Sign in
Sign in
Recover your password.
A password will be e-mailed to you.
ବାହା ହେବାକୁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା
ଭୁବନେଶ୍ୱର : ବନ୍ଧୁତାରୁ ପ୍ରେମ, ତା'ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା ।!-->…
କଟକ, ଭଦ୍ରକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ଉତ୍ସାହର ସହ ପାଳିତ ହେଉଛି ଇଦ୍
ଆଜି ଭାଇଚାରାର ପର୍ବ ଇଦ୍। ଦୁଇବର୍ଷ ପରେ ସମୂହ ଭାବେ ପାଳନ ହେଉଛି ଏହି ପର୍ବ। ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି ମସଜିଦ୍ । ମସଜିଦ୍ ଯାଇ ସମୁହ ନମାଜ ପାଠ କରିଛନ୍ତି ମୁସଲିମ ଧର୍ମାବଲମ୍ବୀ। ଏହା ସହ ପରସ୍ପରକୁ ଆଲିଙ୍ଗନ କରି ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି। ଘରେ ଘରେ ପ୍ରସ୍ତୁତ!-->…
ଆସନ୍ତା ୭ ତାରିଖରେ ମିଳିବ ସମ୍ଭାବ୍ୟ ବାତ୍ୟାର ସ୍ପଷ୍ଟ ଚିତ୍ର
ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳ ଓ ଆଭ୍ୟନ୍ତର ଓଡିଶାରେ ତାପମାତ୍ରା ହ୍ରାସ ହୋଇଛି । ଆସନ୍ତା ୭ ତାରିଖରେ ସମ୍ଭାବ୍ୟ ବାତ୍ୟାର ଚିତ୍ର ସ୍ପଷ୍ଟ ମିଳିବ । ୧୦ ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା । ସେହିପରି ୪!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହକି ଖେଳାଳି ମୃତ, ୨ ଜଣ ଆହତ
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ ଆଜି ସକାଳ ପ୍ରାୟ ୭.୩୦ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳିଙ୍କ ଜୀବନ ଯାଇଛି। ଅନ୍ୟ ଦୁଇ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଦୁଇ ଖେଳାଳି ହେଲେ!-->…
ଅକ୍ଷିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ
ଭୁବନେଶ୍ଵର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କୃଷି ଦିବସ ପାଳିତ ହୋଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅକ୍ଷିମୁଠି ଅନୁକୂଳ ସହ ଭୂମିପୂଜନ କରିଛନ୍ତି। ବରମୁଣ୍ଡା ସ୍ଥିତ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ପରୀକ୍ଷା ଏବଂ!-->…
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସରପଞ୍ଚ ପ୍ରାର୍ଥୀଙ୍କୁ ଘର ସାମ୍ନାରେ ହତ୍ୟା
ନାଲକୋ ନଗର: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ଗଳାକାଟି ହତ୍ୟା କରାଯାଇଛି। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ଆଜି ସକାଳ ୭ ଘଟିକା ସମୟରେ ତାଙ୍କ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ!-->…
୪୪ତମ ଚେସ୍ ଅଲିମ୍ପିଆଡ୍: ଭାରତୀୟ ଦଳରେ ଓଡ଼ିଆ ଝିଅ ପଦ୍ମିନୀ ରାଉତ
ଭୁବନେଶ୍ୱର: ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍ ଅଲିମ୍ପିଆଡ୍ । ସର୍ବଭାରତୀୟ ଚେସ୍ ଫେଡେରେସନ୍ (ଏଆଇସିଏଫ୍) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ଓଡ଼ିଶାରୁ ଏକ!-->…
ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ୨ ଦିନ ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ରାଜ୍ୟରେ ୧୧ ରହୁଥିବା ବେଳେ ଆଜିର ରିପୋର୍ଟରେ ସାରା ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ସଂକ୍ରମିତ ୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା!-->…
ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଆଜି ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ!-->…
କେନ୍ଦୁଝର: ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏନ ଏଚ ୨୨୦ ଡିଆନାଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକମାନେ ହେଲେ ଘଟଗାଁ ଥାନା ଆମ୍ବୁଆପଡ଼ା ଗ୍ରାମର!-->…