Sign in
Sign in
Recover your password.
A password will be e-mailed to you.
ବେଆଇନ ଗଛିତ ମହୁଲ ଜବତ, ଜଣେ ଗିରଫ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ୍ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି!-->…
ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ୪୦୦୦ ରୁ ଅଧିକ ଆଦିବାସୀଙ୍କୁ ନେଇ ୩୧ତମ ସମ୍ମିଳନୀ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ବାଲିମେଳା ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍ ର ମିଳିତ ଉଦ୍ୟମରେ ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ୩୧ ତମ ସାଧାରଣ ସମ୍ମିଳନୀ ଜରିଆରେ ମଇ ଦିବସ ପାଳିତ ହୋଇଛି । ଶ୍ରମିକ ଦିବସ ଉପଲକ୍ଷେ ସହର ପରିକ୍ରମା ପରେ ୧୪ଦଫା ଦାବୀ!-->…
ହିଞ୍ଜିଳିରେ ଶ୍ରମିକ ତିବସ ପାଳିତ…
ହିଞ୍ଜିଳିକାଟୁ : ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରଵିଵାର ହିଞ୍ଜିଳିକାଟୁ ପୌରପରିଷଦ!-->…
ଡ଼ା. ତିରୁପତି ସାହୁ ପାଇଲେ ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ…
ବ୍ରହ୍ମପୁର : ଗଣକବି ବୈଷ୍ଣବ ପାଣିଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ କଟକ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ପ୍ରେକ୍ଷାଳୟ ଠାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରିପତି ସାହୁ ପଞ୍ଚାୟତିରାଜ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->!-->!-->…
ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସାମା ଖୁରାମି ଙ୍କ ଅନାଥ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଇଣ୍ଟରନ୍ୟାସନାଲ…
ମଲକାନଗିରି : ଚଲାନଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟିବେରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ପରିବାର କହିଲେ ତିନି ଶିଶୁକୁ ବୁଝାଉଛି l କିଛି ସପ୍ତାହ ପୂର୍ବରୁ ୩ ଜଣ ଶିଶୁ ମାଙ୍କୁ ହରାଇ ଆଖିରୁ ଲୁହ ଶୁଖିନଥିବା ବେଳେ ଗତ ସପ୍ତାହରେ ବାପାଙ୍କ ମୃତ୍ୟୁରେ ଦୁଃଖର!-->…
ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା…
ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ କୁଟଣିପାଲି ଗ୍ରାମ ଠାରେ ବନ ବିଭାଗ ମାଥିଲି ତରଫରୁ ଆଞ୍ଚଳିକ ଭାଷାରେ ଏକ ପଥପ୍ରାନ୍ତ ନାଟକ ଓ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲର ବୃକ୍ଷରାଜି, ପଶୁ ପକ୍ଷୀ ଜୀବ ଜନ୍ତୁ ର ସୁରକ୍ଷା କରିବା ବେଣ୍ଟ ଶିକାର ନ!-->!-->!-->…
ମାଓଦମନ ସହ ବୃଦ୍ଧା ଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ମାଲକାନଗିରି ପୋଲିସ ବାହିନୀର ଡିଭିଏଫ ଯବାନ…
ମାଲକାନଗିରି : ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା।ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ!-->!-->!-->…
ସ୍ବାର୍ଥ ଓ ସର୍ତ୍ତ ରୁ ଉର୍ଦ୍ଧ୍ବ ରେ ରହି ଥିବା ଶ୍ରମିକ ସମ୍ପର୍କ ରେ ପଦେ…..
ମେ ଏକ ତାରିଖ ଶ୍ରମିକ ଦିବସ ପାଳନ ପାଇଁ ଗାଁ ରୁ ସହର ପ୍ରସ୍ତୁତ। ଆଜି କାଲି ସାମାଜିକ ଗଣ ମାଧ୍ୟମ ରେ ଯେ କୌଣସି ପର୍ବ ଉତ୍ସବ ପାଳନ ଅବସର ରେ ଅଭିନନ୍ଦନ ବାର୍ତ୍ତା ର ଅଭାବ ନ ଥାଏ। ଛପା ଗଣ ମାଧ୍ୟମ ରେ ସରକାର ଙ୍କ ସନ୍ଦେଶ ଗୁଡିକ ମଧ୍ୟ ମନ ଛୁଇଁ ଯାଏ। ତେବେ ଶ୍ରମିକ ଦିବସ ପାଳନ!-->!-->!-->…
ମହିଳା ଶିକ୍ଷାବର୍ଗରେ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ ହେଲା ମାଲକାନଗିରି
ମାଲକାନଗିରି, (୩୦।୪) : ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ!-->…
ଜଳସଂରକ୍ଷଣ ଅଭିଯାନ ସମୀକ୍ଷା ବୈଠକ ଅନୁଷ୍ଠିତ
ମାଲକାନଗିରି,(୩୦।୪) : ମାଲକାନଗିରି ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ସଭା ଗୃହରେ ବର୍ଷାଜଳ ସଂରକ୍ଷଣ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ମାଲକାନଗିରିଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯାଳୟ ଅଗଷ୍ଟ ୧୫- ୨୦୨୨ ସୁଦ୍ଧା ବର୍ଷାଜଳକୁ!-->!-->!-->…