Sign in
Sign in
Recover your password.
A password will be e-mailed to you.
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ
ମୟୂରଭଞ୍ଜ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ । ମୟୂରଭଞ୍ଜ ଝାରପୋଖରିଆ ଥାନା ପାଣ୍ଡରା ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ମୃତକ ହେଲେ ଅଞ୍ଜଳି ସିଂ। ଅଭିଯୁକ୍ତ ନିଶାଶକ୍ତ ସ୍ବାମୀ କାହ୍ନୁ ସିଂ । ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ!-->…
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ନୂଆଁ ବରିପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ସ୍ଥାନିୟ ନାରଙ୍ଗପୁର ଗ୍ରାମର ଦୁଶାସନ ଜେନା । ଆଜି ସକାଳୁ କେତେକ ଲୋକି ଏହି ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ହେଲେ!-->…
ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା
ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।। ଏଠାରେ ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି-!-->…
ନକଲି ଡାକ୍ତର ଗିରଫ; ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ
କଟକ : ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ସାଇଲୋ ଅଞ୍ଚଳରୁ ଧରାପଡ଼ିଛି ଜଣେ ନକଲି ଡାକ୍ତର। ଗତ ୭ବର୍ଷ ହେବ ଅଭିଯୁକ୍ତ ଜଣକ ବେଆଇନ ଭାବେ ଏଭଳି କାରବାର ଚଳାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଅତର୍କିତ ଭାବେ ଚଢ଼ଉ କରି!-->…
ଡ୍ରିଲ୍ କ୍ଲାସ ପରେ ୩ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି
ନୀଳଗିରି : ଆଦର୍ଶ ବିଦ୍ୟାଳୟରେ ୩ ଛାତ୍ରୀ ଅସୁସ୍ଥ। ଶନିବାରିଆ ସକାଳୁଆ ଡ୍ରିଲ୍ କ୍ଳାସ ଥିବାରୁ ଛାତ୍ରୀ ମାନେ ବ୍ୟାୟାମ କରୁଥିଲେ। ସକାଳୁ ଗରମ ପ୍ରକୋପ ଅଧିକ ଡ୍ରିଲ କ୍ଲାସ ସରିବା ପରେ ୩ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ନୀଳଗିର ହସ୍ପିଟାଲରେ ଭର୍ତ୍ତି!-->…
ଝାରଖଣ୍ଡରୁ ବରାତୀ ନେଇ ଫେରୁଥିବା କ୍ରୀଷ୍ନାଜି ବସକୁ ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା…
ସୁନ୍ଦରଗଡ଼ //ରାଉରକେଲା : ବସ କୁ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ। ଏହି ଜରିମାନା ଲାଗୁ କରିଛନ୍ତି ସୁନ୍ଦରଗଡ଼ ପରିବହନ ବିଭାଗ। ଝାରଖଣ୍ଡ କୁ ବାହାଘର ବରାତ୍ ନେଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ!-->!-->!-->…
ରାଜ୍ୟରେ ଆଜି ଗୋଟିଏ ଜିଲ୍ଲାରୁ ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ଗତକାଲି ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ କେହି ପଜିଟିଭ ଚିହ୍ନଟ ହୋଇନାହାନ୍ତି। ଏଥିମଧ୍ୟରୁ!-->…
କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିଦାନ ଓ କ୍ୟାନସର କେୟାର ସେଣ୍ଟର
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ରୋଗୀ ସେବା । କର୍କଟ ରୋଗୀଙ୍କୁ ଅନ୍ୟତ୍ର କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ମିଳିଲା ପ୍ରଶାସନିକ ଅନୁମୋଦନ ।!-->…
ଆଜିଠୁ ଆରମ୍ଭ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିବେ । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନର ଏହି ମେଳାରେ ଚଳିତ ବର୍ଷ ମୋଟ୍!-->…
ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ଖଜୁରୀପଡ଼ା: କନ୍ଧମାଳ ଜିଲାର ଗୌରବ ତଥା ତାଡ଼ି ସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଜ୍ୱର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡାସ୍ଥିତ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ!-->…