ଦୟାଲ୍‌ ଆଶ୍ରମରେ ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଲେ ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଛି? ଆଉ କେଉଁଠି ହତ୍ୟା କରାଯାଇଛି? ଏମିତି ଅନେକ ପ୍ରଶ୍ନ ଭିତରେ କ୍ରାଇମବ୍ରାଞ୍ଚ ଛନ୍ଦି ହୋଇପଡ଼ିଥିବା ବେଳେ ଆଜି ହତ୍ୟାକାଣ୍ଡର ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଛନ୍ତି ମୁଖ୍ୟଅଭିଯୁକ୍ତ ଶର୍ମିଷ୍ଠା ରାଉତ।…

ରାଜ୍ୟର ୭ ଟେନିସ ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର: ରାଜ୍ୟର ୭ ଜଣ ଟେନିସ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା । ଭିନ୍ନ ଭିନ୍ନ ଟୁର୍ଣ୍ଣାମେଣ୍ଟରେ ମେଣ୍ଟରେ ସଫଳତା ହାସଲ କରିଥିବା ଏହି ୭ ଜଣ ଟେନିସ ତାରକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶୁକ୍ରବାର ଭୁବନେଶ୍ବରର କଳିଙ୍ଗ…

ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଭାଲୁଗାଡ଼ ଗାଁର ଝିଅ ଅପର୍ଣ୍ଣା ପାଣ୍ଡେ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପଟୁଆଡିହି…

ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

ଭୁବନେଶ୍ୱର: ରାଜ୍ୟପାଳଙ୍କ ମୁହଁରେ ବନ୍ଦେ ଉତ୍କଳ ଜନନୀ । ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ…

ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନ ଠାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିଶନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ…

ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ରାଜ୍ୟରୁ ବଛା ହୋଇଥିବା ଶହେ ଜଣ ପୁଲିସ ଅଧିକାରୀଙ୍କୁ ଏହି ଉତ୍ସବରେ ମେଡାଲ ଓ ସାର୍ଟିଫିକେଟ…

BJP ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ: ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଜୟରାମ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ…

ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ନିଯୁକ୍ତି ପାଇବେ ୪୭୬ ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ଆଉ ୪୭୬ ଓଡ଼ିଆ, ଇତିହାସ ଓ ହିନ୍ଦୀ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ଖୁବ୍‍ ଶିଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏସଏସବି(ରାଜ୍ୟ ଚୟନ ବୋର୍ଡ଼) ଦ୍ୱାରା ନିଯୁକ୍ତି…

ସୋୟାବିନ୍ ତରକାରୀ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ସୋୟାବିନ୍ ତରକାରୀ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ବାଲେଶ୍ଵର ଜିଲ୍ଲା ନୀଳଗିରି-ସାଇଗଣେଷ ଟିଉଟୋରିଆଲରେ ନିମ୍ନମାନର ଖାଦ୍ୟ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୋୟାବିନ୍ ତରକାରୀ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ। ସମସ୍ତ ଅସୁସ୍ଥଙ୍କୁ ନୀଳଗିରି…

ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ : ତାରା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରରେ ନେତୃତ୍ୱ ସଂଙ୍କଟ କଥା କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରତିକ୍ରିୟା । ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ ହୋଇପଡ଼ୁଛନ୍ତି, ଅର୍ଥ କାଢ଼ୁୂ ନାହାଁନ୍ତ ବୋଲି ତାରା କହିଛନ୍ତିି । ଆମେ ନେତୃତ୍ୱ ଅର୍ଥ ସଙ୍କଟର…