Sign in
Sign in
Recover your password.
A password will be e-mailed to you.
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ!-->…
ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ
ଦାରିଙ୍ଗବାଡ଼ି (୧୭/୪) : ଦାରିଙ୍ଗବାଡ଼ି ବିଜୁ ପାଠାଗାର ନିକଟରେ ଥିବା ନୂତନ ବିଜେଡ଼ି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ବିଜେଡ଼ି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ସଭାପତିତ୍ୱରେ!-->!-->!-->…
ସଦର ମହକୁମା ନଗରଭବନ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ତଥା ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି । ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମର ଆୟୋଜନ!-->…
କନ୍ଧମାଳରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ସୁବାସ ସରକାର…
ଫୁଲବାଣୀ:- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାର, ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମ ବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ!-->!-->!-->…
ଆଇ.ଆର୍.ଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ମହିଳା ଶ୍ରମିକ ଙ୍କ ମୃତ୍ୟୁ…
ଛତ୍ରପୁର : ଆଇ.ଆର୍.ଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ମହିଳା ଶ୍ରମିକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ(୩୪) ପ୍ଳାଣ୍ଟ ପରିସରରେ ରବିବାର ଲୁହା ବୋହି ଆଣୁଥିବା ସମୟରେ ହଠାତ୍ ଲୁହା ଖସି ପଡିବା ଯୋଗୁଁ ଏଭଳି ଘଟଣା!-->!-->!-->…
ରାଉରକେଲା ରେ ସରକାରୀ କର୍ମଚାରୀଙ୍କ ନାଁରେ ଜାଲ ବ୍ୟାଙ୍କ ଏକାଉଣ୍ଟ୍ ଖୋଲି ଜିଏସଟି ଠକେଇ…
ରାଉରକେଲା :(ବସନ୍ତ କୁମାର ଜେନା); ସରକାରୀ କର୍ମଚାରୀଙ୍କ ନାଁ ରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏଷ୍ଟି ଠକେଇ। ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ସମେତ ଅନ୍ୟ ୩ କର୍ମଚାରୀ ଗିରଫ। ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩ କୋଟି ୭୬ ଲକ୍ଷ ୨!-->…
ବ୍ରହ୍ମପୁର ମେୟର ଙ୍କ ପାଇଁ ଅନେକ ଅଗ୍ନି ପରୀକ୍ଷା : ଗୋଟି ଚାଳନାରେ କେତେ ସମର୍ଥ ତାହା ସମୟ କହିବ…!
ବ୍ରହ୍ମପୁର ମହାନଗର ସମସ୍ୟା ସମାଧାନ ପାଇଁ ସଂଘର୍ଷ ପଥରେ ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ପାଇଁ ଅନେକ ଆହ୍ବାନ ! ଶହେ ପଚାଶ ବର୍ଷ ରୁ ଉର୍ଦ୍ଧ୍ବ ପରମାୟୁ ର ସହର ବ୍ରହ୍ମପୁର ଯାହାକି ରେଶମ ସହର ନାମ ରେ ପରିଚିତ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ର ଏକ ପ୍ରମୁଖ ସହର। ଓଡ଼ିଆ,!-->!-->!-->…
ସଡକ ଦୁର୍ଘଟଣା ଜନିତ ତଦନ୍ତ ସମ୍ପର୍କରେ ରାଉରକେଲା ରେ ପ୍ରଶିକ୍ଷଣ ଶିବିର : ପଶ୍ଚିମାଅଞ୍ଚଳ ଡିଆଇଜି ଜୟ ନାରାୟଣ…
ରାଉରକେଲା : (ବସନ୍ତ କୁମାର ଜେନା): ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଗାଡ଼ି ଚାଳକ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ତେବେ ଏ ଦିଗରେ ପୋଲିସ ଏବଂ ପରିବହନ ଅଧିକାରୀମାନେ!-->!-->!-->…
ଉଜ୍ଜଳପୁର ବନାଞ୍ଚଳରେ ହାତୀ -ସାଥି ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ହାତୀ ଓ ମଣିଷର ବଞ୍ଚିବାର ସମାନ ଅଧିକାର ରହିଛି ଏଣୁ ସମସ୍ତେ ମିଳିମିଶି ବନ୍ୟଜନ୍ତୁଙ୍କର ସୁରକ୍ଷା କରିବା ଅପରିହାର୍ଯ୍ୟ ବୋଲି ତିଲ୍ଡ଼େଗା ବନସୁରକ୍ଷା ସମିତି ଆନୁକୁଲ୍ୟରେ ଆୟୋଜିତ ହାତୀ-ମଣିଷ ସଂଘର୍ଷ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ!-->…
ଛତ୍ରପୁର ରୋଟାରୀ କ୍ଲବ ତରଫରୁ ମେଡିକାଲରେ ସଫେଇ କାର୍ଯ୍ୟକ୍ରମ…
ଛତ୍ରପୁର : ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ କ୍ଲବର ସଭାନେତ୍ରୀ ଏସ୍. ରେଖା ମହାନ୍ତି, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ରୋଟାରୀ କ୍ଲବର ଉପସଭାପତି ଏମ୍. ଧନଞ୍ଜୟ ରେଡ୍ଡି,!-->!-->!-->…