Sign in
Sign in
Recover your password.
A password will be e-mailed to you.
ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ବରୁଣ
ନୂଆଦିଲ୍ଲୀ ୧୮।୦୨: ବିଗତ ଅନେକ ସମୟରୁ ନିଜ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଚାଲିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଅନେକ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେ ଘେରିଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ବରୁଣ ଗାନ୍ଧୀ। ଶୁକ୍ରବାର ଦେଶରେ ବ୍ୟାପକ ଭାବେ!-->…
ହିଜାବ ଇସଲାମର ଅଂଶ ନୁହେଁ, ୧୯୮୫ରୁ କଲେଜରେ ଚାଲି ଆସିଛି ୟୁନିଫର୍ମ: ହାଇକୋର୍ଟରେ ନିଜର ପକ୍ଷ ରଖିଲେ ସରକାର
ନୂଆଦିଲ୍ଲୀ ୧୮।୦୨: ହିଜାବ ପିନ୍ଧିବା ଇସଲାମ ଧର୍ମର ମାନ୍ୟତା ନୁହେଁ କି ଏହା ଅଂଶ ବିଶେଷ ମଧ୍ୟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ୍ ଏବଂ କଲେଜରେ ହିଜାବ ଉପରେ ରୋକ୍ ଆଦେଶ ଜାରି କରିଥିଲେ। କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଉପରେ ଜାରି ଶୁଣାଣି ସମୟରେ ରାଜ୍ୟ ସରକାର!-->…
ମମତା ସାଜିଲେ ଦୁର୍ଗା, ମୋଦି ମହିଷାସୁର : ଭାଇରାଲ ହେଉଛି ପୋଷ୍ଟର
ମଦନପୁର: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ପୋଷ୍ଟର। ଏହି ପୋଷ୍ଟର୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଦୁର୍ଗାଙ୍କ ଅବତାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଜିଛନ୍ତି ମହିଷାସୁର। ଗୋଟିଏ ତ୍ରିଶୁଳରେ ମମତା ଦୁର୍ଗା ରୂପରେ ମହିଷାସୁର!-->…
ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍
ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି!-->…
ନିର୍ବାଚନ ଲଢ଼ୁଛନ୍ତି ୨୫୦ ଥର ଜେଲ ଯାଇ ସାରିଥିବା ନେତା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟ ଭୋଟ ବାକି ଅଛି। ଏସବୁ ଭିତରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୬୬!-->…
ହିମାଳୟା ଯୋଗୀ’ଙ୍କୁ ଗୁପ୍ତ ତଥ୍ୟ ଦେଇ ଅଡ଼ୁଆରେ ଚିତ୍ରା ରାମକୃଷ୍ଣ
ନୂଆଦିଲ୍ଲୀ: ହିମାଳୟରେ ଅବସ୍ଥାପିତ ତଥାକଥିତ ଜଣେ ଯୋଗୀଙ୍କୁ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିବା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ଯୋଗୀଙ୍କୁ ଚିତ୍ରା ଦୀର୍ଘ ବର୍ଷ ହେଲା ଗୁପ୍ତ ତଥ୍ୟ ଦେବା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ!-->…
ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ : ୩୮ ଜଣଙ୍କୁ ମିଳିଲା ଫାଶୀଦଣ୍ଡ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ଗୁଜରାଟର ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣରେ ବଡ଼ ରାୟ ଆସିଛି। ଏହି ସିରିଜ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ!-->…
ଭିଜିଲାନ୍ସ ଜାଲରେ ସୁନାବେଡା ମ୍ୟୁନିସିପାଲିଟି ଯନ୍ତ୍ରୀ
ସେମିଲିଗୁଡା କୋରାପୁଟ : କୋରାପୁଟ ଜିଲ୍ଲା ଭିଜିଲାନସ କବଳରେ ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ । ସହକାରୀ ଯନ୍ତ୍ରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟଧରି କୋରାପୁଟ ପରେ ସୁନାବେଡା ପୌର ପରିଷଦର କାମ!-->!-->!-->…
ଚାଲିଛି ଗଣତନ୍ତ୍ରର ମହାପର୍ବ, ଶାନ୍ତିଶୃଙ୍ଖଳାରେ ଭୋଟ ଦେଉଛନ୍ତି କୋଟିଆବାସୀ
କୋରାପୁଟ : ଭୋଟ ଦେଉଛି କୋଟିଆ । ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆରେ ପଞ୍ଚାୟତରେ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସମସ୍ତ ଦ୍ବନ୍ଦକୁ ପଛରେ ପକାଇ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ 7ଟାରୁ ମତଦାନ ଆରମ୍ଭ!-->…
କଂଗ୍ରେସ ଗଡ଼ରେ ବିଜେଡିର ବିଜୟୀ ଆଶା, ହେଲେ ବିଜେଡିର ପୂର୍ବ ପ୍ରତିଶ୍ରୁତି ବିଫଳ ଓ ଦଳବିରୋଧୀ ସାଜିଛି କଣ୍ଟା
ଦାରିଙ୍ଗବାଡ଼ି (୧୮/୦୨) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ନିକଟ ହେଉଛି ନିର୍ବାଚନ ପ୍ରଚାର ସେତେ ଜୋରଦାର ବୃଦ୍ଧି ପାଉଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭରୁ ଆଯଯାଏ ୨ ଟି ଜିଲାପରିଷଦ ପଦ କଂଗ୍ରେସ ହାତମୁଠାରେ ରହି ଆସିଛି।ବିଜେଡି ଏଥର କଂଗ୍ରେସ ଗଡ଼କୁ ଦଖଲ!-->!-->!-->…