Sign in
Sign in
Recover your password.
A password will be e-mailed to you.
ଜଳଛତ୍ର ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ : ପାଣି ପିଇ ୩ ଗୁରୁତର…
ମାଲାକାନଗିରି : ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତ ର ଏମପିଭି ୪୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ସେଠାରେ ଏକ ଜଳଛତ୍ର କେନ୍ଦ୍ର ର ମାଠିଆ ପାଣି ଭିତରେ କେହି ଦୁର୍ବୁତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକା ଙ୍କ ସମେତ ୩ ଜଣ ଗୁରୁତ୍ତର!-->!-->!-->…
ଲଷ୍ମୀପୁର ଚମ୍ପି ଗ୍ରାମ ରେ ଠାକୁରାଣୀ ଘଣ୍ଟ ଯାତ୍ରା ଉଯାପିତ…
ଲଷ୍ମୀପୂର : ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଚମ୍ପି ଗ୍ରାମ ପଂଚାୟତ ଠାରେ ମା ବୁଢ଼ୀ ଠାକୁରାଣୀ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ଦୁଇ ବର୍ଷ ପରେ ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି. କୋରଣା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଯାତ୍ରା ହୋଇପାରୁନଥିଲା କିନ୍ତୁ ଏ ବର୍ଷ ବହୁ!-->!-->!-->!-->!-->…
ମାଓ ପ୍ରଭାବିତ ଜୋଡାଆମ୍ବ ଗ୍ରାମ ଚିତ୍ରକୋଣ୍ଡା ବ୍ଲକରେ ଗୋଷ୍ଠି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ…
ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜୋଡାଆମ୍ବ ଗ୍ରାମ ଠାରେ କୁଡୁମୁଳୁଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା!-->!-->!-->…
ପୁଅ ବାହାଘର ଶୋଭା ଯାତ୍ରା ପାଲଟିଲା ବାପର ଶବଯାତ୍ରା : ଡିଜେ ଆବାଜରେ ବରପିତାଙ୍କ ହୃଦ ଘାତରେ ମୃତ…
ମାଲକାନଗିରି : ମାଲକାନଗିରି ରେ ଘଟିଯାଇଛି ଏହିଭଳି ଏକ ହୃଦୟ ବିଦରକ ଦୃଶ୍ୟ, । ଗତକାଲି ସୁଦୂର ଦିଲ୍ଲୀରୁ ନିଜ ପୁଅଅଙ୍କିତର ବାହାଘର ପାଇଁ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ମାଲକାନଗିରି ଆସିଥଲେ । ପୁଅ ଅଙ୍କିତ ମାଲକାନଗିରି ର ଜଣେ ଯୁବତୀଙ୍କୁ ଭଲ ପାଇବା ପରେ ବିବାହ ପାଇଁ ସ୍ଥିର!-->!-->!-->!-->!-->…
ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ, ଅଗ୍ନିଶମ ବିଭାଗର ମକଡ୍ରିଲ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନି ସମ ବିଭାଗ ନିଜ ନିଜର ରଣକୌଶଳ ଦେଖାଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ କିଭଳି ଲୋକ କୁ ରକ୍ଷା!-->!-->!-->…
ବିଜୁଜନତା ଦଳ ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଳକ ଓ ଏନଏସିର ନବ ନିର୍ବାଚିତ ଜନ ପ୍ରତିନିଧି…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ସ୍ଥିତ ମିଶ୍ର କଲ୍ୟାଣ ମଣ୍ଡପରେ ବିଜୁଜନତା ଦଳ ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଳକ ଓ ଏନଏସିର ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଫୁଲତୋଡ଼ା ଓ ଉପଡୋକନ ଦେଇ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ ସାଲୁଗା ପ୍ରଧାନ। ବିଧାୟକ!-->!-->!-->…
ପଥିକ ମାନଙ୍କ ପାଇଁ ଜଳଦାନ ବ୍ୟବସ୍ଥା କଲେ ସରପଞ୍ଚ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବିଭିନ୍ନ ଛକମାନଙ୍କରେ ପଥିକ ମାନଙ୍କ ଶୋଷକୁ ମେଣ୍ଟାଇବା ପାଇଁ ଜଳ ଛତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଜଳଦାନ ବ୍ୟବସ୍ଥା ଆପଣେଇଛନ୍ତି ଟିକାବାଲି ସରପଞ୍ଚ କୁନ୍ଦରୁ ମଲ୍ଲିକ ଏହି ବ୍ୟବସ୍ଥାକୁ ଫଳପ୍ରଦ ଆଉ ମଜୁଭୂତ କରିବା ପାଇଁ ସହଯୋଗ କରିଛନ୍ତି!-->!-->!-->…
ବଣେଇ ଅବକାରୀ ବିଭାଗର ଚଢାଉ : ଅଟୋ ସହିତ ୧୫୦ ଲିଟର ମଦ ଜବତ ଓ ଗାଡି ଚାଳକ ଗିରଫ…
ରାଉରକେଲା :(ବସନ୍ତ କୁମାର ଜେନା); ବଣାଇ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରି ଦେଶୀ ମହୁଲି ମଦ ୧୫୦ ଲିଟର ଜବତ କରିବା ସହିତ ଅଟୋ ସହିତ ଚାଳକ ଗିରଫ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଜି!-->!-->!-->…
ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ବିବାହିତ ମହିଳା ଗୁରୁତର…
ରାଉରକେଲା : (ବସନ୍ତ କୁମାର ଜେନା); ବଣାଇଁଗଡ ସହରସ୍ଥିତ କଲେଜ ପଛପଟ ସାହିରେ ଜଣେ ବିବାହିତା ମହିଳାଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଉକ୍ତ ମହିଳା ସଞୁଲତା ବାରିକ (୩୫)ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତ ପିନ୍ଧିଥିବା!-->!-->!-->…
ବିବେକାନନ୍ଦ ସ୍ମାର୍ଟ ସ୍କୁଲ୍ ଆନୁକୁଲ୍ୟରେ ପାଳିତ ହୋଇଛି ବାର୍ଷିକ ଉତ୍ସବ…
ବାଲିମେଳା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ତଥା ବିକାଶ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବେ ପରିଚିତ ମାଲକାଗିରି ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ନଗରର ବିବେକାନନ୍ଦ ସ୍ମାର୍ଟ ସ୍କୁଲ୍ ଆନୁକୁଲ୍ୟରେ ଆଜି ସନ୍ଧ୍ୟା ସମୟରେ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଯାଇଛି । ତେବେ ଏହା!-->!-->!-->…