ବ୍ରହ୍ମହପୁର ସେଲେସରିପ୍ରେଜେଣ୍ଟେଟିଭ ୧୦ତମ ସମ୍ମିଳନୀ

add-all

ବ୍ରହ୍ମପୁର : ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ସେଲେସ ରିପ୍ରେଜେଣ୍ଟିଭ ସଂଘର ୧୦ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ଭେଷଜ ବିସେସଜ୍ଞ ଡାକ୍ତର ନିହାର ରଞ୍ଜନ ଯୋଗଦେଇ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଉଚ୍ଚାହିତ କରିଥିଲେ | ଅଶ୍ରୁର ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ନାୟକ ପତାକା ଉତ୍କଲନ କରି ସଭା ଆରମ୍ଭ କରିଥିଲେ ସିପିଏମ ରାଜ୍ୟ ସମ୍ପାଦକ ଅଳିକିଶର ପଟ୍ଟନାୟକ ସ୍ୱମିଳନି ଉଦଘାଟନ କରିଥିଲେ ଏହି ସଭାର ମୁଖ୍ୟ ବିଷୟ ହେଲା କେନ୍ଦ୍ର ସରକାରଙ୍କ ଔଷଧ ମlରଣା ନୀତି ଔଷଧ ଉପରେ ୦ ପରସେଣ୍ଟ ଜିଏସ୍‌ଟି ଲାଗୁ କରିବା ଓ ରିପ୍ରେଜେଣ୍ଟ ମାନଙ୍କ ଉପରେ ମାଲିକଙ୍କ ଓ ଅଙ୍କୁଶ ଲଗାଇ କରୁଥିବା ଆକ୍ରମଣଙ୍କୁ ନିନ୍ଦା କରି ଏହାକୁ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ କରିବା ପାଇଁ ସ୍ଥିର କରାଯାଇଛି ଅନ୍ୟ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ବେହେରା,
ପ୍ରତାପ ଚୌଧୁରୀ ଅଶ୍ରୁର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର, ଭାସ୍କର ମିଶ୍ର, ନୃସିଂହ ପ୍ରସାଦ ବ୍ରହ୍ମା, ନୀଳ ମାଧବ ଯୋଗଦେଇ ଥିଲେ |

ad-week
Leave A Reply

Your email address will not be published.