Sign in
Sign in
Recover your password.
A password will be e-mailed to you.
କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ!-->…
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ପାଳିତ
ଫୁଲବାଣୀ : ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ମଇ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର!-->…
କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍ ଲୁଟ୍ ଘଟଣା, ୪ ଡକାୟତ ଗିରଫ
କଟକ: କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍ ଲୁଟ୍ ଘଟଣାରେ ୪ ଡକାୟତ ଗିରଫ। ସେମାନଙ୍କୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଜବତ ହୋଇଛି। ଏକ!-->…
ଖବରକାଗଜ ବିତରକମାନଙ୍କୁ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ
ବ୍ରହ୍ମପୁର, (୦୨/୦୫) : ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ 23.12.2021 ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ!-->!-->!-->…
ବଜ୍ରପାତରେ ତିନି ମଇଁଷି ମୃତ
ଚିକିଟି : ଚିକିଟି ବ୍ଲକ ରାମଚନ୍ଦ୍ରପୁର ପୋଖରୀ ନିକଟରେ ମଇଁଷି ପଲ ସୋଇଥିଲା ସମୟରେ ରବିବାର ବଜ୍ରପାତ ଘଟିଥିଲା । ଏଥିରେ ତିନିଟି ମଇଁଷି ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୋମବାର ପ୍ରାଣୀଧନ ବିଭାଗ ପଶୁ ଡାକ୍ତର ସୁଦାମ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଅନୁସନ୍ଧାନ କରିଛନ୍ତି । ପରେ ମଇଁଷି!-->…
ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ
ରାଜସୁନାଖଳା (୦୨/୦୫) : ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ସ୍ଥିତ ବିନୋଦପଡା ଗ୍ରାମର ଜାତୀୟ ରାଜପଥ ମୁଖ୍ୟ ସଡ଼କ ପାର୍ଶ୍ଵରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ ପକ୍ଷରୁ ମଇ ୦୨ ତାରିଖ ଦିନ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ!-->!-->!-->…
୧୫ ଜୁଲାଇରେ ଆସିବ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’ ଚଳିତ ବର୍ଷ ୧୫ ଜୁଲାଇରେ ରିଲିଜ ହେବ। ମିତାଲି ନିଜେ ଟ୍ୱିଟ କରି ଏହି ଫିଲ୍ମର ରିଲିଜ ତାରିଖ ଖୁଲାସା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ ଦେଖିବାକୁ!-->…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ତରୁଣ କପୁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ ଆଜି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।!-->…
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ମିଳିବନି ବିଜେଡି ଓ ୱାଇଏସ୍ଆର କଂଗ୍ରେସର ସମର୍ଥନ!
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ରଣନୀତି କରୁଥିବା ବିରୋଧୀ ଦଳଗୁଡ଼ିକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ଅନ୍ୟ ବିରୋଧୀ!-->…
କଳା ସାଗରରେ ରୁଷ ଡଙ୍ଗାକୁ ଉଡ଼ାଇଲା ୟୁକ୍ରେନ
କିଭ୍: କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପ୍ୟାଟ୍ରୋଲିଂ କରୁଥିବା ରୁଷର ଦୁଇଟି ଡଙ୍ଗାକୁ ଉଡ଼ାଇ ଦେଇଛି ୟୁକ୍ରେନ। ଡ୍ରୋନ୍ ଦ୍ୱାରା ୟୁକ୍ରେନ ସେନା କରିଥିବା ହମଲାରେ ରୁଷର ଦୁଇଟି ଯାକ ଡଙ୍ଗା ଧ୍ୱଂସ ହୋଇଯିବା ସହ ପାଣିରେ ବୁଡ଼ି ଯାଇଛି। ଏ ସମ୍ପର୍କରେ ୟୁକ୍ରେନ ପ୍ରତିରକ୍ଷା!-->…