ଶକ୍ତି, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାଉରକେଲା ଗସ୍ତ

ରାଉରକେଲା (୨୨/୦୪, ବସନ୍ତ କୁମାର ଜେନା) : ଶକ୍ତି , ଶିଳ୍ପ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ଗସ୍ତ ଦୁଇଟି କାରଣ ଯୋଗୁଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୨୩ ରେ

ବାରବାରଟିରେ ଟି-୨୦ ମ୍ୟାଚ୍, ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

କଟକ: ବାରବାରଟିରେ ପୁଣି ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଅସୋସିଏସନ ସଂମ୍ପାଦକ ସଞ୍ଜୟ ବେହେରା ।ଚଳିତ ବର୍ଷ ପେବୃଆରୀ ମାସରେ ବାରବାଟିରେ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍

ଚର୍ଚ୍ଚାରେ ଟିନା ଡାବିଙ୍କ ବିବାହ ବେଳର ଫଟୋ

ଜୟପୁର: ଚର୍ଚ୍ଚିତ ଆଇଏଏସ ଯୋଡ଼ି ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଡ.ପ୍ରଦୀପା ଗାୱେଣ୍ଡେଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ବିବାହ ବେଳେ ଉଭୟ ବେଶ ଖୁସିଥିବା କ୍ୟାମେରାରେ କଏଦ ହୋଇଛି । ଗତ ବୁଧବାର ଉଭୟଙ୍କ ବାହାଘର ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ହୋଇଛି। ଆଜି ସାମାରନଙ୍କର

ୟୁକ୍ରେନକୁ ମିଳିବ ଆମେରିକାର ରହସ୍ୟମୟ ଫୋନିକ୍ସ ଘୋଷ୍ଟ ଡ୍ରୋନ

ଓ୍ବାସିଂଟନ : ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ

ଅପରାଧୀଙ୍କଠାରୁ ଦୁଇପାଦ ଆଗୁଆ ରହିବାକୁ ହେଲେ ପୁଲିସକୁ ପ୍ରଯୁକ୍ତି ଦକ୍ଷ ହେବାକୁ ପଡ଼ିବ : ଅମିତ ଶାହା

ଭୋପାଳ : ଅପରାଧୀମାନଙ୍କଠାରୁ ଦୁଇ ପାଦ ଆଗୁଆ ରହିବାକୁ ହେଲେ ପୁଲିସ କର୍ମଚାରୀମାନଙ୍କୁ ଟେକ୍-ସେଭି ( ପ୍ରଯୁକ୍ତି ଦକ୍ଷ) ହେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ପକ୍ଷରୁ ଆୟୋଜିତ ୪୮ତମ ଅଲ ଇଣ୍ଡିଆ ପୁଲିସ ସାଇନ୍ସ କଂଗ୍ରେସର

ଗାନ୍ଧୀ ପରିବାର ବାହାରେ ଆଉଜଣେ ନେତୃତ୍ବ ନେବା ଦରକାର : ପିକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ପୁଣି ଥରେ ପ୍ରଶାନ୍ତ କିଶୋରଙ୍କୁ ସାଥିରେ ଆଣି କାମ କରିବାକୁ ଚେଷ୍ଟା କରୁଛି। ଏହି ପର୍ଯ୍ୟାୟରେ, କଂଗ୍ରେସ ନେତୃତ୍ୱ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଅନେକ ବୈଠକ ବସିସାରିଲାଣି |

୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ : ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବେ ଶେଷ ହେବ, ତାହାକୁ ନେଇ ବିଶ୍ବବାସୀ ଚାହିଁରହିଥିବାବେଳେ ଭାରତ ଗସ୍ତରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିବାର ଆଶଙ୍କା ରହିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିତ

ଗଣତନ୍ତ୍ରକୁ ଧ୍ୱଂସ ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି: ଓବାମା  

ୱାଶିଂଟନଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୀର୍ଘଦିନର ନୀରବତା ଭାଙ୍ଗି ସାମାଜିକ ଗଣମାଧ୍ୟମ ଉପରେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି।

୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ଚାଲିଲା ବୁଲଡୋଜର

ଅଲୱାର: ଏବେ ଚାରିଆଡ଼େ କେବଳ ବୁଲଡୋଜରକୁ ନେଇ ଚର୍ଚ୍ଚା। ଏହିକ୍ରମରେ ରାଜସ୍ଥାନର ଅଲୱାର ଠାରେ ଥିବା ୩୦୦ ବର୍ଷ ପୁରୁଣା ଗୋଟିଏ ଶିବ ମନ୍ଦିର ଉପରେ ବୁଲଡୋଜର ଚାଲିଛି। ବୁଲଡୋଜର ଦ୍ୱାରା ମନ୍ଦିର ଭଙ୍ଗା ଯିବାକୁ ବିରୋଧ କରି ନଗର ପଞ୍ଚାୟତର ଇଓ, ସବ ଡିଭିଜନାଲ ମାଜିଷ୍ଟ୍ରେଟ ଓ ରାଜଗଡ଼

ଆଇଆଇଟି ମାଡ୍ରାସରେ କରୋନା ବିସ୍ଫୋରଣ, ବାହାରିଲେଣି ୩୦ ଆକ୍ରାନ୍ତ

ଚେନ୍ନାଇ: ଆଇଆଇଟି ମାଡ୍ରାସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଦୁଇ ଦିନରେ ଏଠାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଦେଶରେ ବିଭିନ୍ନ ପ୍ରାନ୍ତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଇଆଇଟିରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା