Sign in
Sign in
Recover your password.
A password will be e-mailed to you.
ସାବରମତି ଆଶ୍ରମରେ ଚରଖା ଚଳାଇବା ଶିଖିଲେ ବୋରିସ ଜନସନ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ!-->…
ଫ୍ରିଜ ଭିତରେ ରହି ଯାଇଥିବା ହେତୁ ଭୂସ୍ଖଳନରୁ ବଞ୍ଚିଗଲା ୧୧ବର୍ଷର ବାଳକ
ନୂଆଦିଲ୍ଲୀ: ଫିଲିପାଇନ୍ସରେ ଦିନସାରା ଫ୍ରିଜ୍ ଭିତରେ ରହିବା ପରେ ଜଣେ ୧୧ ବର୍ଷର ବାଳକ ଭୂସ୍ଖଳନରୁ ବଞ୍ଚି ଯାଇଥିବା ଖବର ମିଳିଛି। ଗତ ଶୁକ୍ରବାର ଦିନ ସିଜେ ଜେସ୍ମେ ନାମକ ବାଳକ ନିଜ ପରିବାର ସହିତ ଘରେ ଥିବା ବେଳେ ଫିଲିପାଇନ୍ସର ବେବେ ସିଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି!-->…
ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍
କିଭ୍: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ!-->…
ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଆଜି ଗୁଜରାଟର ଅହମ୍ମଦାବାଦ୍ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ!-->…
ଜମ୍ମୁ-କଶ୍ମରୀରେ : ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମରୀରେ ଚାଲିଥିବା ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ଗୋଟିଏ ବୀମା ଯୋଜନାରେ ହେରଫେର କରାଯାଇଥିବା ଅଭିଯୋଗ ଆସିବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା!-->…
ଅବୁ ସାଲେମର ଆବେଦନ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସାଲେମ ୨୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ବିରୋଧରେ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଅସାମାନ୍ୟ ବୋଲି କହିଛନ୍ତି। ଏଥିସହ ଏହି ଘଟଣାର ନିଷ୍ପତ୍ତି କେନ୍ଦ୍ର ସରକାର ସମୟ ଆସିଲେ ନେବେ ବୋଲି!-->…
ମସଜିଦରେ ଭୟଙ୍କର ବିସ୍ଫୋରଣ: ୧୧ ମୃତ, ୪୦ରୁ ଅଧିକ ଆହତ
କାବୁଲ: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆଫଗାନିସ୍ତାନର ମଜାର-ଇ-ଶରିଫରେ ଥିବା ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର!-->…
ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡକାଳୀ ଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ସକଳେଶ୍ଵର ମହାଦେବଙ୍କ ସିଂହଦ୍ଵାର ସଂସ୍କାର ଓ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…
ପ୍ରତିକ୍ଷିତ ମା ତାରା ତାରିଣୀ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ…
ଛତ୍ରପୁର : ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ଙ୍କ ପ୍ରତିଷ୍ଠା ଉସବ ଆସନ୍ତା ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ପାଳନ କରାଯିବ । ଏଥି ସକାଶେ ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ!-->…
ଉପକୂ୍ଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ନେତା ବଟକୃଷ୍ଣ ସ୍ବାଇଁଙ୍କୁ ନିଃସର୍ତ୍ତରେ ଖଲାସ କରିବା ଦାବିନେଇ…
ବ୍ରହ୍ମପୁର, : ଉପକୂ୍ଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ନେତା ସାଥି ବଟକୃଷ୍ଣ ସ୍ୱାଇଁ ଜାମିନରେ ଜେଲରୁ ବାହାରିଲା ବେଳେ ଅନ୍ୟାୟ ଭାବେ ତାଙ୍କୁ ପୁନଃ ଗିରଫ କରିବା ବିରୁଦ୍ଧରେ ଆଜି ଜିଲ୍ଲାର ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…