ମଇଁଷି ଗୁହାଳଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ, ନିଆଁରେ ୯ ମଇଁଷି ଆହତ

ପାତ୍ରପୁର : ପାତ୍ରପୁର ବ୍ଳକ ବି.ନୁଆଗାଁ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏମ୍. କୁତିଲି ପି-ଏମ୍ ତ୍ରିନାଥଙ୍କ ମଇଁଷି ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଜରଡାଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ମଧ୍ୟ ରାତ୍ରିରେ ମଇଁଷି ଗୁହାଳରେ କେହି ଦୁର୍ବୁତ୍ତ ନିଆଁ

ମରଣାଯନ୍ତା ପାଲଟିଛି ରାସ୍ତା, ଆତ୍ମସାତ ହୋଇଛି ବିଧାୟକ ପାଣ୍ଠିର ଅନୁଦାନ

କୋରାପୁଟ (୨୧/୦୨) : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ "କେ.ଦଣ୍ଡାବାଡ଼" ଗ୍ରାମକୁ RD ରାସ୍ତା ଠାରୁ ସଂଯୋଗ କରୁଥିବା ନୂତନ "ମେଟାଲିଙ୍ଗ ରାସ୍ଥା କରାଯାଇଥିବା ନାଁରେ ମହାଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି | ପ୍ରକାଶ ଯେ:- "କେ.ଦଣ୍ଡାବାଡ" ଗାଁ କୁ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୧୭,୦୮୯ ବୁଥ୍‌ରେ ମତଦାନ

ପଞ୍ଚାୟତ ନିର୍ବାଚନ ଲାଗି ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍‌ରେ ହେବ

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ASI ଡିଜି

ଭୁବନେଶ୍ୱର: ଏଏସ୍‌ଆଇ ଡିଜି ଭି.ବିଦ୍ୟାବତୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି । ଓଡ଼ିଶାରେ ଏଏସ୍‌ଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ସେ

ଦାମ ରାଉତଙ୍କ ଗାଡିକୁ ଆକ୍ରମଣ, ୮ଗିରଫ

କୁଂଜଗ: ପଂଚାୟତ ନିର୍ବାଚନ ତାତି ଥମିବାର ନାଁ ଧରୁନି । ସରଗରମ ହୋଇଛି ରାଜନୈତିକ ମଇଦାନ । ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜଣେ ସରପଂଚ ପ୍ରାର୍ଥୀଙ୍କ ସହିିତ ୮ଜଣଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି । କୁଜଙ୍ଗ ସାଇଲୋ

ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ କଡ଼ା ସମାଲୋଚନା କଲେ ସୁରେଶ ରାଉତରାୟ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ହିଂସା ଓ ବୁଥ୍ ରିଗିଗିଂକୁ ନେଇ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପୋଲିସ ଡ଼ିଜିଙ୍କୁ କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଂଝାରପୁରଠୁ ନେଇ ରାଜନଗର ପର୍ଯ୍ୟନ୍ତ ସବୁଠି ବିଜେଡି ଲୋକେ

ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ପୋଲିସ ଠୁ ଛଡ଼ାଇ ନେଲେ ସମର୍ଥକ

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ପ୍ରଚାର ବେଳେ ଫଟୋ ଉଠାକୁ କେନ୍ଦ୍ରକରି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଆଣୁଥିବା ବେଳେ ପୋଲିସ ପାଖରୁ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଛଡ଼ାଇ ନେଇଛନ୍ତି । ରବିବାର ସନ୍ଧ୍ୟାରେ ନୀଳଗିରି ନିର୍ବାଚନ ମଣ୍ଡଳୀ

ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ବର : ରାଜ୍ୟରେ ଗତକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଆଉ ଦୁଇଟି ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ଶେଷ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାପରେ ଫେବୃଆରୀ ୨୬ରୁ ଆରମ୍ଭ ହେବ ଭୋଟ ଗଣତି। ଫେବୃଆରୀ ୨୬ରୁ ୨୮ ତାରିଖ ଯାଏଁ ୩ ଦିନ ଭୋଟ ଗଣତି ହେବ। ତେବେ

ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ବିଜେପି

ଭୁବନେଶ୍ୱର, : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଦି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ

୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଥାନା ପୋଲିସ ସୋମବାର ଗିରଫ କରିଛି । ଏହି ୭ ଜଣ ଲୁଟେରାଙ୍କ ମଧ୍ୟରୁ ୪ ଦଣ ଲୁଟେରା ରହିଛନ୍ତି । ସେହିପରି ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ