Sign in
Sign in
Recover your password.
A password will be e-mailed to you.
ଆଉ ୬ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର
ଭୁବନେଶ୍ୱର: ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ଥିବା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ରାସନ ବଣ୍ଟନ ପାଇଁ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କରୋନା ପାଇଁ ମାଗଣା ରାସନ୍ ବଣ୍ଟନ କରାଯାଉଥିବା ବେଳେ ପୁଣି ଏହାକୁ ୬ ମାସ ବୃଦ୍ଧି କରାଯାଇଛି!-->…
ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆଗଲପୁର ତହସିଲ ସେକ୍ସନ ଅଫିସର
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ସେକ୍ସନ ଅଫିସର କିଶୋର ଖସେଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜବତ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
!-->!-->!-->…
ଓଡ଼ିଶାର ଜନସାଧାରଣଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସର ମହାନ ଅବସରରେ ଆମେ ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ହିସାବରେ ମାତୃଭୂମିର, ଆମ ବୀର କଳିଙ୍ଗ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ଉନ୍ନତି କରିବା ପାଇଁ ବଦ୍ଧ ପରିକର ହେବା ବୋଲି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର!-->…
ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଉତ୍କଳ ଦିବସ ଅବସରରେ ଉତ୍ସବମୁଖର ସାରା ରାଜ୍ୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ!-->!-->!-->…
ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା!-->…
ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୮୭ତମ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, 'ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ!-->…
ସଙ୍କୁଚିତ ହେଉଛି ନକ୍ସଲ କରିଡର : ସ୍ବାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ…
ବିକାଶ କାର୍ଯ୍ୟ ପାଇଁ ସରକାର ଙ୍କ ପ୍ରତି ବଢୁଛି ଜନ ସମର୍ଥନ...
ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।୨୦୧୦ ମସିହାରେ ଅତି ସମ୍ବେଦନଶୀଳ ମାଲକାନଗିରି ଜିଲ୍ଲାରେ ବିଏସଏଫର ମୁତୟନ କରାଯାଇଥିଲା। ବିଏସଏଫ!-->!-->!-->!-->!-->…
ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ପ୍ୟାରେଡ଼ ପଡିଆ ଠାରେ ଆଜି ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ।୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ଏକ ସ୍ଵତନ୍ତ୍ର ରୂପେ ଗଠନ କରାଯାଇଥିଲା । ସେହି ଦିନ ଠାରୁ ଏପ୍ରିଲ ୧ ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ!-->!-->!-->…
ଏସ ବ୍ୟାଙ୍କ ପ୍ରତନିଧି ସାଜି ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗ୍ରାମର ୮୧ ମହିଳାଙ୍କ ଠାରୁ ୬ ଲକ୍ଷ ଟଙ୍କାର ଚୂନ ଲଗାଇ ଚମ୍ପଟ
ଖଲ୍ଲିକୋଟ (୩୧/୩) : ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଗ୍ରାମକୁ ଯାଇ ଦୁଇଜଣ ଠକ ନିଜ କୁ ଏସ ବ୍ୟାଙ୍କ ର ପ୍ରତିନିଧି ସାଜି ଋଣ ଦେବାର ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରି ଗ୍ରୁପ ଗଠନ କରି ୮୧ ଜଣ ନିରୀହ ମହିଳାଙ୍କ ଠାରୁ ୬ ଲକ୍ଷ ତାଙ୍କ ର ଚୁନା ଲଗାଇ ଫେରାର!-->!-->!-->…
ଦନ୍ତାହାତୀ ଆକ୍ରମଣରେ ବଣାଇ ଅଞ୍ଚଳର ମହିଳା ଖୁଟୁନି କିସାନ ଗୁରୁତର, ଆହତ ମହିଳାଙ୍କୁ ଚିକିତ୍ସା ଲାଗି ରାଉରକେଲା…
ରାଉରକେଲା,୩୧/୦୩/୨୦୨୨(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଗୁରୁବାର ସକାଳେ ବଣେଇ ରେଞ୍ଜର କେଲସାହି ରେ ଦନ୍ତା ଟି ଘର ଭାଙ୍ଗିବା ସହିତ ତେଲଡିହି ଅଞ୍ଚଳରେ ରେ ଘର ଅଗଣା ରେ ଝାଡୁ ମାରୁ ଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ!-->!-->!-->…