Sign in
Sign in
Recover your password.
A password will be e-mailed to you.
ସ୍ମାର୍ଟ ସିଟି ରାଉରକେଲା ରେ ଖୋଲିଲା “ମିଲେଟ ଶକ୍ତି କାଫେ”
ରାଉରକେଲା (୩୧/୦୩) : ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି କାଫେ। ବୁଧବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ!-->!-->!-->…
ଛାତ ଉପରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁରିବୁଡି ଗ୍ରାମର ଜଣେ ବ୍ୟବସାୟୀ ଙ୍କ ଘର ଛାତ ଉପରୁ ଏକ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣା ରୁ ପ୍ରକାଶ ଯେ,ଆଜି ଅପରାହ୍ନ ରେ ଗ୍ରାମର ବ୍ୟବସାୟୀ ଅନ୍ତରଯ।ମି ପାତ୍ରଙ୍କ ଘର ଛାତ ଉପରେ!-->…
ବ୍ୟକ୍ତିଗତ ବାର୍ତ୍ତାଳାପକୁ ନେଇ ଦୁଇ ଶିକ୍ଷାଧିବାରୀଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟତ୍ରୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲପଂଚାୟତର ଏମପିଭି - ୬୫ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟଜଣେ ଶିକ୍ଷୟିତ୍ରୀ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାଡ଼ ମାରିବା ଭଳି ସଂଗୀନ!-->!-->!-->…
ଛାତ୍ରୀଙ୍କ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି (୩୧/୩ ) : ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ନେଇ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ଗତ ୨୮ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬!-->!-->!-->…
୩୩ ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ!-->…
ପୁଣି ଟିକାବାଲି ର ବେହେରାଗାଁ ରୁ ଏକ ବାଇକ ଚୋରି
ଟିକାବାଲି (୩୧/୦୩) : ଟିକାବାଲି ଥାନା ଅନ୍ତର୍ଗତ ବେହେରା ଗାଁ ର ନିବାସୀ ଗୌରୀ ଶଙ୍କର ମିଶ୍ର ଙ୍କର ୟାମା କମ୍ପାନୀର ଆର 15 ଭି 3 ମୋଡେଲ ର ବାଇକ ନଂ ଓଡି 07 ଏଏ 7815 ଟିକୁ ବିଳମ୍ବିତ ରାତ୍ରିରେ କେହି ଚୋରି କରି ନେଇଁଯାଇ ଥିବା ଅଭିଯୋଗ ହୋଇଛି |ସୂଚନା ଅନୁସାରେ ଗାଡି ମାଲିକ ଗୌରୀ!-->!-->!-->…
ଜଳସେଚନ ପ୍ରକଳ୍ପରେ ଅନିୟମିତତା : ସିଏଜି
ଭୁବନେଶ୍ବର: ଜଳସେଚନ ପ୍ରକଳ୍ପରେ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ୫ ଲକ୍ଷ ହେକ୍ଟର ଜଳସେଚନ ପାଇଁ ୧୨,୭୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଜଳସେଚିତ ହୋଇଛି ମାତ୍ର ୧ ଲକ୍ଷ ୨୨ ହଜାର ହେକ୍ଟର ଜମି। ଯାହାକି ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୪!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ୮ ଜଣିଆ ଗୃହ କମିଟି ଗଠନ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର!-->…
ଚୀନ ଆକ୍ରମଣ କଲେ କ’ଣ ରୁଷ ଭାରତର ସହାୟତା କରିପାରିବ ? ଆମେରିକାର ପ୍ରଶ୍ନ
ନୂଆଦିଲ୍ଲୀ : ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ ବୋଲି ସେ!-->…
ବ୍ୟୟମଞ୍ଜୁରୀ ବିଲ୍ ପାରିତ, ସରିଲା ବିଧାନସଭା ଅଧିବେଶନ
ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି । ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନରେ ରାଜ୍ୟର!-->…