ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡ଼ା: : କେନ୍ଦ୍ରାପଡା ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ। ହୃଦ୍ଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ପରଲୋକ ଘଟିଛି। ମହାକାଳପଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ବିଜୟ ପ୍ରଧାନ।ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ବିୟୋଗରେ

ଆଜିଠୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା: ସନ୍ଧ୍ୟା ସାଢେ ୫ଟାରେ ଚାପ ଖେଳିବେ ମହାପ୍ରଭୁ

ଭୁବନେଶ୍ୱର : ଆଜିଠୁ ୨୨ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ବିନ୍ଦୁସାଗର ସରୋବରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ବାସୁଦେବ, ଦୁର୍ଗା ଓ ମା'ପାର୍ବତୀ ନୌକା ବିହାର କରିବେ । କିନ୍ତୁ ଏଥର ମଧ୍ୟ ଶ୍ରୀକପିଳେଶ୍ୱର ଏହି ଜଳ କ୍ରୀଡାରେ ସାମିଲ

ଏପ୍ରିଲ ଜିଏସ୍‌ଟି ରାଜସ୍ବ ସଂଗ୍ରହରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ବର : ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ସମୟରେ ଦେଶରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ସଂଗ୍ରହ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏପ୍ରିଲରେ ଜିଏସ୍‌ଟି

ସିଏମ୍‌ସି ୯ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ନାମ ଘୋଷଣା

କଟକ: ସିଏମ୍‌ସିର ତୃତୀୟ କାଉସିଲ ବୈଠକରେ ନିଗମର ୯ଟି ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଜୁଭବନସ୍ଥିତ ସମ୍ମିଳନୀ କକ୍ଷରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ସାଢେ ୨ଟାରେ ଆୟୋଜିତ ସଭାରେ ସିଏମ୍‌ସିର ୯ଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କ ନାମ

ଶ୍ରମିକ ଚାଲାଣ ବେଳେ ନୀଳଗିରିରେ ଉତ୍ତେଜନା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଶ୍ରମିକ ଚାଲାଣ ବେଳେ ଘାଟଘର ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାର ସମେତ ନୀଳଗିରି ଓ ପୋଡାଶୋଳରୁ କେତେକ ଶ୍ରମିକଙ୍କୁ ନେଇ ଏକ ବସ ତାଲିମନାଡୁର ଏକ ସୂତାକଳକୁ ଯାଉଥିଲା। ସୋମବାର ବିଳମ୍ବିତ ରାତିରେ ଯିବା ରାସ୍ତାରେ ନୀଳଗିରିର

ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼

ଭୁବନେଶ୍ମର: ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼ । ସାମନ୍ତରାୟପୁର ଦେବୀ ଦୁର୍ଗା ସୁନା ଦୋକାନୀଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୋକାନୀ। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଳମ୍ବିତ ରାତିରେ ଦୋକାନ ବନ୍ଦ

୧୯ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୨.୪୦ କୋଟି ମଞ୍ଜୁର

ଭୁବନେଶ୍ୱର:'ମୋ କଲେଜ' ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସହିତ ୧୮ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ

ସରିଲା ଆଦିବାସୀ ମେଳା: ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର

ଭୁବନେଶ୍ୱର:ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ଧରି ଚାଲିଥିବା ଆଦିବାସୀ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା

ଅରବିନ୍ଦ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ସଚେତନ ରଥଯାତ୍ରା ଏବଂ ଜିଲ୍ଲାସ୍ତରୀୟ ମହିଳା ପାଠଚକ୍ର ଆଲୋଚନା

ବାଲିଗୁଡା : ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି ଅବସରରେ ବାଲିଗୁଡା ରେ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ସଚେତନ ରଥ ସୁନାପାଙ୍ଗା

ବିଜେପି ପକ୍ଷରୁ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ, ଧାରଣା ଦେଲେ ବିଜେପି ୬ କାଉନସିଲର

ନବରଙ୍ଗପୁର : ନବରଙ୍ଗପୁର ବିଜେପି ଦଳ ପକ୍ଷରୁ ସହରରେ ଅଘୋଷିତ ବିଦ୍ୟୁତ୍ କାଟ ନେଇ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ନେତୃତ୍ୱରେ ପୌର ପାଳିକା ର ବିଜେପି କାଉନସିଲର ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ