ଦକ୍ଷତା ବିକାଶ କ୍ଷେତ୍ରରେ ନବ ଦିଗନ୍ତରେ ସୁନ୍ଦରଗଡ଼ ଜିଲ୍ଲା…

ସୁନ୍ଦରଗଡ଼ : ଦକ୍ଷତା ବିକାଶ ହେଉଛି ଆଜିର ସମାଜକୁ ଆଗକୁ ନେବାର ମୁଖ୍ୟ ଅସ୍ତ୍ର। ଏହି ଆୟୁଧ ବଳୀୟାନ କରେ ବେରୋଜଗାରମାନଙ୍କୁ ରୋଜଗାରକ୍ଷମ କରାଇବାରେ। ବିଭିନ୍ନ ବର୍ଗର ପିଲା ଲାଭାନ୍ଵିତ ହୁଅନ୍ତି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାକୁ…

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ

ବ୍ରହ୍ମପୁର : ଗତକାଲି ମଧ୍ୟରାତିରେ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କୁଡ଼ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ପ୍ରାୟ ରାତ୍ରି ୧୨ ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କଡ଼ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇ ନଗର ସ୍ଥିତ…

ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ

ଫୁଲବାଣୀ : ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ । ସଂଯୋଗ ହେବାକୁ ଯାଉଛି ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ଲାଇନ। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳଲାଇନ ପାଇଁ ରେଳ ବିଭାଗ ଏବଂ ରାଜ୍ଯ ସରକାରଙ୍କର ମିଳିତ ସହଭାଗିତାରେ ୨୪ କୋଟି ୯୯ ଲକ୍ଷ ଟଙ୍କା…

ମଇ ୨ରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

ସୁନ୍ଦରଗଡ଼ (୦୧/୦୫) : ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ…

ବାଲିଗୁଡାରେ ପ୍ରବଳ ବର୍ଷା ପବନ ସହିତ ବିଜୁଳି ମାଡ଼ : ବିଦ୍ୟୁତ ସେବା ବିଛିନ୍ନ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଦେଖିବାକୁ ମିଳିଛି ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ | ଅପରାହ୍ନ ସମୟରେ କଳାହାଣ୍ଡିଆ ମେଘ ସହିତ ପବନ ବର୍ଷା ହୋଇଯାଇଛି | ବର୍ଷା ସହିତ ପବନର ମାତ୍ରା ପ୍ରଖର ଥିବାରୁ ଲୋକେ ପଦାକୁ ବାହାରି ପାରିନ ଥିଲେ | ଏହି ପବନ ଓ ବର୍ଷା ପ୍ରାୟ ଅଧ…

ଉତ୍ସବ ମୁଖର କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ତା-୦୧/୦୫ ରିଖ, ଓଡିଶା ରାଜ୍ୟ କାୟାକଳ୍ପ ଟିମ୍ ପକ୍ଷରୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଓ ପର୍ଯ୍ୟାବରଣ ଅନୁକୂଳ ସ୍ୱାସ୍ଥ୍ୟପଯୋଗୀ ବାତାବରଣ ପାଇଁ ସାରା ଓଡିଶା ରାଜ୍ୟରେ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ…

ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବାଲିଗୁଡା ବ୍ଲକ ରୁ ବିପିଏମ ସରୋଜିନୀ ପ୍ରଧାନ, ଓଏଲଏମ ୱାପି ଶୁଭଶ୍ରୀ ଖେତୀ,…

କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ଼ ବିଧାୟକ, ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର…

୮ ପରାଜୟ ପରେ ବିଜୟର ସ୍ବାଦ ଚାଖିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୩୫ ଦିନର ସଂଘର୍ଷ ଏବଂ ଲଗାତାର ୮ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଦୟ ହୋଇଛି। ଆଇପିଏଲ୍‌ର ସଫଳତମ ଦଳ ଶେଷରେ ନିଜ ନବମ ମୁକାବିଲାରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍‌ରେ ହରାଇ ବହୁପ୍ରତୀକ୍ଷିତ ବିଜୟ ହାସଲ କରିଛି। ତା’ ସହ ସବାଶେଷ ଦଳ ଭାବେ ଚଳିତ…

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କଲେ ତାରା ବାହିନୀପତି

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ନିଜେ ତାରାବାହିନୀ ପତି ଏହା କହିଛନ୍ତି। ତାରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି। ପିସିସି ସଭାପତି ପଦ ସମ୍ପର୍କରେ…