Sign in
Sign in
Recover your password.
A password will be e-mailed to you.
ସିମ୍ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ
କଟକ: ସିମ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିବେ ତିନି ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବେ ।
ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ କରିଥିଲେ ଏହି ୩!-->!-->!-->…
୪ରେ ଘୂର୍ଣ୍ଣିବଳୟ, ୬ରେ ସୃଷ୍ଟିହେବ ଲଘୁଚାପ
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍ ଚିତ୍ରରୁୁ ଜଣାପଡୁଛି, ସମୁଦ୍ର ଭିତର କିଭଳି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ଭିତର କିଭଳି ଅଶାନ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ!-->…
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମୀକ୍ଷା ବୈଠକ ଶେଷ
ଦିଲ୍ଲୀରେ ସରିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଓଡ଼ିଶାର ଆବାସିକ କମିଶନର ରବିକାନ୍ତଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବକେୟା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ବାଇକ୍ ଲୁଟେରା ସମେତ ୩ ଗିରଫ, ୧୫ ବାଇକ୍ ଜବତ
କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଜଣେ ବାଇକ୍ ଲୁଟେରା ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ବାଇକ୍ ଲୁଟେରା ରହିଥିବା ବେଳେ ଅନ୍ୟ ୨ ଜଣ ବାଇକ୍ କିଣୁଥିଲେ। ସେମାନଙ୍କ ନିକଟରୁ ୧୫ ବାଇକ୍ ଜବତ କରିଛି ପୋଲିସ। ଲୁଟେରା ଜଣକ ହେଲା ଚଗଲି ଜେନା । କଟକ ସହରର!-->…
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ
ଭୁବନେଶ୍ବର: ରାଜ୍ୟରେ ସରଳ ହେବ ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ସୂଚନା ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ!-->…
ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା
ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଆଉ ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ ନବୀନଙ୍କ ଅକ୍ଷୟ ତୃତୀୟା ଭେଟି । କାଲି ମିଳିବ 'କାଳିଆ' ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର!-->…
ମାଲକାନଗିରି ୧୮ନଂ ୱାର୍ଡରେ ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ଅଭିଯୋଗ ବାଢିଲେ ବସ୍ତିବାସିନ୍ଦା
ମାଲକାନଗିରି : ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରେ ନିର୍ମିତ ହେବାକୁ ଥିବା ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି l ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାଇ ପୌରନିର୍ବାଚନ ପୂର୍ବରୁ ମ୍ୟୁନିସପାଲଟି ତରଫରୁ ୱାର୍ଡ!-->!-->!-->…
ଏଥର ମହାସମାରୋହରେ ପାଳିତ ହେବ ଇଦ୍
ଭଦ୍ରକ: ପାଳନ ହେବ ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର । ଦୀର୍ଘ ଏକ ମାସର ଉପବାସ ପରେ ଏହି ପର୍ବ ପାଳିତ ହୁଏ । ପବିତ୍ର ରମଜାନ ମାସର ଉପବାସ ପରେ ଦାନ ଓ ଧର୍ମର ପର୍ବ ଇଦ ଉଲ ଫିତର ବା ଇଦ ପାଳନ ହୋଇଥାଏ ।
ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ ମହାସମାରୋହରେ ପାଳିତ ହେବ । କୋଭିଡ଼!-->!-->!-->…
ଦଳିତଙ୍କ ଜାଗା ଓ ଘରକୁ ଜବରଦଖଲ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ତହସିଲ ଅଧୀନରେ ଯାଉଥିବା ଚକାପାଦ ମୌଜାର ଖାତା ନମ୍ବର-୨୪୯/୩୩୧,ପ୍ଲଟ ନମ୍ବର-୧୭୧୭/୩୧୨୩,ଏରିଆ ୦.୧୨୦ଆର କିସମ ଘରବାରି।ଏହି ଜମି ଓ ଘର ଜଣେ ଦଳିତ ହରିଜନ ସୁଶାନ୍ତ ନାୟକଙ୍କର । ଦୀର୍ଘ ବର୍ଷ ହେବ ସେ ଏହି ଜାଗାରେ ଘର କରି ଭଡ଼ା ସୂତ୍ରରେ!-->!-->!-->…
ଭଉଣୀ ଘରେ କଳାକନା ବୁଲାଇ ଗିରଫ ହେଲା ଭାଇ
ଭୁବନେଶ୍ୱର ୦୨/୦୫: ଭଉଣୀ ଘରେ କଳାକନା ବୁଲାଇଲା ଗିରଫ ହେଲା ଭାଇ। ଭଉଣୀ ଘରକୁ ଆସି ୩୦ ହଜାର ଟଙ୍କା ସହ ସ୍କୁଟି ଚୋରି ଲୁଟି ଚମ୍ପଟ ମାରିଥିଲା। ପରେ ଭାଉଣୀ ଏକଥା ଜାଣିପାରି ଚନ୍ଦ୍ରଶେଖରପୁର ଥାନାଲେ ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରପୁର ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା।!-->…