Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ : କୃଷକ ହେଉଛନ୍ତି ଦେଶର ପ୍ରକୃତ ହିରୋ…
ହିଞ୍ଜିଳିକାଟୁ : ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖୁମୁଠି ଅନୁକୂଳ କରି ବର୍ଷର ଚାଷ କାମ ଆରମ୍ଭ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ପୂଜା ସାମଗ୍ରୀ ନେଇ ଚାଷ କ୍ଷେତକୁ ଯାଇଥାଏ ।ବିଲରେ!-->…
ସିରିପେଟା ଠାରେ ଅକ୍ଷୀମୁଠୀ ଓ ରଥକାଠ ର ଶୁଭ ଅନୁକୂଳ…
ମାଲକାନଗିରି : କୁଡୁମୁଳୁଗୁମ୍ମା ପରକନମାଳା ଗ୍ରାମ ପ°ଚାୟତ ଅନ୍ତର୍ଗତ ସିରିପେଟା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଚାଷୀମାନ°କ ବଡପର୍ଵ ଅକ୍ଷୟ ତୃତୀୟା ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ସିରିପେଟା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଏକ ନିଜସ୍ୱ ଜମିରେ ମୁଖ୍ୟ ପୂଜକ°କ ଦ୍ବାରା ପୂଜାର୍ଚ୍ଚନା!-->!-->!-->…
ଦୁଇଦିନ ଧରି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ବ୍ରାହ୍ମଣୀଗାଁ ଇନ୍ଦିରା କଲୋନି ବିଦ୍ୟୁତ ଉପଭୋକ୍ତା…
ଦାରିଙ୍ଗବାଡି:, ଦାରୀଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଇନ୍ଦିରା କଲୋନୀର ବିଦ୍ୟୁତ ଉପଭୋକ୍ତା ଦୁଇଦିନ ଧରି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଖବର ହସ୍ତଗତ ହୋଇଛି। ବିଦ୍ୟୁତ ଉପଭୋକ୍ତା ମାନେ ବିଭାଗୀୟ ଲାଇନ ମ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା!-->!-->!-->…
ଚିକିତ୍ସା ପାଇଁ ଅର୍ଥ ବାଧକ, ସରକାରୀ ସହାୟତା ପାଇଁ ଦାବି…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅଧୀନସ୍ତ ଧୁସାରି ଗ୍ରାମର ବାସ୍ନାକାଲୁ ମାଝୀଙ୍କ ଝିଅ ଝୁମିତା ମାଝୀ (୩୬) ପ୍ରାୟ ୧୮ବର୍ଷରୁ ଅଧିକ ହେବ ତାଙ୍କ ବାମ ଗୋଡ଼ର ମାଂସ ଅସ୍ବାଭାବିକ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଡାହାଣ ଗୋଡ଼!-->!-->!-->…
ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ…
ହିଞ୍ଜିଳିକାଟୁ : ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ସକାଶେ ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଡରଙ୍ଗଣି ସାହିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଶ୍ରୀ!-->…
ଶ୍ରେଷ୍ଠ ଶିଶୁ ସାହିତ୍ୟିକ ଭାବରେ କୈଳାସ ଧଳ ପୁରସ୍କୃତ…
ଫୁଲବାଣୀ:-କନ୍ଧମାଳର ବିଶିଷ୍ଠ ସାହିତ୍ୟିକ, ଗାଳ୍ପିକ, ମଞ୍ଚ ସଂଚାଳକ , ସଂଗଠକ ତଥା ଶିକ୍ଷାବିତ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଙ୍କୁ ଫୁଲବାଣୀର ଜଣାଶୁଣା ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ତରଫରୁ ତାର ଦ୍ୱାଦଶ ପୁସ୍ତକ ମେଳା ଅବସରରେ କନ୍ଧମାଳ ର ଶ୍ରେଷ୍ଠ ଶିଶୁ ସାହିତ୍ୟିକ!-->!-->!-->…
କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ…
ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ର ଜଣେ ମହିଳା କାଲି ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ, ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ। ତାପରେ ପରିବାର ଲୋକ ତାଙ୍କୁ!-->!-->!-->…
ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ଲକ୍ଷ ଟଙ୍କା ପଠାଇବା ଘଟଣା, ଗିରଫ ହେଲା ପ୍ରେମିକ ବିକାଶ
ଭୁବନେଶ୍ବର: ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ!-->…
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା
ଭୁବନେଶ୍ବର : କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା!-->…
ବାହା ହେବାକୁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା
ଭୁବନେଶ୍ୱର : ବନ୍ଧୁତାରୁ ପ୍ରେମ, ତା'ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା ।!-->…