ସକାଳୁଆ ସ୍କୁଲ ସମୟରେ ସାମନ୍ୟ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ବଦଳିଲା ନିଷ୍ପତି । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲ ଗୁଡିକରେ ମଣ୍ଣିଂଙ୍ଗ କ୍ଲାସ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ। ପୂର୍ବରୁ ସକାଳ ସାଢେ ୬ଟାରୁ କ୍ଲାସ ଆରମ୍ଭ ହୋଇ ୧୦ଟାରେ ଶେଷ ହେବାକୁ ଥିବା ବେଳେ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ପୁଣି ଖାରଜ

ଚିଲିକା: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ଗତ ୨୮ ତାରିଖରେ ବିଧାୟକଙ୍କ ଓକିଲ ପକ୍ଷରୁ ବାଣପୁର ସହକାରୀ ଦୌରା ଜଜ୍‌ଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଶୁଣାଣି ସମୟରେ ଉଭୟ ବିଧାୟକଙ୍କ…

ଏପ୍ରିଲ ୯ ତାରିଖରେ ହାଇକୋର୍ଟରେ ହାଜର ହେବେ ସୁମିତ ଓ ତପସ୍ବିନୀ

ହାଇକୋର୍ଟରେ ତପସ୍ୱିନୀ। କହିଲେ ସ୍ୱାମୀ କେଉଁଠି ଅଛନ୍ତି ମୁଁ ଜାଣିନି। ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀ ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।…

ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣା: ବିଜେପି ନେତା ଗିରଫ

ଜୟପୁର: ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ଆଜି ରାଜସ୍ଥାନର ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ଗିରଫ ବିଜେପି ନେତା ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ଗୋଠୱାଲ। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଏହି ବିଜେପି ନେତା ଜଣଙ୍କ ହିଁ ଡାକ୍ତର ଅର୍ଚ୍ଚନାଙ୍କ ବିରୋଧରେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବାକୁ ଦାବି

ଭୁବନେଶ୍ୱର: ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନଧିମାନଙ୍କୁ ପ୍ରବେଶ ନେଇ ଗୁରୁବାର ବିଧାନସଭାରେ ଶୂନ୍ୟକାଳରେ ଆଲୋଚନା ହୋଇଛି । ବଜେଟ୍ ଅଧିବେଶନର ଶେଷ ଦିନରେ ଶୂନ୍ୟକାଳ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଓ ଲୋକସେବା ଭବନ୍ କୁ ତୁରନ୍ତ ଅନୁମତି ଦେବା ନେଇ ଦାବି କରାଯାଇଛି ।…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ତେଲ ଦର ବଢୁଥିବାରୁ ବସ୍‌ ଭଡ଼ା ବଢ଼ିଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସଂଘର ନିଷ୍ପତ୍ତି ଅନୁଯାୟୀ, ସୁପର ପ୍ରିମିୟମ କିଲୋମିଟର ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି। ସେହିପରି…

ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଇ ୩୦ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ସମୀକ୍ଷା…

OAS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ OAS ଅଧତ୍କାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ପକ୍ଷରୁ ଦିଆଗଲା ସୂଚନା । OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ…

ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ, ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ-ପିନାକୀ ମିଶ୍ର

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ…

ଆଜି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଛି। ୧୧ଟା ପରେ ଖରା ଟାଣ ହୋଇଯାଉଛି। ତେଣୁ ପିଲାଙ୍କ ସକାଳୁଆ ସ୍କୁଲ ଏପ୍ରିଲ ୨ ତାରିଖରୁ ଘୋଷଣା କରି ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ରୁ ଊର୍ଧ୍ବ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ…