Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ…
ଚିତ୍ରକୋଣ୍ଡା (୦୭/୦୫) : ଦୀର୍ଘ ଦିନ ହେଲା ମାଲକାନଗିରି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବେଳେ ଗଲା ତା ୦୪/୦୫/୨୦୨୨ ରିଖ ବୁଧବାର ଶ୍ରୀ ତ୍ରିନାଥ ମାଝୀ,ମାଲକାନଗିରି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର!-->…
ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍
ଦେଓଗଡ: ବିଧାୟକ ସୁବାସ ପାଣିଗ୍ରାହୀ ପାଇଲେ ଜାମିନ । ଜିଲ୍ଲା କୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଥିଲେ। ଏବେ 7 ଦିନ ପରେ କୋର୍ଟ ଜାମିନ ଆବେଦନର!-->…
ଗଞ୍ଜାମ ରେଡ୍ଡୀ ମହାଜନ ସଂଘର ସ୍ୱତନ୍ତ୍ର ଅଧିବେଶନ ସମାରୋହ
ଛତ୍ରପୁର: ଗଞ୍ଜାମ ସହର ଉପକଣ୍ଠ ପାଳିବନ୍ଧ ଗ୍ରାମପଞ୍ଚାୟତ ବିଞ୍ଛଣାପଲ୍ଲୀ ଗ୍ରାମ ନିକଟସ୍ଥ କୁଣ୍ଡାପୁଟ ଗ୍ରାମରେ ନବନିର୍ମିତ କୋଠା ଗଞ୍ଜାମ ତାଲୁକା ରେଡ୍ଡି ମହାଜନ ସଙ୍ଘମର ସଭାମଣ୍ଡପ ଗୃହର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆସ୍କା ଜୋନ୍ ସଭାପତି ଆର.ଭାଗିରଥୀ ରେଡ୍ଡୀ!-->!-->!-->…
ଛତ୍ରପୁରର ଆରାଧ୍ୟା ଦେବୀ ମା’ରାମାୟାଣାଆମ୍ମାଙ୍କ ଠାକୁରାଣୀ ଯାତ୍ରାରମ୍ଭ
ଅସ୍ଥାୟୀ ଆଡ଼ପ ମଣ୍ଡପରେ ମା' ବିଜେ କରିଛନ୍ତି ।
ଛତ୍ରପୁର : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଅର୍ଥାତ ଗୋଟିଏ ବର୍ଷକ ର ବ୍ୟବଧାନରେ ସମାହିତ ହେଉଥିବା ବେଳେ ଚଳିତବର୍ଷ ମା'ରାମାୟାଣାଆମ୍ମାଙ୍କ ଠାକୁରାଣୀ ଙ୍କ ଯାତ୍ରାରମ୍ଭ ହୋଇଛି ।!-->!-->!-->!-->!-->…
୯ରେ ନୂଆଗାଁ ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି
ରାଉରକେଲା (୭/୫) : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏପ୍ରିଲ ମାସରୁ ଆରମ୍ଭ କରାଯାଇଛି। ଚଳିତ ମାସ ୯ ତାରିଖ, ସୋମବାର ପୂର୍ବାହ୍ନ ୯ଟାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନୂଆଗାଁ ବ୍ଲକ ପରିସରଠାରେ ଅନୁଷ୍ଠିତ ହେବ। ଏହି!-->!-->!-->…
ଯୋଡ଼ାମ୍ବ ଥାନା ଅଧିକାରୀଙ୍କୁ ଭାବ ପୂର୍ଣ୍ଣ ବିଦାୟ
ଚିତ୍ରକୋଣ୍ଡା (୦୭/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନଞ୍ଚଳର ଯୋଡ଼ାମ୍ବ , ଦାରଲାବେଢା,ଗ୍ରାମବାସୀ ଙ୍କ ଦ୍ୱାରା ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନିଲ କୁମାର ପରିଡା ନୂତନ ରୂପେ ଗଠିତ!-->…
ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ଆଜି ଆର ଏସ ଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକ ଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି।ଯାହା!-->!-->!-->…
ଗିନିଜ୍ ଓ୍ବାର୍ଲଡ୍ ରେକର୍ଡ କଲା କେନ୍ଦୁଝର ରଥ
କେନ୍ଦୁଝର: ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲା କେନ୍ଦୁଝରର ରଥ। ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ।୪ଶହ ବର୍ଷରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ ସମସ୍ତେ ବେଶ୍ ଉତ୍ସାହିତ!-->…
କେନ୍ଦୁଝର ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ
କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ(Baladevjew Ratha Yatra) ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବଳଦେବଜୀଉଙ୍କ!-->…
ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବାହିନୀର ପ୍ରସ୍ତୁତି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି ପ୍ରେସମିଟ୍ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାରେ ଜିଲୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର!-->…