ବର୍ଷେ ପରେ ବିତିଲାଣି ମିଳିନି ସହାୟତା ଟଙ୍କା

ଦାରିଙ୍ଗବାଡ଼ି (୧୭/୦୨) : ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ଲୋକେ ଯୋଜନାର ସୁଫଳ ପାଉନଥିବା ନେଇ ଅଭିଯୋଗ ହେଉଛି । ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଓ ସରକାରୀ ବାବୁଙ୍କ ଖାମଖିଆଲି ମୋନଭାବ ଯୋଗୁଁ ଲୋକେ ବର୍ଷ ବର୍ଷ

ଓଡ଼ିଶା ପୋଲିସ୍‌ର ଡିଏସ୍‌ପି ପଦରେ ଯୋଗଦେଲେ ବରିଷ୍ଠ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା

କଟକ : ବରିଷ୍ଠ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଆଜି ଓଡ଼ିଶା ପୋଲିସ୍‌ର ଡିଏସ୍‌ପି ପଦରେ ଯୋଗ ଦେଇଛନ୍ତି । ଟୋକିଓଠାରେ ଅନୁଷ୍ଠିତ ହୋଇଥିବା ଅଲମ୍ପିକ୍ସ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଟିମ୍‌ର ଅନ୍ୟତମ ମୁଖ୍ୟ ସଦସ୍ୟ ଭାବେ ବୀରେନ୍ଦ୍ର ଦେଶ ତଥା ରାଜ୍ୟ ପାଇଁ ଖ୍ୟାତି ଆଣିଥିଲେ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମୁତୟନ ହେବେ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ପୋଲିସ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କରାଯାଉଛି

ମମିତା ମେହେର ମାମଲା ସିବିଆଇକୁ ହସ୍ତାନ୍ତର ହେବା ଦରକାର : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍‌ସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ନେଇ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ପ୍ରେସମିଟ୍ କରିଛନ୍ତି। ସାମ୍ବାଦିକ

ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି: ଡିଜିପି

ଭୁବନେଶ୍ବ: ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତି ୪ ଟି ପର୍ଯ୍ୟାୟକୁ ବିଶେଷ ଗୂରୁତ୍ୱ ଦିଆଯିବ ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗୋଟେ

ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ହିଂସା : ୨୫ଟି ବୁଥରେ ପୁନଃ ନିର୍ବାଚନ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନ ସମୟରେ ରାଜ୍ୟର ଚାରିଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା। ଫଳରେ ୪ଟି ଜିଲ୍ଲାର ୨୫ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ୨୫ଟି ବୁଥରେ ପୁନର୍ବାର ନିର୍ବାଚନ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ରାଜ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଡାକ୍ତରଙ୍କ କଳାଟଙ୍କାର ଗୁମର ଫିଟିଛି। ଭୁବନେଶ୍ୱର

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ

ଭୁବନେଶ୍ବର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ , ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ନିର୍ବାଚନ ବେଳେ ରାଜନୈତିକ ଦଳ ମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତି କରି ସେମାନଙ୍କ ନାମ ରାଜ୍ୟ ନିର୍ବାଚନ କମିଶନଙ୍କୁ

ସାହିତ୍ୟିକ ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ଖଲ୍ଲିକୋଟ (୧୭ /୦୨) : ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ସିନ୍ଧୁ - ଉର୍ମି " ସାହିତ୍ୟ ସଂସଦ ତରଫରୁ ଖଲ୍ଲିକୋଟ ବିକ୍ରମପୁର ଗ୍ରାମ ର କୃତବିଦ୍ୟ କବି ଓ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଚିବ ଡ଼ .ପ୍ରଫେସସର ଅଧ୍ୟାପକ ସ୍ବର୍ଗତ ହର ପରିଛା ପଟନାୟକ ଙ୍କ

ନିର୍ବାଚନ ହାରିବା ଭୟରେ ରକ୍ତମୁଖା ପାଲଟିଛି ବିଜେପି- ସସ୍ମିତ ପାତ୍ର

ଭୁବନେଶ୍ୱର: ନିର୍ବାଚନୀ ହିଂସା ନେଇ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ।