Sign in
Sign in
Recover your password.
A password will be e-mailed to you.
ଉମରକୋଟ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର
ନବରଙ୍ଗପୁର (୧୧/୭) : ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ!-->…
ଅଲ୍ ଇଣ୍ଡିଆ ଡ଼ିଏସ୍ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ
ଭୁବନେଶ୍ବର : ଆସନ୍ତା ସେପ୍ଟମ୍ବର ୧୦ ଓ ୧୧ ତାରିଖରେ ଅଲ୍ ଇଣ୍ଡିଆ ଡ଼ିଏସ୍ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ପ୍ରକାଶ ମହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ନୂତନ ଜାତୀୟ ଶିକ୍ଷାନିତି ଫଳରେ ବିଦ୍ୟାର୍ଥୀ!-->…
ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ବୈଠକ
ଛତ୍ରପୁର (୧୧/୦୭) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଲଗାତର ଏବଂ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଆକଳନର ସଠିକ ରୂପାୟନ ହେଲେ ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯିବ । ଏଣୁ ଏହାର ମୁକାବିଲା ନିମନ୍ତେ ଓସ୍ବାନ ହଲରେ ଜିଲ୍ଲା!-->…
ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର…
ବାଲିଗୁଡା : ସ୍କୁଲ ହତା ମଧ୍ୟକୁ ସାମ୍ବାଦିକ ଙ୍କୁ ମନା l ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି l ଗଣଶିକ୍ଷା ବିଭାଗର!-->…
‘ଗଲି ବୟ’ ଫେମ୍ ସିଦ୍ଧାନ୍ତଙ୍କ ସହ କାର୍ରେ ନଜର ଆସିଲେ ଅମିତାଭଙ୍କ ନାତୁଣୀ ନବ୍ୟା ନବେଲି
ମୁମ୍ବାଇ: ବଲିଉଡ୍ର କେଉଁ ବି ସେଲିବ୍ରେଟି ଯୋଡ଼ିଙ୍କ ପ୍ରେମ କାହାଣୀ ଲୁଚି ରହିପାରେନି। କିଛି ଦିନ ମଧ୍ୟରେ ତାହା ସର୍ବସାଧାରଣରେ ଚର୍ଚ୍ଚା ପାଲଟିଯାଏ। ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ତାହା କେବେ ନା କେବେ କ୍ୟାମେରା ଆଖିରେ ଧରା ପଡ଼ିଯାଏ। ନିକଟରେ ଏକ ଖବରରୁ ଜାଣିବାକୁ ମିଳିଛି ଯେ!-->…
ନକଲି ଆଇପିଏଲ ଆୟୋଜନ କରି ରୁଷୀୟ ଲୋକଙ୍କୁ ଲଗାଇଲେ ଚୂନ
ଅହମଦାବାଦ : ଆପଣ ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ଆପଣ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର!-->…
ଜାପାନ ନିର୍ବାଚନରେ ସିଞ୍ଜୋ ଆବେଙ୍କ ଦଳର ବିପୁଳ ବିଜୟ
ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଏକ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାପାନରେ ହୋଇଥିବା ନିର୍ବାଚନରେ ଲୋକମାନେ ଆବେଙ୍କ ଦଳକୁ ଭୋଟ ଦେଇ ବିପୁଳ ବିଜୟ ଆଣି ଦେଇଛନ୍ତି ।ଜାପାନର ଉଚ୍ଚ ସଦନ ପାଇଁ ଗତ ରବିବାର ଦିନ ଭୋଟ ଗ୍ରହଣ ହୋଇଥିଲା । ଗତ ସପ୍ତାହରେ!-->…
ଶ୍ରୀଲଙ୍କାକୁ ମିଳିବ ନୂଆ ରାଷ୍ଟ୍ରପତି, ଜୁଲାଇ ୨୦ରେ ହେବ ନିର୍ବାଚନ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜରାସ୍ତାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁଆଡେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳୁଛି। ପେଟ୍ରୋଲ, ବିଦ୍ୟୁତ୍ ଏବଂ ଖାଦ୍ୟ ଭଳି ମୌଳିକ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି।!-->…
ନର୍ସଙ୍କ ଗାଁରେ ପହଞ୍ଚିଲେ ରାଜ୍ୟପାଳ
ଯାଜପୁର: ନର୍ସଙ୍କ ଗାଁରେ ପହଞ୍ଚିଲେ ରାଜ୍ୟପାଳ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଳା ରସୁଲପୁର ଖଇରାବାଦ ଗାଁରେ । ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ!-->…
ଏଆଇଏଡିଏମକେରେ ଗୋଷ୍ଠୀ କନ୍ଦଳ, ବିଦା ହେଲେ ପନୀରସେଲଭମ୍
ଚେନ୍ନାଇ : ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି । ଆଜି ଇ.କେ. ପଲାନିସ୍ବାମୀ (ଇକେପି) ଦଳର ଅନ୍ତରୀଣ ମହାସଚିବ ମନୋନୀତ ହୋଇଛନ୍ତି । ଏହା ସହିତ ଦଳର ସାଧାରଣ ପରିଷଦ ତାଙ୍କୁ ନିଷ୍ପତ୍ତି ନେବା ପାଇଁ କ୍ଷମତା ଅର୍ପଣ କରିଛି । ମହାସଚିବ ହେବା ପରେ!-->…