ଠାରୁ ପଞ୍ଜିକରଣ ଓ ବୀମା ନାମରେ ଟଙ୍କା ଠକି ନେଉଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପି!-->…
ରେଳ ଧାରଣା ନିକଟରୁ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ
ଛତ୍ରପୁର : ଛତ୍ରପୁର ଚର୍ଚ୍ଚ ରୋଡ୍ ନିକଟ ରେ ଥିବା ରେଳଧାରଣା ନିକଟରୁ ଜଣେ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ କନଷ୍ଟେବଲ ଜଣକ ଛତ୍ରପୁର ଅଂଚଳ ର କେ. ଜଗନ୍ନାଥ ରାଓ (୨୪) ବୋଲି ସୂଚନା ମିଳିଛି । ସେ ଏପିଆର ରେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ତାଙ୍କ ମୃତ!-->…
ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସଙ୍ଗ ନେଇ କେ.ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ସହ ଆଲୋଚନାକଲେ ତହସିଲଦାର
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଅନୁସୂଚିତ ଜାତି କମିଟି ପକ୍ଷରୁ ବିଜେଡି ଯୁବନେତା କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ବହୁଗ୍ରାମବାସୀମାନେ ଗତ ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ!-->…