ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । । ବିବାଦ ବଢ଼ିବା ସହ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ଆଉ ଏହି ପ୍ରକଳ୍ପ ରାଜନେତା ମାନଙ୍କ ପାଇଁ ଏକ ରାଜନୈତିକ ବିଷୟ ବସ୍ତୁ ପାଲଟି ଯାଇଛି । ମନ୍ଦିରକୁ ଆଡରେ ରଖି ବର୍ତ୍ତମାନ ରାଜନୀତିର ଗୋଟି…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁୁବନେଶ୍ୱର: ବହୁ ଚର୍ଚ୍ଚିିତ ବର୍ଷା ଓ ଅନୁଭବ ମହାନ୍ତିଙ୍କ ଘରୋଇ ହିଂସା ମାମଲାର ଆଜି ହୋଇଛି ଶୁଣାଣୀ । ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଅନୁଭବ ବର୍ଷାଙ୍କ ବିରୋଧରେ ପୋଷ୍ଟ କରିବା ପରେ ଏହି ମାମଲା ବର୍ତ୍ତମାନ ଭିନ୍ନ ଏକ ମୋଡ଼ ନେଇଛି । ଅନୁଭବଙ୍କ ପକ୍ଷରୁ ଦାୟର…

ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋ’ ମାଂସ ଖାଇପାରିବି: ସିଦ୍ଧରମୈୟା

ବେଙ୍ଗାଲୁରୁ: ‘ମୁଁ ଜଣେ ହିନ୍ଦୁ। ମୁଁ ଚାହିଁଲେ ଖାଇପରିବି ଗୋ’ ମାଂସ।’ ଗୋ’ ମାଂସ ଖାଇବାକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ସିଦ୍ଧରମୈୟା। ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ଏବେ ଚାରିଆଡ ଚର୍ଚ୍ଚା ଆରମ୍ଭ…

ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ICICI ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ

ନବରଙ୍ଗପୁର (୨୪.୫) : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ ସେବାରେ ଲାଗିବା ପାଇଁ ନବରଙ୍ଗପୁର ICICI ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ…

ମାଥିଲି ପେଟ୍ରୋଲ ପମ୍ପ୍ ସନ୍ନିକଟରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ

ମାଲକାନଗିରି : ଗତକାଲି ମାଥ୍‌ଲି ପେଟ୍ରୋଲ ପମ୍ପ୍ ନିକଟରୁ ବିରଳ ବଜ୍ରକାପ୍ତି ଉଦ୍ଧାର ହୋଇଛି । ଖାଦ୍ୟ ଅନ୍ବେଷଣରେ ବଜ୍ରକାପ୍ତାଟି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ , ସୋମବାର ରାତିରେ କିଛି ଯୁବକ ମାଥିଲି ସଦର ପେଟ୍ରୋଲ ପମ୍ପ ନିକଟରେ ଏକ ବଜ୍ରକାପ୍ତା…

ଜନଶୁଣାଣୀ ରେ ଅଜଣା ନୀତି ପ୍ରଭାବିତ ଜନତା ଉପେକ୍ଷିତ…

ଲହୁଣୀପଡ଼ା/ ସୁନ୍ଦରଗଡ଼ : ବଣାଇ ଉପଖଣ୍ଡ ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତ ର କପଣ୍ଡ ରାଜସ୍ବ ଗ୍ରାମର ବଡବାହଲ ଓ ପଟାଝରଣ ଠାରେ କାଇ ଇଣ୍ଟରନେସନାଲ ଏକ ଆଇରନ ସ୍ପଞ୍ଜ କାରଖାନା ଖୋଲିବା ନେଇ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଏହି ଜନଶୁଣାଣୀ ପ୍ରଭାବିତ…

ଜିଲ୍ଲା ବିଜେଡିର ଆଗାମୀ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼(୨୩/୦୫) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ଅମ୍ବା ହୋଟେଲ ଠାରେ ଆଗାମୀ ସମବାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରଘୁନାଥପାଲି ବିଧାୟକ ସୁବ୍ରତ ତରେଇଙ୍କ ସଭାପତିତ୍ବରେ…

ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ : ବିଭାଗୀୟ ତଦନ୍ତ ଦାବୀ

ଫୁଲବାଣୀ (୨୩/୦୫) : ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ…

କାମ କରିବାକୁ ଯାଇଥିଲେ ବିଦେଶ, ଏବେ ପେଟପୋଷିବା ଲାଗି ମାଗୁଛନ୍ତି ଭିକ

ଛତ୍ରପୁର : କାମ କରିବାକୁ ଯାଇ ଆରବ ଦେଶର କତରରେ ଜଣେ ଓଡ଼ିଆ ଶ୍ରମିକ ଭିକ ମାଗି ଚଳୁଥିବା ଜଣାପଡିଛି। ସେ ହେଲେ ଗଞ୍ଜାମ ଜିଲା ଖଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଷ୍ଣୁ ପ୍ରସାଦ ଡାକୁଆ। ଗାଁରେ କୋଣସି କାମଧନ୍ଦା ନ ପାଇବାରୁ ଗତ ଦେଢ଼ ବର୍ଷ ତଳେ ଆରବ ଦେଶର କତରକୁ ସେ କାମ…

ବାରବାଟୀ ଆସିବେନି ରୋହିତ, କୋହଲି, ସାମି, ବୁମ୍‌ରା

ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ…