ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ଦାରିଙ୍ଗବାଡ଼ି (୨୪/୦୩) : ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବା ନେଇ ଆଜି ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ୩୭୯ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗଦେଇ ଥିଲେ । ପ୍ରଥମେ ପୂର୍ବତନ…

ପୌର ଓ ମହାନଗର ନିର୍ବାଚନର ଅନୁଚିନ୍ତା : ସହର ହସିଲେ ଆମେ ହସିବା !

ଡାକ୍ତର ସାଗର ରଂଜନ ତ୍ରିପାଠୀ ସହରାଞ୍ଚଳ ବିକାଶ ପାଇଁସମୟର ଆବଶ୍ଯକତା ସୁନ୍ଦର ସ୍ବାଭିମାନର ସ୍ବର ! ଗୋଟିଏ ଭଲ ମଣିଷ କୁ ଚୟନ କରିଲେ ପାଞ୍ଚ ବର୍ଷ ରେ ସହର ଭାଗ୍ଯ ତାଙ୍କର ହାତରେ ତିଆରି ହେବ। ଜୀବନ ଓ ଜୀବିକା ପାଇଁ ସଂଘର୍ଷ ଅନେକ କିନ୍ତୁ ମନ ପ୍ରାଣ ରେ ତଥାପି ରାଷ୍ଟ୍ରବାଦ…

ଭୋଟ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ…

ମାନସ ସ୍ବାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ ଅଫିସ୍‌ ସିଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ନ୍ୟୁଜ ଅଫିସକୁ ପୋଲିସ ସିଲ୍‌ କରିଛି । ତାଙ୍କ ଅଫିସ ରେଡ୍‌ କରି ୨ଟି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌ ପୋଲିସ ଜବତ…

ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟି ଅଟକ, ୨୫ ହଜାରରୁ ଅଧିକ ଟଙ୍କା ଜବତ

ଭଦ୍ରକ ୨୪।୦୩ : ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ…

ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର : ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍‌ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ…

ଚାଲିଚାଲି ଯାଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମସିର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭୋଟ୍‌ କେନ୍ଦ୍ରକୁ ପାଦରେ ଚାଲିଚାଲି ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଭୋଟଦାନ ପାଇଁ…

‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ…

IPL ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ମୁମ୍ବାଇ: ଆଉ ଦିନକ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଇପିଏଲ୍ ଆରମ୍ଭ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖା ଦେଇଛି । ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ଏଟିଏସ୍ ପଚରାଉଚରା କରିବା ବେଳେ ଗିରଫ ଆତତଙ୍କବାଦୀ…

ଆରପାରିରେ ଅଭିନେତା ଅଭିଷେକ ଚାଟାର୍ଜୀ

କୋଲକାତା: ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଦେହାନ୍ତ ହୋଇଛି । ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅଭିଷେକ ଚାଟାର୍ଜୀ, ପ୍ରସନ୍ନଜିତ୍ ଚାଟାର୍ଜୀ ଓ ସନ୍ଧ୍ୟା ମୁଖାର୍ଜୀଙ୍କ ସହ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।…