Sign in
Sign in
Recover your password.
A password will be e-mailed to you.
ବିଷ ପକାଇ ପୋଖରୀରୁ ମାଛ ମାରିଦେଲେ ଦୁର୍ବୃତ୍ତ
ମାର୍ଶାଘାଇ ୧।୮: ସରକାର ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମିଶନ ଶକ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଅର୍ଥକୁ ବିନିଯୋଗ କରି ମହିଳାମାନେ ସ୍ବାବଲମ୍ବୀ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରେ ସ୍ବୟଂ ସହାୟକ ଗୋଷ୍ଠୀ ଅର୍ଥ!-->…
ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ
ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଜୟ ନାରାୟଣ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଶୁଭେଚ୍ଛା ଜଣାଇଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା!-->…
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅଭିଯୋଗ ଶୁଣାଣୀ
ଭଞ୍ଜନଗର (୧/୮) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ!-->…
ଖାଇବା ତେଲ ର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ
ଭୁବନେଶ୍ବର: ଖାଇବା ତେଲ ଅପମିଶ୍ରଣରେ ଲାଗିବ ରୋକ୍। ଅପମିଶ୍ରଣ ହୋଇଥିଲେ ତୁରନ୍ତ ନିଆଯିବ ଆକ୍ସନ। ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ । ରାଜ୍ଯ ଖାଦ୍ଯ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଖାଦ୍ଯ ନିରାପତ୍ତା ଆୟୁକ୍ତ ମଧ୍ଯ ଅଭିଯାନରେ ସାମିଲ!-->…
ବେକ ଓ ଦୁଇ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭଞ୍ଜନଗର: ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନସ୍ଥ ପେଣ୍ଠ ସାହିରେ ଆଜି ଜଣେ ଯୁବକ ବେକ ଓ ଦୁଇ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାରସିଙ୍ଗି ଥାନା ଗ୍ୟାଲେରି ଫାଣ୍ଡି ଅଧିନ ଜଡ଼ାଘାତୁଣୀ ଗ୍ରାମର ବିଦୁର ଗୌଡ଼ (୪୮)ଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଭଞ୍ଜନଗର!-->…
ବ୍ଲକସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟ୍ବଲ ଲିଗ୍ ଉଦଯାପିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ଓ ମହାକାଳ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି!-->…
ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର
ଭୁବନେଶ୍ୱର: ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସୋମବାର ସକାଳୁ ସକାଳୁ ବିଜୁପଟ୍ଟନାୟକ ଏୟାପୋର୍ଟରୁ ମାୟାନଗରୀକୁ ଗଲେ ପ୍ରକୃତି। ଖାରବେଳନଗର ଥାନା ପୋଲିସରଠୁ ଅନୁମତି ନେଇ ପ୍ରକୃତି ମୁମ୍ବାଇ ଯାଇଥିବା ସୂଚନା ମିଳିଛି। ମାଆ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ସହ ଅଭିନେତ୍ରୀ!-->…
ପାଠ୍ୟପୁସ୍ତକ ପୁସ୍ତକ ପାଇବାରୁ ବଞ୍ଚିତ ହାଇସ୍କୁଲରେ ପଢୁଥିବା ଅନୁସୂଚୀତ ଜାତି ଓ ଜନଜାତିର ବିଦ୍ୟାର୍ଥୀ
ଦାରିଙ୍ଗବାଡ଼ି, (୧/୮) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ହାଇସ୍କୁଲରରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ ଆଜିଯାଏଁ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ହୋଇ ରହିଥିବା ଖବବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି!-->…
ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ସଦର ମହକୁମାର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଵଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବୀରେନ୍ଦ୍ର କଁହର , ଓଲଲିଉଡ!-->…
ଅଗଷ୍ଟ ୧ରୁ ନୂତନ ସଂଶୋଧିତ ଭୋଟର ଆଇନ ଲାଗୁ…
ଭୋଟର ତାଲିକାରେ ସାମିଲ ହେବାକୁ ବର୍ଷକୁ ୪ଟି ସୁଯୋଗ ପାଇବେ ଯୁବପିଢ଼ି
ସୁନ୍ଦରଗଡ଼ : ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ନୂତନ ସଂଶୋଧିତ ଭୋଟର ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟର ତାଲିକାରେ ସାମିଲ ହେବା ପାଇଁ ଏବେ ଯୁବପିଢ଼ିଙ୍କୁ!-->!-->!-->!-->!-->…