ଭଦ୍ରକରେ ନିର୍ବାଚନୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଅସୁସ୍ଥ । ୧୫ଦିନ ତଳେ ଶ୍ରୀ ବିଶ୍ୱାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ । ସେତେବେଳେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ

ଧାନ ବୋଝେଇ ଟ୍ରକ୍ ସହ ପିଟିହେଲା ବରଯାତ୍ରୀ ଗାଡି: ୪ ମୃତ, ୭ ଗୁରୁତର

କଳାହାଣ୍ଡି: ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡ଼ି । ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୭ ଗୁରୁତର ଆହତ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁ ସଡ଼କ ଦୁର୍ଘଟଣା। ଏମାନେ ଟିତକେଲା ଠାରୁ ପିପଲପଦରକୁ ବରଯାତ୍ରୀ ଯାଇ

କେନ୍ଦ୍ରାପଡା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ମାର୍ଶାଘାଇ: କେନ୍ଦ୍ରାପଡା ପାଟକୁରା ଥାନା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ଗୁରୁତର। ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ ଚିକିତ୍ସାଳୟରେ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୌୱାଲ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର

ଅକ୍ଟୋବର ପରେ ରାଉରକେଲାରୁ ଦୈନିକ ବିମାନ ସେବା

ରାଉରକେଲା: ରାଉରକେଲାରୁ ଦୈନିକ ବିମାନ ସେବା ୮ମାସ ପରେ ଅର୍ଥାତ୍‌ ଆସନ୍ତା ଅକ୍ଟୋବର ପରେ ଆରମ୍ଭ ହେବ। ୭୮ ଆସନ ବିଶିଷ୍ଟ ବିମାନ ଉଡ଼ିବ। ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ ହେବ। ଅକ୍ଟୋବର ମାସ ସୁଦ୍ଧା ରାଉର‌କେଲା ବିମାନ ବନ୍ଦରରେ ଚାଲିଥିବା ସମସ୍ତ କାମ ଶେଷ ହେବ। ରଘୁନାଥପାଲୀ

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା

ଭୁବନେଶ୍ବର: ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ

୧୧ନଂ ଜୋନ୍‌ରେ ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ୧୧ନଂ ଜୋନ ଜିଲାପରିଷଦରେ ବିଜେଡି, ବିଜେପି, କଂଗ୍ରେସ ଓ ଆପ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରଚାର ହେଉଛି । ଦାରିଙ୍ଗବାଡ଼ି ବ୍ଳକ ୨୫ଟି ପଞ୍ଚାୟତକୁ ନେଇ ୨ଟି ଜିଲା ପରିଷଦ ଜୋନ ଗଠିତ ହୋଇଛି। ମାତ୍ର ୧୦ନଂ ଜୋନ୍‌

ବିଭିନ୍ନ ମାମଲାରେ ନଅଜଣଙ୍କୁ କୋର୍ଟ ଚାଲାଣ

ଚିକିଟି : ଗଞ୍ଜାମ ଜିଲ୍ଲା ମାରାଇନ ଥାନା ପୋଲିସ ବିଭିନ୍ନ ମାମଲାର ନଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବହୁ ଚର୍ଚ୍ଚିତ ପାଟି ସୁନପୁର ଜାଲ ପୋଡି ମାମଲା ରେ ଦୁଇ ମୁଖ୍ୟ ଅଭିଯୁକ୍ତ ବି. କୋଟେଷୁ,ରଙ୍କନିଧି ପଲେଇ ଦୀର୍ଘ ଦିନ ହେଲା ଫେରାର ଥିଲେ।ପୋଲିସ ତାଙ୍କୁ କାବୁ

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି