ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

କଟକ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ସିଂ । ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁବାସ । ଏନେଇ ଆଜି ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି ସୁବାସ

ନବନିର୍ବାଚିତ ସମସ୍ତ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଲକ ଓ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କିଛି ଦିନ ତଳେ ହୋଇଥିବା ନିର୍ବାଚନରେ ବିଜୁ ଜନତାଦଳ ର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପରିଷଦ

ମାଲକାନଗିରିରେ ନକଲି ଫ୍ୟାନ ଦୋକାନ ଉପରେ ଚଢାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ 70 ଭାଗରୁ ଉର୍ଦ୍ଧ ଆଦିବାସୀ ତଥା ଗରିବ ଶ୍ରେଣୀର ଲୋକ ବାସ କରୁଥିବାବେଳେ ଏହାର ସୀମାନ୍ତରେ ଛତିଆଗଡ଼,ଆନ୍ଧ୍ର ଓ ତେଲେଙ୍ଗାନା ଭଳି ତିନଟି ସୀମାନ୍ତ ରାଜ୍ୟ ରହିଅଛି l ଦୀର୍ଘ ଦିନ ହେବ ମାଲକାନଗିରି ଜିଲାରେ ହାଟ ତଥା ମୁଖ୍ୟ ବଜାରରେ ଚାଲିଛି ନକଲି

ଦାରିଙ୍ଗବାଡ଼ି ମହାମାୟୀ ମନ୍ଦିରରେ ରତ୍ନମୁଦ

ଦାରିଙ୍ଗବାଡ଼ି,୨୧/୪ : ଦାରିଙ୍ଗବାଡ଼ି ସ୍ଥିତ ଲୋହୋରା ସାହିରେ ମା ମହାମାୟୀଙ୍କ ନବନିର୍ମିତ ମନ୍ଦିରରେ ରତ୍ନମୁଦ ମରାଯାଇଛି । ଏହି ଅବସରରେ ଶିବମନ୍ଦିର ମନ୍ଦିର ଠାରୁ ମହାମାୟୀ ମନ୍ଦିର ପର୍ଯ୍ୟନ୍ତ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁରୋହିତ ଲଡୁ କିଶୋର ରଥ,ଗଙ୍ଗାଧର ଷଡଙ୍ଗୀ ଓ ଆଲୋକ

ମନ୍ଦରଡା ଶିକ୍ଷା କ୍ଳଷ୍ଟର ପକ୍ଷରୁ ବନ୍ଧୁ ମିଳନ

ପାତ୍ରପୁର : ମନ୍ଦରଡା ଶିକ୍ଷା କ୍ଳଷ୍ଟର ପକ୍ଷରୁ ଶିକ୍ଷକ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରଙ୍ଗୀ ସ୍ଥିତ ମା ବନଦୁର୍ଗା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରଙ୍ଗୀ ଶ୍ରୀ ଶ୍ୟାମ ସୁନ୍ଦର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ଟହଲ ସଭାପତିତ୍ୱ

ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛନ୍ତି କୋହଲି

ମୁମ୍ବାଇ: ପୂର୍ବତନ ଭାରତୀୟ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ଏବେ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ପ୍ରଥମ ବଲ୍‌ରେ ଆଉଟ୍ ହେବା ସହ ଆଇପିଏଲ୍‌ ଇତିହାସରେ ଚତୁର୍ଥ ଥର ପାଇଁ ଖାତା ଖୋଲିବା

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଏକ ଦିବାସୀୟ ରାଜଗାଙ୍ଗପୁର ଗସ୍ତ

ଡାଲମିଆଁ ସିମେଣ୍ଟ କମ୍ପାନୀ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ। ରାଉରକେଲା : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଏକ ଦିବସୀୟ ରାଜଗାଙ୍ଗପୁର ଗସ୍ତ ସାରି ଫେରି ଯାଇଛନ୍ତି। ଗୁରୁବାର ସକାଳେ ତପସ୍ୱିନୀ ଏକ୍ସପ୍ରେସ ଯୋଗେ ରାଜଗାଙ୍ଗପୁର ରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ

ଫୁଲବାଣୀ ଡାକମଣ୍ଡଳ ତରଫରୁ ଡାକ ମେଳା ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଠାରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏ ଏସ ପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଫୁଲବାଣୀ ସବ ଡିଭିଜନର ଏ ପିଆଇ ସଂଜୟ କୁମାର

ଗୁଟଖା ବିଜ୍ଞାପନ ଲାଗି କ୍ଷମା ମାଗିଲେ ଅକ୍ଷୟ କୁମାର 

ମୁମ୍ବାଇ: କୋଟି କୋଟି ଟଙ୍କାର ବିଜ୍ଞାପନକୁ ଛାଡ଼ିଲେ ଅକ୍ଷୟ କୁମାର। ଏକ ପ୍ରମୁଖ ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପଦବୀରୁ ଓହରି ଯାଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଗୁଟ୍‌ଖା ଭଳି ନିଶା ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବାରୁ ପ୍ରବଳ ସମାଲୋଚନାର ଶିକାର ହୋଇ ଥିଲେ ଅକ୍ଷୟ

ଜିନୋମ ସିକ୍ୟୁଏନସିଂରୁ ଜଣାପଡ଼ିଲା : ଦିଲ୍ଲୀରେ ସଂକ୍ରମଣ ବଢ଼ାଉଛି ଓମିକ୍ରନର ୯ଟି ଉପପ୍ରଜାତି

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖି ଦିଲ୍ଲୀ ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଭଳି ହଠାତ୍ ସଂକ୍ରମଣ ବୃଦ୍ଧି ପଛର କାରଣ ଜାଣିବା ପାଇଁ କରୋନା ଆକ୍ରାନ୍ତଙ୍କ