Sign in
Sign in
Recover your password.
A password will be e-mailed to you.
ମହାପୁରୁଷଙ୍କୁ ନେଇ ଗୃହରେ ଉଦବେଗ
ଭୁବନେଶ୍ବର ୩୦।୭: ବିଧାନସଭା ପ୍ରଶ୍ନକାଳରେ ମହାପୁରୁଷମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା!-->…
ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ହାଇୱା ହେଲ୍ପର୍ଙ୍କୁ ବେଲ୍ଟରେ ପିଟି ପିଟି ରକ୍ତାକ୍ତ କଲେ
ପୁରୀ,୩୦/୦୭: ସତ୍ୟବାଦୀ ଥାନା ଅଧୀନ ଶୁକଳ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଶୁକଳର ଅନିଆ ବିଶ୍ୱାଳ (୩୫) ନାମକ ଜଣେ ଅଟୋ ଚାଳକ ଘଟାଇଛି ଉନ୍ମତ୍ତ କାଣ୍ଡ । ପଡୋଶୀ ଗ୍ରାମ ଭଣ୍ଡାରୀଦଣ୍ଡାର ଅମର ପରିଡା (୨୬) ନାମକ ଜଣେ ହାଇୱା ହେଲ୍ପର୍ଙ୍କୁ ସେ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ!-->…
ଅଗଷ୍ଟ ୧ରୁ ଖୋଲିବ ଭିତରକନିକା
ପଟ୍ଟାମୁଣ୍ଡାଇ ୩୦।୦୭ : ଅଗଷ୍ଟ ୧ ତାରିଖରେ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । ଗତ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ।ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧!-->…
ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ
ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ!-->…
ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ
ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ!-->…
ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଅବହେଳା କରାଯିବନି: ସିନ୍ଧିଆ
ନୂଆଦିଲ୍ଲୀ : ଘରୋଇ ବିମାନରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ । ନିକଟରେ ଘରୋଇ ବିମାନରେ!-->…
ପୋଲିସ ଅଫିସଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ
ପୁଣି କଂଗ୍ରେସର ବାଚଳାମି । ମଧ୍ୟପ୍ରଦେଶରୁ କଂଗ୍ରେସ ନେତାଙ୍କ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍ ସୁଇପ୍କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ!-->…
ବାଂଲାଦେଶରେ ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍, ୧୧ ମୃତ ,୫ ଆହତ
ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍ କ୍ରସିଙ୍ଗ୍ରେ ଗୋଟାଏ ଟ୍ରେନ୍ ଏକ ମାଇକ୍ରୋବସ୍ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍!-->…
ଆରପାରିରେ ଟେଲି ଅଭିନେତା ରସିକ ଦବେ
ମୁମ୍ବାଇ: ଆରପାରିରେ ଟେଲି ଅଭିନେତା ରସିକ ଦବେ । ମୁମ୍ବାଇର ଏକ ହସ୍ପିଟାଲରେ ଶୁକ୍ରବାର ରାତି ୮ଟାରେ ରସିକ ଦବେଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ କିଡନୀ ଫେଲ ହେତୁ ଅଭିନେତା 65 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ରସିକ ଦବେ ଅନେକ ଗୁଜୁରାଟୀ ନାଟକ ସହିତ!-->!-->!-->…
ବ୍ୟାନ୍ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ
ପବଜୀ ପ୍ରେମୀଙ୍କୁ ବଡ଼ ଝଟକା । ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋରରୁ ବ୍ୟାନ୍ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (Battlegrounds Mobile India) । ଫଳରେ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସମାନେ ନିଜ ସ୍ମାର୍ଟଫୋନରେ ଏହାକୁ ଡାଉନଲୋଡ୍ କରିପାରିବେ ନାହିଁ ।
!-->!-->!-->…