Sign in
Sign in
Recover your password.
A password will be e-mailed to you.
ପ୍ରେସ ସ୍ୱାଧୀନତାରେ ଆହୁରି ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ: ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନ ଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି।!-->…
ଛୋଟ ପିଲାଙ୍କୁ ବି ଦିଆଯିବ କରୋନାର ବୁଷ୍ଟର ଡୋଜ୍! ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ ଟିକାର ବୁଷ୍ଟର ଡୋଜ୍। କାରଣ ଛୋଟ ପିଲାଙ୍କ କ୍ଷେତ୍ରରେ ବୁଷ୍ଟର ଡୋଜ୍ର ପରୀକ୍ଷଣ ପାଇଁ ଅନୁମତି ମାଗିଛି ଭାରତ ବାୟୋଟେକ। ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ୍!-->…
ହିଞ୍ଜିଳିକାଟୁ ମୁନିସୀପାଲଟିର ଗୃହ ପ୍ରବେଶ କାର୍ଯ୍ୟକ୍ରମ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ!-->!-->!-->…
ମଦ ପିଇ ବେପାରୁଆ ମଟର ସାଇକେଲ ଆକ୍ସିଡେଣ୍ଟ : ଚାଳକ ଗୁରୁତର…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଟିମନପୁର ପଞ୍ଚୟେତର ବାଲିବେଡା ଛକ ଠାରେ ଦିନ ଅପରାନ୍ୟ 2ଟା ବେଳେ OD 24H 0901ଏକ ହିରୋ ହୋଣ୍ଡା ମଟର ସାଇକେଲ ଏକ୍ସଛିଡେଣ୍ଟରେ ଦୁଇ ଜଣ ଗୁରୁତର ଆହତ ହେଇଛନ୍ତି, ଆହତ ଲୋକଙ୍କୁ ଘର ଗୋନା ପଞ୍ଚୟେତର ଶୋଭାପାଡ଼ା, ବୁଡ଼ରାପାରାର!-->!-->!-->!-->!-->!-->!-->…
ହିଞ୍ଜିଳି : ମାଁ ଶ୍ୟାମଳାଈ ପିଠରେ ସସାମୂହିକ ବ୍ରତୋପନୟନ ଅନୁଷ୍ଠିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ଗରିବ ବ୍ରାହ୍ମଣ ପରିବାର ପିଲାଙ୍କୁ ନେଇ ସାମୂହିକ ବ୍ରତୋପନୟନ ସଂସ୍କାର କାର୍ଯ୍ୟକ୍ରମ ଵୁଧବାର ଶ୍ରୀ ଶ୍ରୀ ଶ୍ୟାମଳାଈ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଟ୍ରଷ୍ଟର!-->!-->!-->!-->!-->…
ଆରମ୍ଭ ହେଲା ଫୁଲବାଣୀ ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରା…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି।ସକାଳେ ପୂଜକ ଲାଲୁ ଦାଶ୍,ଶ୍ରୀକାନ୍ତ ପଣ୍ଡା,କାଳିଆ, ନୀଳକଣ୍ଠ ମିଶ୍ର,ସନ୍ତୋଷ ଦାଶ୍,ପ୍ରକାଶ ପାଢ଼ୀ,ସୁର୍ଯ୍ୟ ପଣ୍ଡା,ପ୍ରମୁଖଙ୍କ ସହାୟତାରେ ପ୍ରଥମେ ବ୍ରାହ୍ମଣୀ ଦେବୀ ପୀଠରୁ!-->!-->!-->…
ଦାରିଙ୍ଗବାଡ଼ି ବନାନୀ ସାରସ୍ୱତ ପରିଷଦ ପକ୍ଷରୁ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ରୁନିତାଙ୍କୁ ସମ୍ବର୍ଦ୍ଧନା…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଉ ଗୌରବ ଆଣି, ଇତିହାସ ରଚିଥିବା ରୁନିତା ପ୍ରଧାନଙ୍କୁ ମଙ୍ଗଳବାର ଦିନ ଦାରିଙ୍ଗବାଡ଼ି ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବନାନୀ ସାରସ୍ୱତ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ!-->!-->!-->…
କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ…
ପାତ୍ରପୁର-: ପାତ୍ରପୁର ବସ ଷ୍ଟାଣ୍ଡ ଛକ ପାର୍ଶ୍ଵରେ ଅବସ୍ଥିତ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଆଜି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଇମୋହନ ପରିଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ!-->…
ବାଲିଗୁଡା :ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଅରାକାମ୍ବା ଗ୍ରାମର ୭୦ରୁ ଉର୍ଦ୍ଧ୍ବ ପରିବାର…
ବାଲିଗୁଡ଼ା:: ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ଏବେ ଛଟପଟ । ଘରେ ହେଉ ବା ବାହାରେ ସବୁଠି ଗରମରୁ ଟିକେ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି । ଏମିତିକି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ସେପଟେ ଗାଁ ଠୁ ସହର!-->…
ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀଙ୍କ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ…
ଚିକିଟି- ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଚିକିଟି ପ୍ରସିଦ୍ଧ ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ସକାଶେ ଅକ୍ଷୟ ତୃତୀୟା ଅବସରରେ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଏନ ଏ ସି ମାର୍କେଟ ସ୍ଥିତ ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀଙ୍କ ଯାତ୍ରାମଣ୍ଡପ ଠାରେ!-->…