Sign in
Sign in
Recover your password.
A password will be e-mailed to you.
ଲିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କ ପୂଜାର୍ଚ୍ଚନା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗାଁରେ ଏବେ ଚର୍ଚ୍ଚା ଚାଲିଛି । ଏଠାରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ଲିମ୍ବ ଗଛରୁ ଏହି କ୍ଷୀର ବାହାରୁଛି।ଗତକାଲି ସନ୍ଧ୍ୟା ସମୟରେ ଗାଁର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର!-->…
ଯେତେବେଳେ ଏସିଆରେ ସଂକଟ ଥିଲା ..ୟୁରୋପୀୟ ଦେଶମାନେ ଆମକୁ ଉପଦେଶ ଶୁଣାଉଥିଲେ : ଜୟଶଙ୍କର
ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଉପଦେଶ ଦେଉଥିବା ୟୁରୋପୀୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଯେତେବେଳେ ଏସିଆରେ ସଂକଟ ଥିଲା, ଆମକୁ ୟୁରୋପୀୟ ଦେଶମାନେ ଉପଦେଶ ଦେଉଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ!-->…
ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା
ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି!-->…
କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ
କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷାର୍ଥୀ ରହିଛନ୍ତି।!-->…
ଗାଡ଼ି ପାର୍କିଂରେ କେହି ଟଙ୍କାଟିଏ ଅଧିକ ଆଦାୟ କଲେ ବାତିଲ ହେବ ନିଲାମ: ବିଏମ୍ସି
ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ପାର୍କିଂସ୍ଥାନରେ ଚାଲିଥିବା ଲୁଟ୍ ପ୍ରସଙ୍ଗରେ ନିରବ ରହିବା ପରେ ଏବେ ବିଏମ୍ସି ହଠାତ୍ ଚେଇଁ ଉଠିଛି। ଘନ ଘନ ବୈଠକ ପରେ ଏକାଧିକ ନିଷ୍କର୍ଷ ବାହାରିଛି । ପାର୍କିଂ ଫି' ଆଦାୟ ନାଁରେ ଚାଲିଥିବା ଲୁଟ୍ରେ ଅସ୍ତବ୍ୟସ୍ତ ସହରବାସୀଙ୍କ ଡାକରା ବିଏମ୍ସି ବାବୁଙ୍କ!-->…
ପ୍ରକୃତି ରଚିବ ତାଣ୍ଡବ, ବର୍ଷକୁ ସାମ୍ନା କରିବାକୁ ପଡ଼ିବ ୫୬୦ ବିପର୍ଯ୍ୟୟ!
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର ତାଣ୍ଡବ ରୂପ। ମିଳିତ ଜାତିସଂଘ!-->…
ଯେଉଁମାନେ ଟିକା ନେଇ ନାହାନ୍ତି ଶୀଘ୍ର ନେଇ ଯାଆନ୍ତୁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଦେଶରେ ଦୈନିକ ୨ ହଜାରରୁ ଅଧିକ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି । ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ ।!-->…
ମା’ ସାରଳା ଙ୍କ ପୀଠରେ ୫ଟି ସଚିବ, ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା' ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା!-->…
ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ!-->…
କରୋନାର ତୃତୀୟ ଲହରରୁ ସୁରକ୍ଷା ଦେଇଛି ବୁଷ୍ଟର ଡୋଜ୍ !
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଟିକାର ବୁଷ୍ଟର ଡୋଜ୍ କେତେ ଫଳପ୍ରଦ ହୋଇଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ମହାମାରୀ କରୋନାର ତୃତୀୟ ଲହର ବେଳେ ବୁଷ୍ଟର ଡୋଜ୍ ଗେମ ଚେଞ୍ଜର ସାଜିଥିଲା। ବୁଷ୍ଟର ଡୋଜ୍ ନେଇଥିବା ୭୦% ଲୋକ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିଲେ।ଭାରତରେ!-->…