Sign in
Sign in
Recover your password.
A password will be e-mailed to you.
୨ ହାଇଓ୍ୱେ ଲୁଟେରା ଗିରଫ
ଭୁବନେଶ୍ୱର: ପୋଲିସ ପଞ୍ଜାରେ ଦୁଇ ହାଇୱେ ଲୁଟେରା । ଲୁଟ ପାଟ ବେଳେ ସପ୍ତଶତୀ ମନ୍ଦିର ପାଖରୁ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପିସିଆର୍ ଭ୍ୟାନ୍ । ଥାନାରେ ପଚରାଉଚରା କରୁଛି ପୋଲିସ ।
ଖବର ଅନୁଯାୟୀ, ଭୁବନେଶ୍ୱର-କଟକ ରାସ୍ତାରେ ଗାଡି ଅଟକାଇ ଲୁଟ୍ କରୁଥିଲେ । ଏପିରିକି ଲୋକଙ୍କୁ ନିଶା!-->!-->!-->…
ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅ ମୃତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କେନ୍ଦୁବାହାରା ଗାଁରେ ଦୁଃଖଦ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅଙ୍କର ମୃତ୍ଯୁ ଘଟିଛି। ରାତିରେ ଶୋଇଥିବା ବେଳେ ପ୍ରଥମେ ଝିଅକୁ ସାପ କାମୁଡ଼ିଥିଲା । ସାପ ଘଉଡ଼ାଇବାକୁ ଉଦ୍ୟମ ବେଳେ ମାଆକୁ ମଧ୍ୟ ସାପ କାମୁଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ!-->…
ମେ’ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି: ସମୀର ଦାସ
ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଜୁନ୍ ବଦଳରେ ମେ' ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ହେଲେ ଏପର୍ଯ୍ୟନ୍ତ ଖରାଛୁଟି ପରିବର୍ତ୍ତନ କରିବାକୁ ବିଚାର କରାଯାଇନଥିବା କହିଛନ୍ତି ବିଦ୍ୟାଳୟ ଓ!-->…
କରୋନା ନିୟମ ପାଳନ କଲେ ସଂକ୍ରମଣକୁ ରୋକିପାରିବା: ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ନେଇ ପୁଣି ଲୋକଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେହେତୁ ଦେଶରେ ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି। ସତର୍କ ରହିବାକୁ ହେବ। ଆମର କେମିତି ନ ବଢ଼ିବ, ଯଦି!-->…
ରାଜ୍ୟରେ ଆଉ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୭୯ ଜଣକୁ ବୃଦ୍ଧି ପାଇଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ!-->!-->!-->…
କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ , ଜଳସେଚନ ପ୍ରକଳ୍ପ କାମର ତଦାରଖ କଲେ
ଯୋଡ଼ା/କେନ୍ଦୁଝର: ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ। ତାଙ୍କ ସହିତ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଗସ୍ତରେ ଆସିଛନ୍ତି। ହେଲିକପ୍ଟର ଯୋଗେ ଆସି ପ୍ରଥମେ ଚମ୍ପୁଆ!-->…
ସାମାନ୍ୟ ଯୁକ୍ତିତର୍କରୁ ଡବଲ ମର୍ଡର
କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ। ଗୁରୁତରଙ୍କୁ!-->…
ମାଲକାନିଗିରି ରେ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଦ୍ଵାରା ମୁଖ୍ୟ ଡାକଘର ଉଦ୍ଘାଟିତ…
ମାଲକାନଗିରି : ଆଜି କେନ୍ଦ୍ର ରେଳ , ଯୋଗାଯୋଗ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କ ମାଲକାନଗିରି ଗସ୍ତ ଅବସରରେ ଜିଲା ଡାକଘରର ଶୁଭ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଆଗମିଦିନରେ ଡାକଘରେ ଅଧିକ ୨୨ପ୍ରକାର ସୁବିଧା!-->…
ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ : ଆକର୍ଷଣୀୟ ପଥରରେ ପୋତାଗଡ଼ର ମୁଖ୍ୟ…
ଗଂଜାମ / ଛତ୍ରପୁର : ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ତହସିଲ ଅଫିସ ପକ୍ଷରୁ କୁହାଯାଇଛି। ଏହାର!-->!-->!-->…
ଲାଞ୍ଜିଆ ବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ପାଳିତ…
ବ୍ରହ୍ମପୁର : ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ମହାରଣାଙ୍କ ସଭାପତିତ୍ବରେ " ପ୍ରବେଶ ଉତ୍ସବ " ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ କାହ୍ନୁ ଚରଣ ପାତ୍ର, ସରପଞ୍ଚ!-->!-->!-->…