Sign in
Sign in
Recover your password.
A password will be e-mailed to you.
ସଟ୍ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି | ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା l ଘର ଭିତରୁ ଧୂଆଁ ବାହାରୁ!-->…
କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।୧୫ଟି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ!-->…
କନ୍ଧମାଳ : ଖଜୁରୀପଡ଼ା ଠାରେ ଡାକମେଳା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଫୁଲବାଣୀ!-->…
ବିଜେଡିର ୨୦୨୪ ପ୍ରସ୍ତୁତି : ନବୀନ ନିବାସରେ ଶନିବାର ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ
ଭୁବନେଶ୍ୱର : ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହେଲା ପ୍ରସ୍ତୁତି । ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । ନିଜେ ସବୁ!-->…
ଯୁବ ନେତା ରଘୁପତି କହଁର ନିର୍ଦୋଷରେ ଖଲାସ…
ଫୁଲବାଣୀ:- ଏକ ଗଞ୍ଜେଇ ଚାଲାଣ ମାମଲା ରେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଜଣାଶୁଣା ଯୁବନେତା ରଘୁପତି କହଁରଙ୍କୁ ଗୁରୁବାର ଅଦାଲତ ନିଘୋଷରେ ଖଲାସ କରିଛନ୍ତି ସୂଚନା ଅନୁସାରେ ଗତ ୧୧।୧୧।୨୦୨୧ ତାରିଖ ଦିନ ଫୁଲବାଣୀ ଅବକାରୀ!-->!-->!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ମିଳିଛି ଜାମିନ୍ । ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ପ୍ରଶାନ୍ତଙ୍କୁ ମିଳିଛି ଜାମିନ୍ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ୍ ଦେଇଛନ୍ତି ହାଇକୋର୍ଟ ।!-->…
ଦୁଷ୍କର୍ମ ଅଭିଯୁକ୍ତକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା…
ଫୁଲବାଣୀ, :ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଗୁରୁବାର ଦିନ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି ଘଟଣାର ୧୦ ଜଣ ସାକ୍ଷୀ ପୀଡ଼ିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଗଗନ ନାୟକ(୩୪)କୁ ୫!-->!-->!-->…
ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ
କଟକ: ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ। ଅଫିସ ଯାଉଥିବା ସମୟରେ ତଳ ତେଲେଙ୍ଗାବଜାର- ଫିରିଙ୍ଗବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ଦେଖି ନିଜ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ ସୁବାସ। ରାସ୍ତା ମଝିରୁ ମଲା କୁକୁର ପଡି ଥିବାରୁ ଯାତାୟାତରେ ସମସ୍ୟା ହେଉଥିଲା।!-->…
ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ
ଚାନ୍ଦବାଲି ୨୨।୦୪ : ମାନସ ସ୍ୱାଇଁ ହତ୍ୟା ମାମଲା । କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦାବାଲି କୋର୍ଟରେ ହାଜର କରାଯାଇଛି ।
ଖବର ଅନୁଯାୟୀ, କ୍ୟାମେରମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାକୁ!-->!-->!-->…
ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣା: ସରିଲା ପେଡଲର ସନ୍ନି ଓ ରବିର ରିମାଣ୍ଡ ଅବଧି
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ପେଡଲର ସନ୍ନି ଓ ରବିର ସରିଲା ରିମାଣ୍ଡ ଅବଧି। ରିମାଣ୍ଡ ସରିବା ପରେ ତାଙ୍କୁ ଗତକାଲି ଜେଲ୍ ପଠାଯାଇଛି।
ସନ୍ନି ଓ ରବିଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍ଟିଏଫ୍। ତାର ବହୁତ ବଡ ନେଟୱର୍କ ରହିଛି। ଦିଲ୍ଲୀ!-->!-->!-->…