୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର

ପୁଣି ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି। ରନ୍ଧନ ଗ୍ୟାସ ମୂଲ୍ୟ ଶନିବାର ୫୦ ଟଙ୍କା ବଢ଼ି ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି। ଓଡ଼ିଶା ଉପଭୋକ୍ତାଙ୍କୁ ଏବେ ଅତିରିକ୍ତ ମୂଲ୍ୟ ଦେଇ ଗ୍ୟାସ କିଣିବାକୁ ପଡ଼ିବ। କଟକ ଏବଂ ଭୁବନେଶ୍ଵରରେ ପୂର୍ବରୁ ରନ୍ଧନ ଗ୍ୟାସର ମୂଲ୍ୟ ୯୭୬ ଟଙ୍କା ରହିଥିବାବେଳେ

ଡ୍ରାଇଭର ସହ ୪ ଲୁଟେରା ଗିରଫ, ଲୁଟ ଟଙ୍କା ଉଦ୍ଧାର

ଚୌଦ୍ୱାର: ନିଜେ ଚଳାଉଥିବା ଗାଡ଼ିରୁ ଟଙ୍କା ଲୁଟ କରିଥିବା ଡ୍ରାଇଭର ଓ ତାର ୩ଜଣ ସହଯୋଗୀଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ଗୁରୁଡ଼ିଝାଟିଆ ଥାନା ବଳିପୁର ଗ୍ରାମର ରବୀନ୍ଦ୍ର ସ୍ୱାଇଁ(୨୨) ଓ ଶଂକର୍ଷଣ ସ୍ୱାଇଁ(୧୯), ନୟାଗଡ଼ ଜିଲ୍ଳା

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ : “ଜିଲ୍ଲାପାଳ “

ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗୀୟ ସୂଚନା ମୁତାବକ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବ ପ୍ରସ୍ତୁତି ଘେନି ବୈଠକ ପ୍ରକାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ

ପରାଜୟ ପରେ ବିଜୟ ଧାରାକୁ ଫେରିଲା ମୁମ୍ବାଇ, ଲଗାତର ଦ୍ବିତୀୟ ବିଜୟ

ମୁମ୍ବାଇ : ଗୁଜରାଟ ଟାଇଟନ୍ସ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଶେଷ ଓଭରରେ ମାତ୍ର ୫ ରନ୍‌ରେ ବିଜୟ ଛଡ଼ାଇ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୧୭୭ ରନ୍‌ ଜବାବରେ ଗୁଜରାଟକୁ ଶେଷ ଓଭରରେ ୯ ରନ୍‌ ଆବଶ୍ୟକ ପଡ଼ିଥିଲା। ଡାନିଏଲ୍ ସାମ୍ସଙ୍କ ଚତୁର ବୋଲିଂ କାରଣରୁ ଗୁଜରାଟ ମାତ୍ର

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା: ମମତା ବାନାର୍ଜୀଙ୍କ ପୁତୁରାବୋହୂଙ୍କ ନାଁରେ ଗିରଫ ପର୍‌ୱାନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କ‌ୋଇଲା ଚୋରା ଚାଲାଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାବୋହୂ ରୁଜିରା ବାନାର୍ଜୀଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତ ଆଜି ଗିରଫ ପର୍‌ୱାନା ଜାରି କରିଛନ୍ତି। ଅବଶ୍ୟ ଏହି ଗିରଫ

ଉନ୍ନତ ଭିତ୍ତିଭୂମି ଯୋଗୁଁ ଚୀନ ସେନା ସହଜରେ ଆମ ସୀମାରେ ପହଞ୍ଚିପାରୁଛି : ରାଜନାଥ

ନୂଆଦିଲ୍ଲୀ : ଉତ୍ତରାଞ୍ଚଳ ସେକ୍ଟରରେ ଚୀନ ସେନାର ଉପସ୍ଥିତି ସମ୍ପର୍କରେ ଭାରତ ଅବଗତ ଅଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତି ବ୍ୟବହାର କରି ସେମାନଙ୍କ ପଟେ ହୋଇଥିବା ଭିତ୍ତିଭୂମି ବିକାଶ ଯୋଗୁଁ ସେମାନେ ସହଜରେ ହିମାଳୟ ପାର୍ବତ୍ୟାଞ୍ଚଳରେ ପହଞ୍ଚିପାରୁଛନ୍ତି ।ଆମ ପଟେ ମଧ୍ୟ ଉନ୍ନତ ଟେକନଲୋଜୀ

ଦିଲ୍ଲୀ ଦଙ୍ଗା ମାମଲାରେ ଆପର ପୂର୍ବତନ କାଉନସିଲର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ତାହିର ହୁସେନ ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ଏକ କୋର୍ଟ ଗତକାଲି ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅନ୍ୟ ୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ଦଙ୍ଗା ହଠାତ୍ ହୋଇନଥିଲା ବରଂ ଏହା ଏକ ସୁନିୟୋଜିତ ଷଡଯନ୍ତ୍ର

କେରଳ ଏବେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ: ଜେପି ନଡ୍ଡା

କୋଝିକୋଡ଼: କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଇସଲାମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଭିଯୋଗ କରିଛନ୍ତି। ଏଥିସହ କେରଳ ବାମପନ୍ଥୀ ସରକାରଙ୍କ ଶାସନ କାଳରେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ ହୋଇଗଲାଣି ବୋଲି ସେ କହିଛନ୍ତି।କେରଳର

ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର

ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ

ଇସଲାମାବାଦ: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କୌଣସି ଭଲ କାମ ନୁହେଁ, ବରଂ କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଇମ୍ରାନ ଖାନ ଗଧ ସବୁବେଳେ ଗଧ ହୋଇ ରହିବ ବୋଲି କହିବା ବେଳର ଭିଡିଓ ମଧ୍ୟ