୩ ଛୁଆଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲା ବାପା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲା ୩ ଜଣିଆ ଏଏସ୍‌ଆଇ ଟିମ୍

ପୁରୀ: ଏସଆଇ ଆଞ୍ଚଳିକ ନିର୍ଦେଶକ ଦିଲୀପ ଖମାରିଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଓବିସିସି, ଟାଟା ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଏହି ଅନୁଧ୍ୟାନ ସମୟରେ ଉପସ୍ଥିତ ଥିଲେ। ତେବେ…

ମେ’ ୧୦ ତାରିଖ ଯାଏ ବଢ଼ିଲା ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ସମୟସୀମାକୁ ପୁଣି ଆସନ୍ତା ମେ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ୩୦ ତାରିଖକୁ ବୃଦ୍ଧି କରାଯାଇଥିଲା । ପରୀକ୍ଷା ଆସନ୍ତା ଜୁନ୍‌ ମାସରେ ହେବ…

ଅନ୍ତ୍ୟେଷ୍ଟି ବେଳେ ଅଘଟଣ, ଜଳିଗଲେ ୧୧ ଜଣ

ମୁମ୍ବାଇ: ଅନ୍ତ୍ୟେଷ୍ଟି ବେଳେ ଘଟିଲା ଅଘଟଣ। ଶବଦାହ କରାଯାଉଥିବା ନିଆଁରେ ଜଳିଗଲେ ୧୧ ଜଣ। ଏଭଳି ଏକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ପୂର୍ବରୁ ଜଳୁଥିବା ଚିତା ଉପରେ ପେଟ୍ରୋଲ ଢ଼ାଳିବା ପରେ ନିଆଁ ବ୍ୟାପି ଯାଇଥିଲା। ଏଥିରେ ୧୧ ଜଣଙ୍କ ଗୁରୁତର…

ମେ’ ୨ରୁ ସକାଳ ୬ଟାରୁ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ସକାଳୁ ସ୍କୁଲ୍ ସମୟରେ ପରିବର୍ତ୍ତନ ହେଲା। ମେ' ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ସ୍କୁଲ୍କୁ ଯିବେ। ଆଉ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ…

ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ଗିରଫ

ଚଣ୍ଡିଗଡ: ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଆଜି ସକାଳ ସାଢ଼େ ୭ଟାରେ ମୋହାଲିରୁ ଏହି ଘଟଣାର ମୁଖ୍ୟ ଅଭିଯକ୍ତ ବରଜିନ୍ଦର ସିଂହଙ୍କୁ ପୁଲିସ ଗିରଫ କରିଛି। କୁହାଯାଉଛି ଯେ, ବରଜିନ୍ଦର ଜଣେ ପେଶାଗତ ଅପରାଧୀ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା…

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ (https:\\nirmanshramik.odisha.gov.in) କୁ ଲୋକାର୍ପଣ କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ…

କୋଳିହଳା ରେ ପାଗଳ ହନୁ ଆତଙ୍କ, ତିନି ଦିନ ରେ ଚାରି ଜଣଙ୍କୁ ଆକ୍ରମଣ…

ପାତ୍ରପୁର-ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ପାଗଳ ହନୁ ଆକ୍ରମଣରେ ଚାରି ଜଣ ଘାଇଲା ହୋଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।ଗତ ତିନି ପୁର୍ବେ ଗ୍ରାମର ରିନୁ ପ୍ରଧାନ, ନିରୁପମା ପ୍ରଧାନ ଙ୍କୁ ଆକ୍ରମଣ କରିଥିବା ବେଳେ ରବିବାର ଅପରାହ୍ନରେ ଗେଲି…

ମୁସଲିମ ବିରୋଧୀ ବୟାନ ଦେଇ ପୂର୍ବତନ କଂଗ୍ରେସ ନେତା ଗିରଫ

ଥିରୁବନ୍ତପୁରମ୍‌: ଗିରଫ ହେଲେ କେରଳର ବରିଷ୍ଠ ରାଜନେତା ତଥା ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ। ମୁସଲମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ରବିବାର ତାଙ୍କୁ ପୁଲିସ ଗିରଫ କରିଛି।ଅଧିକାରୀମାନେ କହିଛନ୍ତି ଯେ ରବିବାର ଦିନ ତିରୁବନନ୍ତପୁରମରେ…

ବାଲେଶ୍ୱରରୁ କଟକ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ମୃତ,୨ ଗୁରୁତର

ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ…