କାହାକୁ ‌କରୋନାଭାଇରସ୍‌ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍‌ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ, କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।ସୁପ୍ରିମ୍‌ କୋର୍ଟ…

କ୍ୟାମ୍ପସ୍‌ ପରିଦର୍ଶନ ପାଇଁ ରାହୁଲ୍‌ ଗାନ୍ଧୀଙ୍କୁ ଅନୁମତି ଦେଲାନି ହାଇଦ୍ରାବାଦ୍‌ର ଓସ୍‌ମାନିଆ ବିଶ୍ବବିଦ୍ୟାଳୟ

ହାଇଦ୍ରାବଦ: ରାହୁଲ୍‌ ଗାନ୍ଧୀଙ୍କୁ କ୍ୟାମ୍ପସ୍‌କୁ ଆଣିବା ଲାଗି କଂଗ୍ରେସ ପାର୍ଟିକୁ ତେଲେଙ୍ଗାନାସ୍ଥିତ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ ଅନୁମତି ଦେବା ଲାଗି ଅଗ୍ରାହ୍ୟ କରି ଦେଇଛି। ମେ ୬ ଓ ୭ ତାରିଖରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ତେଲେଙ୍ଗାନା ଗସ୍ତରେ ବାହାରି ଥିବାରୁ ରାଜ୍ୟ କଂଗ୍ରେସ…

ରୁଷ୍‌କୁ ଏକଘରିଆ କରିବା ଲାଗି ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ଜର୍ମାନି

ବ୍ଲୁମ୍‌ବର୍ଗ: ରୁଷ୍‌କୁ ଏକଘରିଆ କରିବାର ଉଦ୍ୟମସ୍ବରୂପ ଆସନ୍ତା ମାସରେ ‘ଗ୍ରୁପ୍‌ ଅଫ୍‌ ସେଭେନ୍‌ ଲିଡର୍ସ’ର ଶିଖର ବୈଠକକୁ ବିଶେଷ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ଲାଗି ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ସ୍‌ ଯୋଜନା କରୁଛନ୍ତି।ପାଳି ଅନୁଯାୟୀ…

‘କ୍ୟାନ୍‌ସର୍‌ ସର୍ଜରି’ କରାଇବାକୁ ଯିବେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ

ମସ୍କୋ: କିଛି ଦିନ ଲାଗି ପୂର୍ବତନ ‘କେଜିବି’ ମୁଖ୍ୟଙ୍କୁ କ୍ଷମତା ଦେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି ଯାଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ତେଣୁ, ୟୁକ୍ରେନ୍‌ ଯୁଦ୍ଧ ଦାୟିତ୍ବ ଗ୍ରହଣ କରିବାକୁ ସେ…

ବର୍ଲିନ୍‌ରେ ଛୋଟ ବାଳିକାଠାରୁ ସୁନ୍ଦର ଉପହାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ବର୍ଲିନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଛୋଟ ବାଳିକାଠାରୁ ସୁନ୍ଦର ଉପହାରଟିଏ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ଉପହାର ଗ୍ରହଣ କରୁଥିବା ସମୟର ଯେଉଁ ଭିଡିଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍‌ ଟୁଇଟ୍‌ କରିଛନ୍ତି ତାହା ଦ୍ରୁତ ଗତିରେ ଭାଇରାଲ୍‌…

ଗିରଫ ‌ହୋଇପାରନ୍ତି ଇମ୍ରାନ୍

ଇସଲାମାବାଦ: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୪୮ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଠି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା…

ବୋଲେରୋ ଗାଡିରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚାଲାଣ : ୩ କ୍ୱିଣ୍ଟାଲ ୨୩ କେଜି ଗଞ୍ଜେଇ ସମେତ ୨ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବା ପ୍ରୟାସ ଜାରି ରହିଥିବା ବେଳେ l ପୁଣି ଏକ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି କାଲିମେଳା ପୋଲିସ l ବୋଲେରୋ ଗାଡିରେ ନକଲି ନମ୍ବର୍ ପ୍ଲେଟ୍ ଲଗାଇ ଗଞ୍ଜେଇ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ…

କୃଷକ ଓ ଶ୍ରମିକ ଦେଶର ମେରୁଦଣ୍ଡ, ନିସ୍ବାର୍ଥପର ଶ୍ରମ ଦାନ ଯୋଗୁଁ ଭାରତ ଶ୍ରେଷ୍ଠ ଅର୍ଥନୀତିରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି –ସାଂସଦ ବ୍ରହ୍ମପୁର ଛତ୍ରପୁର : ତା ୦୨.୦୫.୨୦୨୨ କୃଷକ ଓ ଶ୍ରମିକ ଦେଶର ମେରୁଦଣ୍ଡ, ଏମାନଙ୍କର ନିସ୍ବାର୍ଥପର ଶ୍ରମ ଦାନ ଯୋଗୁଁ ଆଜି ଭାରତ…

ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚିୟ ପତ୍ର ବଣ୍ଟନର ଶୁଭାରମ୍ଭ…

ଛତ୍ରପୁର :ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୩.୧୨.୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ…