ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମୀକ୍ଷା ବୈଠକ ଶେଷ

ଦିଲ୍ଲୀରେ ସରିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଓଡ଼ିଶାର ଆବାସିକ କମିଶନର ରବିକାନ୍ତଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବକେୟା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବାଇକ୍‌ ଲୁଟେରା ସମେତ ୩ ଗିରଫ, ୧୫ ବାଇକ୍ ଜବତ

କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଜଣେ ବାଇକ୍ ଲୁଟେରା ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ବାଇକ୍ ଲୁଟେରା ରହିଥିବା ବେଳେ ଅନ୍ୟ ୨ ଜଣ ବାଇକ୍ କିଣୁଥିଲେ। ସେମାନଙ୍କ ନିକଟରୁ ୧୫ ବାଇକ୍ ଜବତ କରିଛି ପୋଲିସ। ଲୁଟେରା ଜଣକ ହେଲା ଚଗଲି ଜେନା । କଟକ ସହରର…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ବର: ରାଜ୍ୟରେ ସରଳ ହେବ ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ସୂଚନା ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ…

ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଆଉ ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ ନବୀନଙ୍କ ଅକ୍ଷୟ ତୃତୀୟା ଭେଟି । କାଲି ମିଳିବ 'କାଳିଆ' ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର…

ମାଲକାନଗିରି ୧୮ନଂ ୱାର୍ଡରେ ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ଅଭିଯୋଗ ବାଢିଲେ ବସ୍ତିବାସିନ୍ଦା

ମାଲକାନଗିରି : ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରେ ନିର୍ମିତ ହେବାକୁ ଥିବା ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି l ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାଇ ପୌରନିର୍ବାଚନ ପୂର୍ବରୁ ମ୍ୟୁନିସପାଲଟି ତରଫରୁ ୱାର୍ଡ…

ଏଥର ମହାସମାରୋହରେ ପାଳିତ ହେବ ଇଦ୍

ଭଦ୍ରକ: ପାଳନ ହେବ ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର । ଦୀର୍ଘ ଏକ ମାସର ଉପବାସ ପରେ ଏହି ପର୍ବ ପାଳିତ ହୁଏ । ପବିତ୍ର ରମଜାନ ମାସର ଉପବାସ ପରେ ଦାନ ଓ ଧର୍ମର ପର୍ବ ଇଦ ଉଲ ଫିତର ବା ଇଦ ପାଳନ ହୋଇଥାଏ । ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ ମହାସମାରୋହରେ ପାଳିତ ହେବ । କୋଭିଡ଼…

ଦଳିତଙ୍କ ଜାଗା ଓ ଘରକୁ ଜବରଦଖଲ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ତହସିଲ ଅଧୀନରେ ଯାଉଥିବା ଚକାପାଦ ମୌଜାର ଖାତା ନମ୍ବର-୨୪୯/୩୩୧,ପ୍ଲଟ ନମ୍ବର-୧୭୧୭/୩୧୨୩,ଏରିଆ ୦.୧୨୦ଆର କିସମ ଘରବାରି।ଏହି ଜମି ଓ ଘର ଜଣେ ଦଳିତ ହରିଜନ ସୁଶାନ୍ତ ନାୟକଙ୍କର । ଦୀର୍ଘ ବର୍ଷ ହେବ ସେ ଏହି ଜାଗାରେ ଘର କରି ଭଡ଼ା ସୂତ୍ରରେ…

ଭଉଣୀ ଘରେ କଳାକନା ବୁଲାଇ ଗିରଫ ହେଲା ଭାଇ

ଭୁବନେଶ୍ୱର ୦୨/୦୫: ଭଉଣୀ ଘରେ କଳାକନା ବୁଲାଇଲା ଗିରଫ ହେଲା ଭାଇ। ଭଉଣୀ ଘରକୁ ଆସି ୩୦ ହଜାର ଟଙ୍କା ସହ ସ୍କୁଟି ଚୋରି ଲୁଟି ଚମ୍ପଟ ମାରିଥିଲା। ପରେ ଭାଉଣୀ ଏକଥା ଜାଣିପାରି ଚନ୍ଦ୍ରଶେଖରପୁର ଥାନାଲେ ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରପୁର ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା।…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ବାତ୍ୟା ଆସିଲେ କିପରି ମୁକାବିଲା କରାଯିବ ସେନେଇ ଟିକିନିଖି ଆଲୋଚନା…

ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ : ଟିକାବାଲି ଠାରେ ବ୍ଲକ ସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ୍ ଶିବିର ରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍ କର୍ଟ, ଅମାଜନ ଓ ଭିଗମର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜ ନିଜର ଦ୍ରବ୍ୟ ବିକିବା ନିମନ୍ତେ…