ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ରୁଷିଆକୁ ବିତାଡ଼ିତ କରାଯିବ : ବ୍ରିଟେନ

କିବ୍ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ଏକ ବଡ଼

ସିଏନଜି ପମ୍ପରେ ବଡ଼ ଅଘଟଣ, ଗୋଟିଏ ରାତିରେ ୩ ଜଣଙ୍କୁ ହତ୍ୟା

ଗୁରଗାଓଁ: ଗୋଟିଏ ରାତିରେ ୩ ଜଣଙ୍କୁ ଛୁରୀ ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସ ୱେରେ ଥିବା ସିଏନଜି ପମ୍ପରେ ଏପରି ଘଟଣା ଘଟିଛି। ଏହି ୩ ଜଣଙ୍କୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ୫ ଜଣଙ୍କୁ ହତ୍ୟା କରାଗଲାଣି।ପୁଲିସ୍‌ କହିଛି ଯେ ସେକ୍ଟର ୩୧

ସଚିନ ବେହେରାଙ୍କ ଗିନିଜ୍ ବୁକ୍‌ରେ ଆଉ ଏକ ରେକର୍ଡ଼

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ୍ ବୁକ୍‌ରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟରେ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ୍ କରି ଗିନିଜ ବୁକ ଅଫ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମ

୬ ଦିନରେ ୟୁକ୍ରେନ ଛାଡ଼ିଲେଣି ୬,୬୦,୦୦୦ ଲୋକ

ଜେନେଭା: ରୁଷର ହମଲା ୟୁକ୍ରେନ ଉପରେ ଜାରି ରହିଛି। ବିଶେଷ କରି କିଭ୍‌ ଓ ଖାରକିଭ୍‌ରେ ରୁଷ ମିସାଇଲ ଓ ରକେଟ ମାଡ଼ କରି ସ୍ଥିତିକୁ ବେହାଲ କରିଦେଇଛି। ବିଭିନ୍ନ ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ ହେଉଥିବାରୁ ଲୋକମାନେ ଭୟରେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି।ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଥିବା

ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+ ୫୯ ଣ= ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ

ପୋଲିସ କମିସନରେଟ ରେଡ୍‌କ୍ରସ୍‌ କାର୍ଯ୍ୟନିର୍ବାହୀ ସମିତି ବୈଠକ

ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ କମିସନରେଟ ଆଞ୍ଚଳିକ ଶାଖାର କାର୍ଯ୍ୟନିର୍ବାହୀ ସମିତି ବୈଠକ ଅନୁଷ୍ଠାନର ଅଧକ୍ଷ ତଥା ପୋଲିସ କମିସନର ସୈାମେନ୍ଦ୍ର କୁମାର ପ୍ରୀୟଦର୍ଶୀଙ୍କ ଅଧକ୍ଷତାର ପୋଲିସ ସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଶ୍ରୀଯୁକ୍ତ ପ୍ରୀୟଦର୍ଶୀ

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ପ୍ରଥମ ଭାରତୀୟ ଛାତ୍ର ପ୍ରାଣ ହରାଇବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳେ ରୁଷ ପକ୍ଷରୁ ଖାର୍କିଭରେ ହୋଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ନୀବନଙ୍କ ବାପାଙ୍କ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ନୂଆପଡ଼ା : ନୂଆପଡା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଦୁର୍ଘଟଣା । ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ନୂଆପଡା-ବରଗଡ ରାସ୍ତାର ସୁନସୁନିଆ ଗାଁ

ଏୟାର ଇଣ୍ଡିଆର ସିଇଓ ପଦ ଗ୍ରହଣ କରିବେନି ଇଲକେର ଆଇସି

ନୂଆଦିଲ୍ଲୀ: ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସି ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହେବେ ନାହିଁ। ତାଙ୍କୁ ଟାଟା ସନ୍ସ ପକ୍ଷରୁ ସିଇଓ ପଦ ଅଫର କରାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି

ପଞ୍ଚାୟତ ଜନାଦେଶକୁ ନମ୍ରତାର ସହ ଗ୍ରହଣ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲା ବିଜେପି । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନମ୍ରତାର ସହ ଗ୍ରହଣ କରୁଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ବିଜେପିର ସିଟ୍ କମିଥିଲେ ବି, ୩୦