ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ । ରାକେଶ ସହ ୧୧ଜଣଙ୍କୁ ମଧ୍ୟ ଗିରଫ କରିଛି ଯାଜପୁର ପୋଲିସ। ସେମାନଙ୍କ ମଧ୍ୟରୁ ୬ଜଣ ମହିଳା ଓ ୫ ପୁରୁଷ ଅଛନ୍ତି। ଏକାଧିକ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୋନାଲିଙ୍କୁ ଗିରଫ ଦାବିରେ ଡିସିପିଙ୍କ ଅଫିସ ଆଗରେ ଧାରଣା ଦେଲେ ସୌମ୍ୟଙ୍କ ପରିବାର

ଭୁବନେଶ୍ୱର: ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୨୨ ଦିନ ବିତି ଗଲାଣି। ହେଲେ ଏବେ ବି ପୁଲିସ୍‌ ହାତ ଖାଲି। ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପୁଲିସ ତାଙ୍କୁ ଜେରା କରି ନାହିଁ। ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ତୀବ୍ର

ରାଜ୍ୟରେ ୩୮୮ କରୋନା ସଂକ୍ରମିତ ଚିହ୍ନଟ, ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସିଲା । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୩୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ

ଅତିରିକ୍ତ ଏସ୍.ପି. ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା। ବିଦା ହେଲେ ଆଉ ଜଣେ ବରିଷ୍ଠ ଅଫିସର । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଭିଯୋଗରେ ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜିର କାର୍ଯ୍ୟାନୁଷ୍ଠାନକୁ ମିଶାଇ ଏପର୍ଯ୍ୟନ୍ତ ୧୫୨

ବିଦ୍ୟୁତ ସକସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ହିଞ୍ଜିଳିକାଟୁ (୨୧।୨) : ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଭଞ୍ଜମାର୍ଗ ନିକଟସ୍ଥ ବିଲସାହି ବାସିନ୍ଦା ରଘୁନାଥ ବେହେରାଙ୍କ ଘରେ ବିଦ୍ୟୁତ୍ ସକସର୍କିଟରୁ ନିଆଁ ଲାଗି ଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଘରର ଟିଭି, ଫ୍ରିଜ, ବିଭିନ୍ନ ବୈଦୁତିକ ଉପକରଣ ସମେତ ବହୁ ଆସବାବପତ୍ର

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ରାଜଧାନୀରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରୁ ଏସଟିଏଫ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ । ତା ଠାରୁ ୧ କେଜି ୨୨୭

ଭୋଟ ତାଲିକାରେ ନାମ ନଥିବାରୁ ବାଲଟ ପେପର ଛଡାଇ ନେଇ ଯାଉଥିବା ବେଳେ ପୋଲିସ କାବୁ କଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ପଞ୍ଚାୟତର  ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନଂ ବୁଥ ରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଭୋଟ ଗ୍ରହଣର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି ।

ପୁରୀରେ ASI ଡିଜି ଭି.ବିଦ୍ୟାବତୀ

ପୁରୀ : ପୁରୀରେ ଏଏସଆଇ (ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ)ର ଡାଇରେକ୍ଟର ଜେନେରାଲ ଭି ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ । ଏହାସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଥିଲେ ।ଏଏସଆଇର ମୋହର ବାଜିବା ପରେ ଶ୍ରୀମନ୍ଦିର

ଫୁଲବାଣୀ ବ୍ଳକ : ୧୧ଟି ପଞ୍ଚାୟତରେ ୮୧.୪୧ ପ୍ରତିଶତ ମତଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ରବିବାର ୮୧.୪୧ ପ୍ରତିଶତ ମତହାର ରହିଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି।ଏହି କ୍ରମରେ ଫୁଲବାଣୀ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।ଏହି ବ୍ଲକ ରେ ୮୧.୪୧ ମତଦାନ ହୋଇଥିବାବ୍ଲକ

ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ପୋଲିସ ଦ୍ୱାରା ମାଓବାଦୀଙ୍କ ଡ଼ମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ନିର୍ବାଚନ । ଏହି ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼ରୂପେ ପରିଚିତ ଥିଲା । ସେହି ଅଞ୍ଚଳରେ ନିର୍ବାଚନ ଦିନେ ସ୍ୱପ୍ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ହେବାକୁ ଯାଉଛି